Below header

ପାରାଦୀପରେ ବିଜେଡିର ମିଶ୍ରଣ ପର୍ବ, ଯୋଗ ଦେଲେ ୩ ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା

ପାରାଦୀପ(କେନ୍ୟୁଜ୍) : ପାରାଦୀପ ଜିରୋପଏଣ୍ଟ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପରିସରରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକ ନେତା ତଥା ୮ଟି ସଂଗଠନର ନେତୃତ୍ୱ ନେଉଥିବା ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପର୍ବ ଅନୁଷ୍ଠିତ ହୋଇଛି । ପରେ ଏକ ସଭା ହୋଇଥିଲା । ଏଥିରେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଉପସ୍ଥିତ ରହି ସମ୍ବିତ ରାଉତରାୟଙ୍କୁ ଜିତାଇବା ପାଇଁ ଶପଥ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.