ଆପଣଙ୍କ ପାଖରେ ଏବେ ବି ଅଛି କି ୨୦୦୦ ଟଙ୍କିଆ ନୋଟ୍? ଚିନ୍ତା କରନ୍ତୁନି; RBI ଜାରି କଲା ନୂଆ ଅପ୍ଡେଟ୍
କ’ଣ ଆପଣଙ୍କ ପାଖରେ ଏବେ ବି ଅଛି କି ୨୦୦୦ ଟଙ୍କିଆ ନୋଟ୍, ଯାହାକୁ ଆପଣ ବ୍ୟାଙ୍କ କିମ୍ବା ଆରବିଆଇ କାର୍ଯ୍ୟାଳୟ ଯାଇ ବଦଳାଇ ପାରିନାହାନ୍ତି? ଯଦି ଆରବିଆଇର ଆଞ୍ଚଳିକ କାର୍ଯ୍ୟାଳୟ ଆପଣଙ୍କଠାରୁ ବହୁତ ଦୂରରେ ଅଛି, ତା’ ହେଲେ ଚିନ୍ତା କରନ୍ତୁ ନାହିଁ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ…