Browsing Tag

Air India

ବିମାନରେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା: ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କଲା ଦିଲ୍ଲୀ ପୋଲିସ

ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ତେବେ ଏହି ଘଟଣା ସାର୍ବଜନୀନ ହେବା ପରେ ବ୍ୟକ୍ତି ଜଣକ ଫେରାର ହୋଇଯାଇଥିଲେ । ପୋଲିସ ତାଙ୍କୁ ଧରିବା ପାଇଁ ଲୁକ୍‌ଆଉଟ୍‌ ସର୍କୁଲାର ଜାରି…

ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଏୟାର ଇଣ୍ଡିଆ, ବିମାନ…

ମହିଳା ଯାତ୍ରୀଙ୍କୁ ଉପରେ ମଦ ନିଶାରେ ପରିସ୍ରା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ । ବ୍ୟକ୍ତିଙ୍କୁ ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାରର ବିମାନ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ବୋଲି ଏୟାର ଇଣ୍ଡିଆ କହିଛି । ବ୍ୟକ୍ତି ଜଣକକୁ…

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ, ମହିଳାଙ୍କ ଉପରେ ପରିସ୍ରା କଲେ ମଦ୍ୟପ ବ୍ୟକ୍ତି

ଏୟାର ଇଣ୍ଡିଆ ବିମାନରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏୟାର ଇଣ୍ଡିଆର ବିଜନେସ କ୍ଲାସରେ ଜଣେ ମହିଳା ସହଯାତ୍ରୀଙ୍କ ଉପରେ ନିଶାସକ୍ତ ବ୍ୟକ୍ତି ପରିସ୍ରା କରିଥିଲେ । ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ନିଶାରେ ଚୁର ଥିବା ୭୦ ବର୍ଷୀୟ ବ୍ୟକ୍ତି ଜଣକ ମହିଳାଙ୍କ ଉପରେ ପରିସ୍ରା କରିଥିଲେ ।…

ବିମାନ ଭିତରକୁ ପୋଷା କୁକୁର ମନା, ଦମ୍ପତି ହଟହଟା

ବୋଡିଂ ପାସ୍‌ରେ ରହିଥିଲା ପୋଷା କୁକୁରର ନା’ । କିନ୍ତୁ ବିମାନ ଭିତରକୁ କୁକୁରକୁ ଛାଡ଼ିଲେନି କର୍ମଚାରୀ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବେଙ୍ଗାଲୁରର ଏକ ପରିବାର ଅଭିଯୋଗ କରିଛନ୍ତି ଯେ ନିୟମ ଅନୁସାରେ କୁକୁରର ବୋଡିଂ ପାସ ରହିଥିଲେ ସୁଦ୍ଧା କର୍ମଚାରୀମାନେ ବିମାନରେ…

କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନର ଫାଟିଲା ଟାୟାର, ମୃତ୍ୟୁମୁଖରୁ ବଞ୍ଚିଗଲେ ୧୭୩ ଯାତ୍ରୀ

ନେପାଳର ରାଜଧାନୀ କାଠମାଣ୍ଡୁରୁ ଦିଲ୍ଲୀ ଯାତ୍ରା କରୁଥିବା ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନର ଟାୟାର ଉଡ଼ାଣ ପୂର୍ବରୁ ଫାଟିଯାଇଥିଲା। ଏହି ବିମାନରେ ୧୭୩ ଜଣ ଲୋକ ରହିଥିଲେ । ବିମାନଟି କାଠମାଣ୍ଡୁର ତ୍ରିଭୁବନ ବିମାନବନ୍ଦରରୁ ଦିଲ୍ଲୀ ପାଇଁ ଉଡାଣ ଭରିବାର ଥିଲା। ହେଲେ ଉଡାଣ…

ଏୟାର ଇଣ୍ଡିଆ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କ ପାଇଁ ଯାତ୍ରା କଲା ମହଙ୍ଗା, ଆଉ ମିଳିବନି ୫୦ ପ୍ରତିଶତ ରିହାତି

ସିନିୟର ସିଟିଜେନ ଏବଂ ଛାତ୍ରଙ୍କ ପାଇଁ ଯାତ୍ରା ହେବ ମହଙ୍ଗା। ଏୟାର ଇଣ୍ଡିଆ ପକ୍ଷରୁ ମିଳୁଥିବା ରିହାତି ଏବେ ଆଉ ମିଳିବନି। ଟାଟା ଗ୍ରୁପର ଆଭିଏସନ କମ୍ପାନୀ ଏୟାର ଇଣ୍ଡିଆ ଇକୋନମୀ ଶ୍ରେଣୀ ବରିଷ୍ଠ ନାଗରିକ ଏବଂ ଛାତ୍ରଙ୍କୁ ଦେଉଥିବା ରିହାତିକୁ ଅଧା କରିଦେଇଛି । କମ୍ପାନୀର ୱେବସାଇଟ୍‌…

ଏୟାର ଇଣ୍ଡିଆ ପୁଣି କର୍ମଚାରୀଙ୍କୁ ଦେବ ପୂର୍ବ ଦରମା, କୋଭିଡ ସ୍ଥିତି ଠିକ ହେବା ପରେ ଏମିତି ଘୋଷଣା କଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ : କୋଭିଡ ପରିସ୍ଥିତି ସମୟରେ ଏୟାର ଇଣ୍ଡିଆ କର୍ମଚାରୀଙ୍କ କମାଯାଇଥିବା ଦରମା ପୁଣି ଥରେ ବଢ଼ିବ ବୋଲି ଘୋଷଣା କରିଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ । ଅର୍ଥାତ୍‌  ଏୟାର ଇଣ୍ଡିଆ ପୁଣି କର୍ମଚାରୀଙ୍କୁ ଦେବ ପୂର୍ବ ଦରମା । କରୋନାର ଅଭାବନୀୟ ପରିସ୍ଥିତିରେ ବିମାନ କର୍ତ୍ତୃପକ୍ଷ ସବୁ…

ଟାଟା ସନ୍ସ ଚେୟାରମ୍ୟାନ ଏନ୍‌ ଚନ୍ଦ୍ରଶେଖରନ୍‌ ସମ୍ଭାଳିବେ ଏୟାର ଇଣ୍ଡିଆର କମାଣ୍ଡ

ଟାଟା ସନ୍ସର ଚେୟାରମ୍ୟାନ ଏନ୍‌ ଚନ୍ଦ୍ରଶେଖରନ୍‌ଙ୍କୁ ଏୟାର ଇଣ୍ଡିଆର ଚେୟାରମ୍ୟାନ କରାଯାଇଛି। ଟାଟା ଗ୍ରୁପ୍‌ ପୂର୍ବରୁ ତୁର୍କୀର ଇଲ୍‌କର ଆୟସୀଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ରୂପେ ଘୋଷିତ କରିଥିଲା। କିନ୍ତୁ ଭାରତରେ ବିରୋଧ ପରେ ଇଲ୍‌କର ଆୟସୀ ପଦ ସମ୍ଭାଳବାକୁ ମନା କରି…