ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌ ସ୍ଥାନରେ ପୋଲିସ ଉପରକୁ ୩୦ରୁ ୪୦ ଦୁର୍ବୃତ୍ତଙ୍କ ଆକ୍ରମଣ, ୪ କର୍ମଚାରୀ ଆହତ

କରଞ୍ଜିଆ: ଲକ୍‌ଡାଉନ ସମୟରେ ପୋଲିସଙ୍କୁ ଆକ୍ରମଣ। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌ ସ୍ଥାନରେ ଆକ୍ରମଣ ହୋଇଛି। ରରୁଆଁ ବ୍ଲକ୍‌ ବେନିଶାଗରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ୩୦ରୁ ୪୦ ଦୁର୍ବୃତ୍ତ ଆସି ଅସ୍ଥାୟୀ ଗେଟ୍‌ ଭାଙ୍ଗିବା ସହ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୪ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ସିଲ୍‌କୁ ବିରୋଧ କରି ଏହି ଆକ୍ରମଣ ହୋଇଛି।

police attack

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.