ରାସାୟନିକ ରଙ୍ଗ ବିକୁଥିଲେ ସାବଧାନ, ରଙ୍ଗ ଜବତ ସହ ଫାଇନ ଆଦାୟ କରୁଛି ପୋଲିସ

ରାଜଧାନୀରେ ରଙ୍ଗ ଦୋକାନରେ ରେଡ । କମିସନରେଟ ପୋଲିସ ପକ୍ଷରୁ ରେଡ କରୁଛି ସ୍ୱତନ୍ତ୍ର ଟିମ୍‌ । ରାସାୟନିକ ରଙ୍ଗ ବିକୁଥିଲେ ସାବଧାନ । ଦୋକାନରୁ ରଙ୍ଗ ଜବତ ସହ ଫାଇନ ଆଦାୟ କରୁଛି ପୋଲିସ ।

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀରେ ରଙ୍ଗ ଦୋକାନରେ ରେଡ । କମିସନରେଟ ପୋଲିସ ପକ୍ଷରୁ ରେଡ କରୁଛି ସ୍ୱତନ୍ତ୍ର ଟିମ୍‌ । ରାସାୟନିକ ରଙ୍ଗ ବିକୁଥିଲେ ସାବଧାନ । ଦୋକାନରୁ ରଙ୍ଗ ଜବତ ସହ ଫାଇନ ଆଦାୟ କରୁଛି ପୋଲିସ । ୟୁନିଟ 4ରେ ଥିବା ସମସ୍ତ ରଙ୍ଗ ଦୋକାନ ରେ ଆଜି ଯାଞ୍ଚ କରିବା ସହ ରାସାୟନିକ ଯୁକ୍ତ କୁ ଜବତ କରିଛି ପୋଲିସ । ଗତକାଲି ଠାରୁ ଏହିଭଳି ଧର ପଗଡ଼ ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.