Below header

ଥାଲେସେମିଆ ଶିଶୁକୁ ୧ ଲକ୍ଷ ସହାୟତା ରାଶି ପ୍ରଦାନ କଲେ ରାଜ୍ୟପାଳ

ଥାଲେସମିଆ ରୋଗରେ ପୀଡ଼ିତ ଶିଶୁକୁ ସାହାଯ୍ୟ କଲେ ରାଜ୍ୟପାଳ। ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଆଜି ଗଞ୍ଜାମ  ଗସ୍ତରେ ଆସିଥିବା ଓଡ଼ିଶା ରାଜ୍ୟପାଳ ଶ୍ରୀ ରଘୁବର ଦାସ ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ପୁରୁଷୋତ୍ତମପୁରର ଏକ ଥାଲେସେମିଆ ରୋଗୀ ଶିଶୁଙ୍କୁ ଭେଟିଥିଲେ।

ପୁରୁଷୋତ୍ତମପୁର (କେନ୍ୟୁଜ୍‌) : ଥାଲେସମିଆ ରୋଗରେ ପୀଡ଼ିତ ଶିଶୁକୁ ସାହାଯ୍ୟ କଲେ ରାଜ୍ୟପାଳ। ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଆଜି ଗଞ୍ଜାମ  ଗସ୍ତରେ ଆସିଥିବା ଓଡ଼ିଶା ରାଜ୍ୟପାଳ ଶ୍ରୀ ରଘୁବର ଦାସ ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ପୁରୁଷୋତ୍ତମପୁରର ଏକ ଥାଲେସେମିଆ ରୋଗୀ ଶିଶୁଙ୍କୁ ଭେଟିଥିଲେ। ଶିଶୁଟି କିପରି ରୋଗ ରୁ ମୁକ୍ତ ହେବ ଏବଂ କିଭଳି ତାହାର ଚିକିତ୍ସା ଚାଲିଛି ତାହା ପଚାରି ବୁଝିଥିଲେ। ସେଠାରେ ଉପସ୍ଥିତ ଥିବା ପ୍ରଶାସନଙ୍କୁ ଏକ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଭିଡିଓ ଟି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ରାଜ୍ୟପାଳ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.