କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର: ଆଜି ଉଦଘାଟିତ ହେବ ମହାନଦୀରେ ଦ୍ଵିତୀୟ ଭାସମାନ ରେଷ୍ଟୁରାଣ୍ଟ

କଟକ(କେନ୍ୟୁଜ୍): କଟକ ସହରରେ ବଦଳୁଛି ପର୍ଯ୍ୟଟନର ଚିତ୍ର। ଆଜି ଉଦଘାଟିତ ହେବ ମହାନଦୀରେ ଦ୍ଵିତୀୟ ଭାସମାନ ରେଷ୍ଟୁରାଣ୍ଟ। ସିଲଭର ସିଟ ବୋଟ କ୍ଲବ୍ ଅଧୀନରେ ଓ.ଟି.ଡି.ସି ସହଯୋଗରେ ଚାଲିବ ଏହି ରେଷ୍ଟୁରାଣ୍ଟ। ଏଥିରେ ୩୦ ଜଣ ବସିବା ପାଇଁ ବ୍ୟବସ୍ଥା ରହିଛି। ମାତା ମଠ ମହାନଦୀ ପଠାରେ ଚାଲିଛି ସିଲଭର ସିଟି ବୋଟ କ୍ଲବ୍। ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭସମାନ ରେଷ୍ଟୁରାଣ୍ଟ ରହିଛି।cuttack

ନଜର ପକାନ୍ତୁ ଏହି ରେଟ୍ ଚାର୍ଟ ଉପରେ ଏହି ଭାସମାନ ରେଷ୍ଟୁରାଣ୍ଟକୁ ଆସିବାକୁ ହେଲେ ଆପଣଙ୍କୁ କେତେ ଟଙ୍କା ଦେବାକୁ ପଡିବ:

rate

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.