Browsing Tag

accident death

ଟ୍ରକ ଧକ୍କାରେ ଯୁବକ ମୃତ, ରାସ୍ତା ଉପରେ ଶବ ରଖି ଗାଁ ଲୋକଙ୍କ ରାସ୍ତାରୋକ

ପଦ୍ମପୁର : ପଦ୍ମପୁର ଗାଇସିଲାଟ ରାସ୍ତା ଖାଇରପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି । ମୃତ ଯୁବକ ଭେଲୁଆପଦର ଗ୍ରାମର କୈଳାଶ ସାହୁ (୨୬) ବୋଲି ଜଣାପଡ଼ିଛି । ତେବେ ଘର ସଂପର୍କୀୟ ଓ ଗାଁ ଲୋକେ ରାସ୍ତା ଉପରେ ଶବ ରଖି ଟ୍ରକ ଡ୍ରାଇଭରଙ୍କ…

ଗଛରେ ବାଡେଇ ହୋଇ ଓଲଟିଲା ବୋଲେରୋ, ଗାଡି ଚାଳକ ମୃତ

ବଣେଇ : ବଣେଇ ଉପଖଣ୍ଡର ଜକେଇକଳା ଗାଁ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଓଲଟି ପଡିଛି । ଫଳରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ, ମହୁଲଡିଆ ଗ୍ରାମର ସ୍ବର୍ଗତ ଧୁବେଇ ଚରଣ ସାହୁଙ୍କ ସାନ ପୁଅ ମୁରଲୀ ଧର ସାହୁ…

ସଡ଼କ ଦୁର୍ଘଟଣାରେ ୩ ମୃତ, ୫ ଆହତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ ରାଇଘରରୁ ଛତିଶଗଡ ପଟକୁ ଯାଇଥିଲା ସମୟରେ ଛତିଶଗଡ ବୋରେଇ ଗ୍ରାମରୁ କିଛି ଲୋକ ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ସେମାନଙ୍କ ଜଣେ ସମ୍ପର୍କିୟ ଘରକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ…

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର , ଘଟଣା ସ୍ଥଳରେ ଝିଅ ମୃତ, ବାପା ଗୁରୁତର

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିଧିବଣୀ ଛକରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ଝିଅ ମୃତ , ବାପା ଗୁରୁତର ।  ସୂଚନା ଅନୁଯାୟୀ ନିଧିବଣୀ ଗ୍ରାମର ପ୍ରଦୀପ ବାରିକ ବାଇକରେ ତାଙ୍କ 6 ବର୍ଷର ଝିଅ ସୁପ୍ରିୟାଙ୍କୁ ଟିଉସନରୁ ନେଇ ଘରକୁ ଫେରୁଥିବା ବେଳେ…

ଅଶୁଭ ଶନିବାର, ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇଛି ୮ ଜୀବନ

ଅଶୁଭ ଶନିବାର । ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ନେଇଛି ୮ ଜୀବନ । କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ସାଲେପୁରରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ତିଗିରିଆରେ ବିବାହ ଭୋଜି ଖାଇ ଫେରିବା ବାଟରେ ଦୁର୍ଘଟଣା ନେଇଛି ୪ ସାଙ୍ଗଙ୍କ ଜୀବନ । ତିଗିରିଆ ଥାନା…

ପୁରୀ କୋଣାର୍କ ମେରାଇନ ରାସ୍ତାରେ ଦୁର୍ଘଟଣା, ବୃଦ୍ଧା ମୃତ

ପୁରୀ: ପୁରୀ କୋଣାର୍କ ମେରାଇନ ରାସ୍ତାରେ ଛାତିଥରା ଦୁର୍ଘଟଣା l ଦୁର୍ଘଟଣାରେ ୧୨ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ  ବୃଦ୍ଧାଙ୍କର ମୃତ୍ୟୁ ଘଟିଛି l ପୁରୀ କୋଣାର୍କ ରୋଡ ବାଲିଘାଇ ନିକଟରେ ଦୁଇ କାର ମଧ୍ୟରେ ଦୁର୍ଘଟଣା ଘଟିଛି l ଉଭୟ ଗାଡିରେ ବସିଥିବା ଯାତ୍ରୀମାନେ ଆହତ ହୋଇଛନ୍ତି l…

ବାଇକକୁ ପିଟିଲା ଟ୍ରକ, ଦୁଇ ମୃତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ଉପରବାହାଲ ଛକର 143 ନମ୍ବର ଜାତୀୟପଥ ନିକଟରେ ଟ୍ରକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ବାଇକରେ ଜଣେ ପୁରୁଷ ଓ ଜଣେ ମହିଳା ବଣାଇ  ଅଭିମୁଖେ ଯାଉଥିବା ବେଳେ ସ୍ପଞ୍ଜ କାରଖାନାରୁ ବାହାରୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ…

ସଡକ ଦୁର୍ଘଟଣାରେ ଝିଅ ମୃତ, ବାପା ଏବଂ ପୁଅ ଗୁରୁତର

ଜଳେଶ୍ବର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଝିଅ ମୃତ, ବାପା ଏବଂ ପୁଅ ଗୁରୁତର । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବାଟଗ୍ରାମ ବ୍ରିଜ ନିକଟରେ ସ୍କୁଟି ଏବଂ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଝିଅର ମୃତ୍ଯୁ ହୋଇଥିବା ଜଣାଯାଇଛି । ବାପ ଏବଂ ପୁଅ ଗୁରୁତର ଆହତ…

ବାଇକ,ସ୍କର୍ପିଓ-ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ, ମୁଖ୍ୟମନ୍ତ୍ରୀଙ୍କ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଜୟପୁର : ପଛକୁ ପଛ ପିଟିହେଲା ବାଇକ-ସ୍କର୍ପିଓ- ଅଟୋ। ମର୍ମନ୍ତୁଦ ଦୁର୍ଘଟଣାରେ ଗଲା ୩ ଜଣଙ୍କ ଜୀବନ। କୋରାପୁଟ ଜିଲ୍ଲା ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା। ୨୬ ନମ୍ବର ଜାତୀୟ ରାଜପଥ ବୋରିଗୁମ୍ମା ବିଜାପୁର ଢ଼ାବା ନିକଟରେ ସିରିଜ ଦୁର୍ଘଟଣା । ବାଇକ, ସ୍କର୍ପିଓ ଏବଂ ଅଟୋ ପଛକୁ ପଛ ପିଟି ହେବାରୁ…

ବାଇକ୍ ଷ୍ଟଣ୍ଟ ହେଲା କାଳ, ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ଚୌଦ୍ୱାର  : ବାଇକ୍ ଷ୍ଟଣ୍ଟ ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । କଟକ ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ଦୁଇ ଛାତ୍ର ବାଇକରୁ ପଡ଼ି ଜୀବନ ହାରିଛନ୍ତି। ମାହାଙ୍ଗା ଥାନା ଅଞ୍ଚଳର ଦୁଇ ଛାତ୍ର ନିହାର ଚନ୍ଦ୍ର ପ୍ରଧାନ ଓ ସତ୍ୟବ୍ରତ ରାମ ଡ୍ରିମ୍ସ…

ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଆଖିବୁଜିଲେ ଦମ୍ପତି

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଆଖିବୁଜିଲେ ଦମ୍ପତି । ମୃତ ଦମ୍ପତି ହେଲେ ଆୟତପୁର ଗାଁର ବାବୁଲା ପ୍ରଧାନ ଓ ବାଟୁରୀ ପ୍ରଧାନ । ଆଜି ସକାଳେ ଉଭୟ ବାଇକରେ ନିଜ ଗାଁରୁ ବାହାରି ପେଟ୍ରୋଲ ପକାଇବାକୁ…

ସ୍ପିଡରେ ବାଇକ ଚଳାଇବା ହେଲା କାଳ: ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ): ଦ୍ରୁତ ଗତି ମହାବିପତ୍ତି । ସ୍ପିଡରେ ବାଇକ ଚଳାଇବା ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଶାଳପଡା ନୂଆକଲୋନୀର ବିଜୟ ଦଳେଇ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଖାଳିଆମେଣ୍ଟା ଗାଁ ନିକଟରେ ଦୁର୍ଘଟଣା ଘଟିଛି । ଗୋଟିଏ…