ଯାଜପୁର: ସରସ୍ୱତୀ ପୂଜା ଭୋଜି ଖାଇ ୧୫୦ରୁ ଅଧିକ ପିଲା ଏବଂ ଦୁଇ ଶିକ୍ଷକ ଅସୁସ୍ଥ, ଚାଲିଛି ଚିକିତ୍ସା

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଦାନଗଦି ବ୍ଲକ ଖପୁରିଆପଦା ଗ୍ରାମରେ ସରସ୍ୱତୀ ପୂଜା ଭୋଜି ଖାଇ ୧୫୦ରୁ ଉର୍ଦ୍ଧ ପିଲା ଏବଂ ଦୁଇ ଜଣ ଶିକ୍ଷକ ଅସୁସ୍ଥ ।ପ୍ରଥମେ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ। ଅବସ୍ଥା ଗୁରୁତର ହେବାରୁ ୩୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯାଜପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । ଗତକାଲି ଖପୂରିଆପଦା ଶରତ ରାଉତ ଉଚ୍ଚ ବିଦ୍ୟାପୀଠ ସ୍କୁଲରେ ଖାଇଥିଲେ ସରସ୍ୱତୀ ପୂଜା ଭୋଜୀ। ଜଣେ ଗୁରୁତର କଟକ ସ୍ଥାନାନ୍ତରିତ।

Leave A Reply

Your email address will not be published.