୩ ଦିନିଆ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୩ ତାରିଖ ପ୍ରଧାନମନ୍ତ୍ରୀ ସମ୍ବଲପୁରର ଦୁଇଟି ସ୍ଥାନକୁ ଆସିବେ l ଆଇଆଇଏମ ଉଦଘାଟନ ସହ ଏକ ସାଧାରଣସଭାରେ ଯୋଗଦେବେ ବୋଲି ସୂଚନା ରହିଛି l

ସମ୍ବଲପୁର (କେନ୍ୟୁଜ୍‌ ଓଡ଼ିଶା): ଆସନ୍ତା ୩ ତାରିଖ ପ୍ରଧାନମନ୍ତ୍ରୀ ସମ୍ବଲପୁରର ଦୁଇଟି ସ୍ଥାନକୁ ଆସିବେ l ଆଇଆଇଏମ ଉଦଘାଟନ ସହ ଏକ ସାଧାରଣସଭାରେ ଯୋଗଦେବେ ବୋଲି ସୂଚନା ରହିଛି l ସମ୍ବଲପୁର ଲୋକସଭା ସମେତ, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗୀର ଲୋକସଭା ସମେତ ବୌଦ୍ଧ ଅଞ୍ଚଳରୁ ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକେ ଯୋଗଦେବେ ବୋଲି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଜାରି ହୋଇଛି l ପ୍ରଧାନମନ୍ତ୍ରୀ ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ମଧ୍ୟ ଯୋଜନା ଚାଲିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.