ଅଭିନବ ଉପାୟରେ ଗୋ ଚାଲାଣ: ବସରେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ୧୨ରୁ ଊର୍ଦ୍ଧ୍ବ ଗୋରୁ

ବାଲେଶ୍ଵରରେ ଅଭିନବ ଉପାୟରେ ଗୋ ଚାଲାଣ ଦେଖିବାକୁ ମିଳିଛି । ବସରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ। ବସରେ ଥିଲା ୧୨ରୁ ଊର୍ଦ୍ଧ୍ବ ଗୋରୁ ।

ବାଲେଶ୍ଵର (କେନ୍ୟୁଜ): ରାଜ୍ୟରୁ ଗୋ ଚାଲାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଚୋରା ଲୁଚାରେ ଗୋଚାଲାଣ ହେଉଥିବାବେଳେ ଏହା ଜବତ ହୋଇଥାଏ । ବାଲେଶ୍ଵରରେ ଅଭିନବ ଉପାୟରେ ଗୋ ଚାଲାଣ ଦେଖିବାକୁ ମିଳିଛି । ବସରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ। ବସରେ ଥିଲା ୧୨ରୁ ଊର୍ଦ୍ଧ୍ବ ଗୋରୁ ।

ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଖନ୍ତାପଡ଼ା ପୋଲିସ ଦ୍ବାରା ଚଢ଼ାଉ ହୋଇଥିଲା । ଗୋରୁ ଗୁଡ଼ିଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର ପରେ ମା ଭାରତୀ ଗୋଶାଳା କେନ୍ଦ୍ରରେ ପୋଲିସ ଛାଡିଥିଲା । ଏହି ଗୋରୁ ମାନଙ୍କୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ ଗୋ ମାଫିଆ ବୋଲି ପୋଲିସ ସୂଚନା ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.