ଆପଣଙ୍କ ଆଧାର କାର୍ଡ ଅନ୍ୟ କେହି ବ୍ୟବହାର କରୁଛନ୍ତି କି? ଯାଞ୍ଚ କରିବାପାଇଁ ଆପଣାନ୍ତୁ ଏହି ଟିପ୍ସ
ବର୍ତ୍ତମାନ ସମୟରେ ଆଧାର କାର୍ଡ ଭାରତୀୟଙ୍କ ପାଇଁ ଏକ ପ୍ରାଇମେରୀ ଆଇଡେଣ୍ଟିଫିକେସନ୍ ଡକ୍ୟୁମେଣ୍ଟ ହିସାବରେ କାର୍ଯ୍ୟ କରୁଛି। ସରକାରୀ ସେବା, ବ୍ୟାଙ୍କିଙ୍ଗ ସୁବିଧା ଏବଂ ଟେଲିକମ୍ କନେକ୍ସନ୍ ପାଇଁ ଏହା ୧୨-ଡିଜିଟର ୟୁନିକ୍ ID ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ ହୋଇଛି । ଏହା ଏପରି ଏକ ଡକ୍ୟୁମେଣ୍ଟ…