Browsing Tag

AI

ଟ୍ରେନର ସୁରକ୍ଷାକୁ ବଢ଼ାଇବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ, ଡ୍ରାଇଭର ଶୋଇଲେ ଲାଗିବ ଏମର୍ଜେନ୍ସି ବ୍ରେକ

ରେଳବାଇ ଖୁବ୍ ଶୀଘ୍ର ଏକ ଡିଭାଇସ ଆଣିବାକୁ ଯାଉଛି, ଯାହା ଟ୍ରେନର ସୁରକ୍ଷାକୁ ଆହୁରି ବଢ଼ାଇବ । ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ ଏପରି ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ଡିଭାଇସ୍‌ ପ୍ରସ୍ତୁତ କରୁଛି, ଯାହା ଡ୍ରାଇଭର ଶୋଇବା ସମୟରେ ସ୍ୱୟଂଚାଳିତ ଭାବେ ଏମର୍ଜେନ୍ସି ବ୍ରେକ୍ ଲଗାଇବ ।…

AI- ଜେନେରେଟେଡ ଫଟୋ ପାଇଁ ଗୁଗଲ ଆଣିଲା ଓ୍ଵାଟରମାର୍କ ଫିଚର, ଭୁଲ ସୂଚନାକୁ ରୋକିବା ହେଲା ସହଜ

କୌଣସି AI- ଜେନେରେଟେଡ ଫଟୋଗୁଡିକୁ ନେଇ କୌଣସି ପ୍ରକାର ଭୁଲ ସୂଚନା ସେୟାର ନହେବା ପାଇଁ ଗୁଗଲ AI- ଜେନେରେଟେଡ ଫଟୋଗୁଡିକ ପାଇଁ ୱାଟରମାର୍କ ଟେକ୍ନୋଲୋଜି SynthID ଆଣିଛି । କମ୍ପ୍ୟୁଟର ଦ୍ୱାରା ତିଆରି ଫଟୋଗୁଡ଼ିକର ପ୍ରକୃତ ପରିଚୟକୁ ଭଲ ଭାବରେ ଚିହ୍ନଟ କରିବା ପାଇଁ ଗୁଗଲ ଅଗଷ୍ଟ ୨୯ରେ ଏକ…

କେରଳରେ ଖୋଲିଲା ଭାରତର ପ୍ରଥମ AI ସ୍କୁଲ, ଜାଣନ୍ତୁ ଅନ୍ୟ ସ୍କୁଲ ଠାରୁ କିପରି ଭିନ୍ନ

ଭାରତକୁ ନିଜର ପ୍ରଥମ AI ସ୍କୁଲ ମିଳିଛି । କେରଳର ଥିରୁଅନନ୍ତପୁରମ ଠାରେ ଏହି ସ୍କୁଲ ଆରମ୍ଭ ହୋଇଛି । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍କୁଲର ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ସ୍କୁଲର ନାମ ଶାନ୍ତିଗିରି ବିଦ୍ୟାଭବନ । ଏହି ସ୍କୁଲ ଅନ୍ୟ ସ୍କୁଲମାନଙ୍କ…

AIକୁ ନେଇ ଭୁଲ ବ୍ୟବହାର କଲେ ମିଳିବ ଜେଲ ଦଣ୍ଡ, ଜାଣନ୍ତୁ କଣ ରହିଛି ଆଇନ

ପ୍ରଥମେ କମ୍ପ୍ୟୁଟର ଲୋକଙ୍କ ନିକଟରେ ପହଞ୍ଚିଥିଲା ଏବଂ ପରେ ଇଣ୍ଟରନେଟ ସମସ୍ତଙ୍କ ପାଇଁ ଲାଭ ହୋଇଥିଲା । ଏହା ଦ୍ୱାରା ସମସ୍ତ ଛୋଟ ବଡ଼ କାର୍ଯ୍ୟ କରିବା ସମ୍ଭବ ହେଲା । କିନ୍ତୁ ଆମରେିକୀୟ ବୈଜ୍ଞାନିକମାନେ ଯେତେବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆବିଷ୍କାର କଲେ ସେହି ସମୟରେ ଜିନିଷରେ ବହୁତ…

ChatGPTର ପ୍ରତିଦିନର ଖର୍ଚ୍ଚ ୫.୮ କୋଟି, ୨୦୨୪ ସୁଦ୍ଧା ଦେବାଳିଆ ହୋଇପାରେ OpenAI

OpenAIର ChatGPT ନଭେମ୍ବର ୨୦୨୨ରେ ଲଞ୍ଚ ହେବା ପରେ ଏହା ଦ୍ରୁତଗତିରେ ବଢ଼ୁଥିବା ଆପ୍ ଭାବେ ଇତିହାସ ସୃଷ୍ଟି କରିଥିଲା । ନିକଟରେ ଆନାଲିଟିକ୍ସ ଇଣ୍ଡିଆ ମାଗାଜିନର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ କମ୍ପାନୀ ୨୦୨୪ ଶେଷ ସୁଦ୍ଧା ଦେବାଳିଆର ଶିକାର ହୋଇପାରେ । ରିପୋର୍ଟରେ କୁହାଯାଇଛି ଯେ…

ଅନଲାଇନ ଭିଡିଓ କଲରୁ ଆପଣଙ୍କ ସ୍ୱର ଚୋରି କରୁଛନ୍ତି ହ୍ୟାକର୍ସ, AI ଦ୍ୱାରା ହ୍ୟାକ୍‌ କରୁଛନ୍ତି ପାସଓ୍ଵାର୍ଡ

AI ବର୍ତ୍ତମାନ ଏତେ ଅଧିକ ଆଡଭାନ୍ସ ହୋଇଛି ଯେ ଏହା ଆପଣଙ୍କ ଅଡିଓ ମାଧ୍ୟମରେ ଆପଣଙ୍କ ପାସୱାର୍ଡ ଜାଣି ପାରିବ । AI ଟେକ୍ନୋଲୋଜିର ବ୍ୟବହାର କରି ହ୍ୟାକରମାନେ ମୋବାଇଲ୍, ଲ୍ୟାପଟପ୍ ଏବଂ କମ୍ପ୍ୟୁଟରରେ ଗେମ୍ସ ମାଧ୍ୟମରେ କିମ୍ବା କୌଣସି ସୋସିଆଲ ମିଡିଆରୁ ମାଲୱେୟାର ପଠାଇ ଆପଣଙ୍କ ସ୍ୱରକୁ…

ChatGPT ନେଇ ଯାଉଛି ଲୋକଙ୍କ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

କଣ ଲୋକଙ୍କ ଚାକିରି ଚଢ଼ାଇନେବ ChatGPT ? ଏହି ବିବାଦ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲୋକପ୍ରିୟତା ହାସଲ କରିବା ଦିନରୁ ଆରମ୍ଭ ହୋଇଛି । ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବହୁତ ପୂର୍ବରୁ ଆସିଥିଲେ ମଧ୍ୟ ଏହା ଚଳିତ ବର୍ଷ ଆରମ୍ଭରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିଥିଲା । ଏପରିସ୍ଥଳେ…

Chat GPTକୁ ଟକ୍କର ଦେବ Bhashini

ଏବେ Chat-GPT କୁ ମାତ୍‌ ଦେବ Bhasini। ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ଏହି Bhasini ଏଆଇର ଏକ ଭଲ ବିକଳ୍ପ ହେବ ବୋଲି ଆଶା ରହିଛି। ସରକାର ଏମଏସଏମଇ , ଷ୍ଟାର୍ଟଅପ୍‌ ଓ ବ୍ୟକ୍ତିଗତ ଇନୋଭେଟର୍ସଙ୍କୁ ସାର୍ବଜନିକ ଡୋମେନ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଭାଷା ସଂସ୍କରଣରେ ନୂଆ ଦିଗକୁ…

ଆପଣଙ୍କ ସ୍ୱରରେ ଟ୍ରାନ୍ସଲେଟ ହେବ Text, AudioPaLM ମଡେଲ୍ ଉପରୁ ଉଠିଲା ପରଦା

Language ଟେକ୍ନୋଲୋଜିକୁ ନେଇ ଏକ ଖୁସି ଖବର ଆସିଛି । ୟୁଜର୍ସ ବର୍ତ୍ତମାନ Text କୁ ନିଜ ସ୍ୱରରେ ଟ୍ରାନ୍ସଲେଟ କରିପାରିବେ । ନିକଟରେ ଟେକ୍ନୋଲୋଜି କମ୍ପାନୀ ଗୁଗଲ ନିଜ ନୂଆ Language ମଡେଲ AudioPaLM ଉପରୁ ପରଦା ଉଠାଇଛି । ଗୁଗଲର ଅନୁସନ୍ଧାନକାରୀ ମାନଙ୍କ ଦ୍ୱାରା ଡେଭଲପ କରାଯାଇଥିବା…

ମଣିଷ ପୂର୍ବରୁ କେଉଁ ଜିନିଷ ସଂପର୍କରେ ଆସିବେ ଏଲିଅନ୍ସ, ଜାଣନ୍ତୁ କଣ କହିଛନ୍ତି ହାଓ୍ଵର୍ଡ଼ ୟୁନିଭର୍ସିଟି ପ୍ରଫେସର

ମହାକାଶ ଅନେକ ରହସ୍ୟରେ ଭରି ରହିଛି । ମଣିଷ ପାଇଁ ଏଲିଅନ୍ସ ଏବଂ ସେମାନଙ୍କ ଦୁନିଆ ସର୍ବଦା ରହସ୍ୟମୟ ହୋଇରହିଛି । ଅନେକ ସମୟରେ ଏଲିଅନ୍ସକୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଇଛି । ସେହିପରି ବୈଜ୍ଞାନିକମାନେ ମହାକାଶରେ ଜୀବନ ରହିଛି କି ନାହିଁ ତାର ସନ୍ଧାନ କରୁଛନ୍ତି । କିନ୍ତୁ ଆଜି ମଧ୍ୟ…

୫-୧୦ ବର୍ଷ ମଧ୍ୟରେ ମଣିଷଙ୍କୁ ଶେଷ କରିବ ମେସିନ୍‌, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଚାଟ ଜିପିଟି ସୁପରହିଟ ହେବା ପରେ ହିଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ର ସୁବିଧା ଏବଂ ବିପଦକୁ ନେଇ ବିବାଦ ଲାଗି ରହିଛି । ବିଶ୍ୱର ଟେକ୍‌ ଏକ୍ସପର୍ଟ୍ସଙ୍କ ମତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା AI ଆଗାମୀ ୫- ୧୦ ବର୍ଷ ମଧ୍ୟରେ ମାନବ ସମାଜକୁ ଧ୍ୱଂସ କରିବା ଭଳି ଶକ୍ତି ରଖିଛି । ଯଦି AI…

AI ଛଡ଼ାଇ ନେଲା ପାଖାପାଖି ୪,୦୦୦ କର୍ମଚାରୀଙ୍କ ଚାକିରି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

(କେନ୍ୟୁଜ ବ୍ୟୁରୋ): ଗତ କିଛି ମାସ ଧରି ଟେକ୍‌ ଫିଲ୍ଡରେ ଚାକିରିରେ ପରିବର୍ତ୍ତନ ଦେଖାଯାଉଛି । ଏହାର ପ୍ରମୁଖ କାରଣ ହେଉଛି ଚାଟଜିପିଟି ଏବଂ ବାର୍ଡ ଓ୍ଵିଙ୍ଗ ର ଲଞ୍ଚିଙ୍ଗ । ପ୍ରତିଯୋଗିତା ରେ ପରିବର୍ତ୍ତନ ହେଉଛି । ଖବର ଅନୁସାରେ ନଭେମ୍ବର ୨୦୨୨ରେ ଚାଟଜିପିଟି ଲଞ୍ଚ ହେବା ପରେ ଗୁଗଲ ଏବଂ…