Browsing Tag

accident

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୩ ଆହତ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଆହତ ହୋଇଥିବା ଜଣାଯାଇଛି | ଘଟଣା ଘଟିଛି ଜି ଉଦୟଗିରି ଏବଂ ରାଇକିଆ ମୂଖ୍ୟ ରାସ୍ତା ଲିଙ୍ଗାଗଡ ପଞ୍ଚାୟତ ନିଲୁଙ୍ଗିଆ ବୁଲାଣିରେ | ସୂଚନା ଅନୁଯାଇ, ଏକ ହୋଣ୍ଡା ବାଇକ୍ ଜି ଉଦୟଗିରିକୁ ଯାଉଥିବା ବେଳେ ଜି ଉଦୟଗିରି…

ବ୍ରିଜ ଉପରୁ ଖସିଲା ବାଇକ, ଦୁଇ ବାଇକ ଆରୋହୀ ମୃତ

ବ୍ରିଜ ଉପରୁ ଖସିଲା ବାଇକ। ଦୁର୍ଘଟଣାରେ ପ୍ରାଣ ହରାଇଲେ ଦୁଇ ବାଇକ ଆରୋହୀ।  ଭାରସାମ୍ୟ ହରାଇ ପଢେଲ ବ୍ରିଜରୁ ତଳକୁ ଖସିପଡ଼ିଲା ବାଇକ। ଖବର ପାଇ ପାଟଣାଗଡ଼ ଦମକଳ ବାହିନୀ ଉଦ୍ଧାର କରିବାକୁ ପହଞ୍ଚିଥିଲା। ବ୍ରିଜ ତଳୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖାଇକୁ ଖସିଲା ଜିପ୍‌, ୬ ମୃତ

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଶିମଲାର ସୁନ୍ନୀ ଅଞ୍ଚଳରେ ଏକ ଜିପ୍‌ ଖାଇକୁ ଖସିପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଜିପ୍‌ଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସି ପଡିଥିଲା । ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି…

ପିକ୍‌ନିକ୍‌ ଯିବା ବେଳେ ଅଘଟଣ: ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୫ ଗୁରୁତର

ଟିଟିଲାଗଡ଼ (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟିଟିଲାଗଡ଼ ନିକଟସ୍ଥ କତରକେଲା ରେଲ ଫାଟକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ। ଭୋଜି କାରିବାକୁ ଯାଉଥିବା ଏକ ପିକଅପ ଭ୍ୟାନ ଓଲଟି ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।  …

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲକପୁର ଠାରେ ବସ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଦୁଇଜଣ ଜୁନାଗଡ଼ ରୁ ନିଜ ଗାଁ କୁ ଯାଇଥିବା ବେଳେ କଲମପୁର ରୁ କଟକ ,ଚଣ୍ଡିଖୋଲ ଅଭିମୁଖେ ଯାଇଥିବା ଲକି ନାମକ ଏକ ଘରୋଇ ବସ କଲମପୁର ପଟୁ…

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ୧୦ରୁ ଅଧିକ ଆହତ

ଯାଜପୁର(କେନ୍ୟୁଜ): ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ୧୦ରୁ ଅଧିକ ଆହତ । ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ବଡଚଣା ନିକଟରେ ଦୁର୍ଘଟଣା ଘଟିଛି। ବସଟି ବାଲେଶ୍ବରରୁ କଟକ ଅଭିମୁଖେ ଯାଉଥିଲା । ବଡଚଣା ନିକଟରେ ଏକ ଗହମ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଆହତଙ୍କୁ ବଡଚଣା…

ନୈନିତାଲ ବୁଲିବା ଖୁସି ଅଧାରେ ରହିଲା, ଖାଇକୁ ଖସିଲା ଟେମ୍ପୋ, ୨ ଯୁବତୀ ମୃତ

ଉତ୍ତରାଖଣ୍ଡରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ଉତ୍ତରାଖଣ୍ଡ ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୋଏଡାରୁ ନୈନିତାଲ ବୁଲିବାକୁ ଆସିଥିବା ଏଚସିଏଲ କମ୍ପାନୀର କର୍ମଚାରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏମାନେ ଯାଉଥିବା ଗାଡିଟି ନୈନିତାଲର କାଲାଡୁଙ୍ଗୀରୁ ଫେରୁଥିବା ବେଳେ…

ବାଇକକୁ ପିଟିଲା ଟ୍ରକ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ

ବାଇକକୁ ପିଟିଲା ଟ୍ରକ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତି ମୃତ। ନୂଆପଡା ଜିଲ୍ଲା କୋମନା ଥାନା ମାନିଗୁଡ଼ି ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଅପରାହ୍ନରେ ମୋଟରସାଇକେଲରେ ଏକ ଦମ୍ପତି କୋମନା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ବାମୀଙ୍କ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଏବଂ ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୩ ମୃତ

ମୁଜାଫରପୁରରେ ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ଟ୍ରକ ଏବଂ ଟ୍ରାକ୍ଟର ଟ୍ରଲି ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣା ମୀରାପୁର ଥାନା କୈଥୋଡା ଗାଁ…

ଦୁର୍ଘଟଣାଜନିତ ମୃତ୍ୟୁ; ଶୂନ୍ୟ ସପ୍ତାହରେ ପୁଣି ଗଲା ଜୀବନ, ସଚେତନ ଓ ବ୍ୟବସ୍ଥିତ ହେବା ନିହାତି ଜରୁରୀ

ଭୁବନେଶ୍ୱର (କେନ୍ୟୁଜ): ଜମିଥିଲା ଗହଳି । ରାସ୍ତାଘାଟରେ ଯିଏ ବି ଯାଉଛି ଟିକେ ଅଟକି ଯାଉଥିଲା । କଣ ହୋଇଛି ଜାଣିଲା ବେଳକୁ ଦେଖିବାକୁ ମିଳିଲା ଭାଙ୍ଗିରୁଜି ଚୁରମାର୍ ହୋଇଥିବା ଏକ କାର୍ । ଏହି କାର୍ ଟିକୁ ଯିଏ ଦେଖିବ ଦୁର୍ଘଟଣା ଯେ କେତେ ଭୟଙ୍କର ତାହା ଅନୁମାନ କରିପାରିବ ।…

ଅପେରା ପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ, ୪  ଆହତ

ବାଂଶପାଳ :  କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାଯାଇଛି । ସେମାନେ ହେଲେ ଝୁଣ୍ଟୁ ମୁଦୁଲି, ପଶ୍ଚିମବଙ୍ଗ,ଦୁର୍ଜନ ମାଝି, ପୁରି,କାହ୍ନା ପାତ୍ର ବାଲେଶ୍ବର, ବାଦଲ ମାଝି…

ବାଇକକୁ ଧକ୍କା ଦେଲା ହାଇୱା, ବଡ଼ବାପା ଓ ଝିଆରି ମୃତ

ବାଇକକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ପ୍ରାଣ ହରାଇଲେ ବଡ଼ବାପା ଓ ଝିଆରି। ନୂଆପଡ଼ା ଜିଲ୍ଲା ଲଖନା ଥାନା ମେଣ୍ଢାଟାଲ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଠାକୁରପାଲି ଗାଁର ରାଜେଶ ଶବର ଓ ତାଙ୍କ ୩ ବର୍ଷର ଝିଆରି ମନୀଷା ଶବର ବାଇକରେ ଯାଉଥିବା ବେଳେ ଧକ୍କା ଦେଇଥିଲା ହାଇୱା। ୨ ବାଇକ ଆରୋହୀ…