Browsing Tag

man killed

କେମିତି ଗଲା ଦୀପକର ଜୀବନ, ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡିବ

ଭୁବନେଶ୍ୱର (କେନ୍ୟୁଜ): ଦାଣ୍ଡରେ ଲୋକ ସବୁ ରୁଣ୍ଡ ହୋଇଥାନ୍ତି । କାନ୍ଦ ବୋବାଳିରେ ଫାଟି ପଡୁଥାଏ ରାଜଧାନୀର ଡେ଼ଲ୍ଟା ଅଞ୍ଚଳ । ଗହଳି ଆଡେଇ ଭିତରେ ଯାଇ ଦେଖିଲୁ ମୃତ ଶରୀରଟିକୁ । ଯାହାକୁ ଧରି ଭୋ ଭୋ ହୋଇ ଛାତିରେ ମୁଣ୍ଡ ପିଟି ପିଟି କାନ୍ଦୁଥାନ୍ତି ସ୍ତ୍ରୀ ଆଉ ମାଆ । ବନ୍ଧୁ ପରିଜନ, ସାହି…

ସାମାନ୍ୟ ବଚସାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ

ବୌଦ୍ଧ (କେନ୍ୟୁଜ) : ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ସାମ୍ପୋଚ୍ ଗ୍ରାମର ସତ୍ୟ ନାରାୟଣ ସ୍ୱାଇଁ। ଦୁଇ ଜଣ ଯୁବକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ। ହତ୍ୟା ପରେ ଘଟଣା ସ୍ଥଳରୁ ଫେରାର ମାରିଲେ ଦୁର୍ବୃତ୍ତ ।…

ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ : ବଡ଼ ବାପାଙ୍କୁ ମିଶି ହାଣି ଦେଲେ ପୁତୁରା ଓ ଭାଇ

କଳାହାଣ୍ଡି (କେନ୍ୟୁଜ): ପାରିବାରିକ କଳହରୁ ସର୍ବନାଶ । ନିଜ ବଡ଼ ବାପାକୁ ହାଣିଲେ ପୁତୁରା ଓ ଭାଇ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡ଼ା ଗାଁର ଘଟଣା । ଗୁଣିଗାରେଡି ଓ ପୂର୍ବ ଶତ୍ରୁତା ନେଇ ଏପରି ଜଘନ୍ୟ କାଣ୍ଡ ଘଟିଥିବା ସୂଚନା ମିଳିଛି ।…

ଘର ଛାତ ଉପରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ, ପୂର୍ବଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା…

ସୋର (କେନ୍ୟୁଜ): ଘରୁ ଡାକିନେଇ ଯୁବକକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ କମଳାକାନ୍ତ ମଲ୍ଲିକଙ୍କର ନିଜ ଘର ଛାତ ଉପରେ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର । ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲ ଚିକିତ୍ସିତ ହେଉଥିବା ବେଳେ…

ସୋର ବାହାନଗା ଅଞ୍ଚଳରେ ଛାତିଥରା ଘଟଣା: ସାନ ପୁଅକୁ ମାରି ପୋତି ଦେଲେ ମାଆ ଓ ବଡ଼ ପୁଅ

ସୋର : ସାନ ପୁଅକୁ ମାରି ପୋତି ଦେଲେ ମାଆ ଓ ବଡ଼ ପୁଅ । ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗା ଅଞ୍ଚଳରେ ଘଟିଛି ଏଭଳି ବୀଭତ୍ସ ଘଟଣା। ଗତ ୧୨ ତାରିଖ ଦିନ ସାନ ପୁଅ ମଦ ପିଇ ଘରକୁ ଆସିବା ପରେ ମାଆ ଓ ବଡ଼ ଭାଇ ସହ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା । ମାଆ ଶୁକୁରି ଜେନା ଓ…

ଶୋଇଥିବା ବେଳେ ହାତ୍ୟା କରି ଫେରାର, ପୋଲିସ୍‌ ଖୋଜୁଛି କାରଣ

କାଲିମେଳା (କେ ନ୍ୟୁଜ୍‌) : ରାତିରେ ଶୋଇଥିବା ବେଳେ ବୀଭତ୍ସ ହତ୍ୟାକାଣ୍ଡ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ.ଭି-୭୯ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ତେଲେରାଇ ପଞ୍ଚାୟତର ତମଗୁଡ଼ା ଗ୍ରାମର ମୁକା ମାଡକାମୀ ନାମକ ଜଣେ ଆଦିବାସୀ ବ୍ୟକ୍ତିକୁ କେହି ଗଳା କାଟି ହତ୍ୟା କରିଛି ।…

ଗଞ୍ଜାମ ବାଦୁଳା ଗାଁରେ ଅଘଟଣ : ସଂଘବଦ୍ଧ ଆକ୍ରମଣରେ ଗଲା ଯବାନଙ୍କ ଜୀବନ

ଭଞ୍ଜନଗର: ସଂଘବଦ୍ଧ ଆକ୍ରମଣରେ ଗଲା ଜଣଙ୍କର ଜୀବନ, ଏବଂ ଆଉ ଜଣେ ଆହତ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବାଦୁଳା ଗାଁରେ ଘଟିଛି ଏଭଳି ଅଘଟଣ । ମୃତ ଯୁବକ ହେଲେ ଆସିକା ନିକଟସ୍ଥ ସାହସପୁର ଗ୍ରାମର ରଞ୍ଜନ ନାହାକ । ସେ ସେନା ବିଭାଗରେ ଚାକିରି କରୁଥିଲେ । ଆହତ ଯୁବକ ଜଣଙ୍କ…

ଆନନ୍ଦପୁର ଶିକାବେଡା ଗାଁରେ ଘରୋଇ କଳହକୁ ନେଇ ନିଶାଶକ୍ତ ଯୁବକଙ୍କୁ ହତ୍ୟା କଲେ ସମ୍ପର୍କୀୟ

ଆନନ୍ଦପୁର : ଆନନ୍ଦପୁର ଥାନା ଶିକାବେଡା ଗାଁରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାନବିକତାର ସବୁ ସୀମା ପାର କରିଛନ୍ତି ସମ୍ପର୍କୀୟ ଲୋକେ । କୌଣସି କାରଣକୁ ନେଇ ନିଶାଶକ୍ତ ଅବସ୍ଥାରେ ଥିବା ୩୫ ବର୍ଷୀୟ ଯୁବକ ଡୁବୁରା ପୂର୍ତ୍ତିଙ୍କୁ ସମ୍ପର୍କୀୟ ଲୋକେ ହତ୍ୟା…