ବାହା ହୋଇ ଧରା ଛୁଆଁ ଦେଉନାହିଁ ଯୁବକ, ପ୍ରେମିକ ଘର ଆଗରେ ଧରଣା ଦେଲା ଆସାମରୁ ଆସିଥିବା ପ୍ରେମିକା

ବିବାହ କରିଥିବା ନେଇ ଦାବୀ ଜଣାଇ ଈଗିନେସ ବାଘୱାର ନାମକ ମହିଳା ସଦାନନ୍ଦ ଗୌଡ଼ଙ୍କୁ ମୁମ୍ବାଇରେ ବିବାହ କରିଥିଲେ ମଧ୍ୟ ଆଉ ଧରାଛୁଆଁ ଦେଉନଥିବାରୁ ସାମାଜିକ କର୍ମୀଙ୍କ ସହାୟତାରେ ଗାଁକୁ ଆସି ଧାରଣାରେ ବସିଛନ୍ତି। 

ବ୍ରହ୍ମପୁର(କେନ୍ୟୁଜ୍):ଦିଗପହଣ୍ଡି ଥାନା ଘୋଡାପଲାଣ ଗାଁରେ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଲା ଆସାମରୁ ଆସିଥିବା ପ୍ରେମିକା।  ବିବାହ କରିଥିବା ନେଇ ଦାବୀ ଜଣାଇ ଈଗିନେସ ବାଘୱାର ନାମକ ମହିଳା ସଦାନନ୍ଦ ଗୌଡ଼ଙ୍କୁ ମୁମ୍ବାଇରେ ବିବାହ କରିଥିଲେ ମଧ୍ୟ ଆଉ ଧରାଛୁଆଁ ଦେଉନଥିବାରୁ ସାମାଜିକ କର୍ମୀଙ୍କ ସହାୟତାରେ ଗାଁକୁ ଆସି ଧାରଣାରେ ବସିଛନ୍ତି।

ସଦାନନ୍ଦ ମୁମ୍ବାଇରେ କାମ କରୁଥିବା ବେଳେ ଆସାମ ଝିଅ ସହିତ ମୋବାଇଲରୁ ପ୍ରେମ ସମ୍ପର୍କ ପରେ ବିବାହ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.