କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ କୁଚିଣ୍ଡା ସହରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

କୁଚିଣ୍ଡା: କରୋନା ଭାଇରସ ସଂକ୍ରମଣକୁ ରୋକିବା ତଥା ଏହାର ମୁକାବିଲା ପାଇଁ ସମ୍ବଲପୁର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ କୁଚିଣ୍ଡା ସହରରେ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି । କୁଚିଣ୍ଡା ମହାବିଦ୍ୟାଳୟ ଛକରୁ ଆରମ୍ଭ ହୋଇ ସହରର ମୁଖ୍ୟ ରାସ୍ତା ସମେତ ବସଷ୍ଟାଣ୍ଡ ଏବଂ ବିଭିନ୍ନ ୱାର୍ଡରେ ଗାଡିରେ ବୁଲି୍ ବୁଲି ସ୍ପ୍ରେ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.