ଆନନ୍ଦପୁର ଶିକାବେଡା ଗାଁରେ ଘରୋଇ କଳହକୁ ନେଇ ନିଶାଶକ୍ତ ଯୁବକଙ୍କୁ ହତ୍ୟା କଲେ ସମ୍ପର୍କୀୟ

ଆନନ୍ଦପୁର : ଆନନ୍ଦପୁର ଥାନା ଶିକାବେଡା ଗାଁରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାନବିକତାର ସବୁ ସୀମା ପାର କରିଛନ୍ତି ସମ୍ପର୍କୀୟ ଲୋକେ । କୌଣସି କାରଣକୁ ନେଇ ନିଶାଶକ୍ତ ଅବସ୍ଥାରେ ଥିବା ୩୫ ବର୍ଷୀୟ ଯୁବକ ଡୁବୁରା ପୂର୍ତ୍ତିଙ୍କୁ ସମ୍ପର୍କୀୟ ଲୋକେ ହତ୍ୟା କରିଛନ୍ତି । ଅନ୍ଯପଟେ ଡୁବୁରାଙ୍କ ସ୍ତ୍ରୀ ଏବଂ ଦୁଇ ଛୁଆ ବର୍ତ୍ତମାନ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇଯାଇଥିବାବେଳେ ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.