Browsing Tag

air pollution

ପ୍ରଦୂଷଣ ଆଇନ ଉଲଙ୍ଘନ, ବେଆଇନ ଭାବେ ଚାଲିଛି ନାଲି ଇଟା ଭାଟି

ବାଲେଶ୍ବର: ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବାଲେଶ୍ବରରେ କଟକଣା ଲାଗିଛି । କିନ୍ତୁ ଆଇନକୁ ଉଲଙ୍ଘନ କରି ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରେ ଚାଲିଛି ବେଆଇନ ନାଲି ଇଟା ଭାଟି । ଆଇନକୁ ଖୋଲାଖୋଲି ଉଲଙ୍ଘନ କରି ଇଟା ଭାଟି ପ୍ରଦୂଷଣ ବଢାଉଛି ।  ଇଟା ଭାଟିରୁ ନିର୍ଗତ ଧୁଆଁ ଧୂଳିରେ ଅତିଷ୍ଠ…

ବାୟୁ ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା, ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ପ୍ରଦୂଷଣ ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ କନଷ୍ଟ୍ରକସନ ବନ୍ଦ । ବାହାରେ ଆବର୍ଜନା କିମ୍ବା ଢ଼ାବାରେ କୋଇଲା ଜାଳିବା ଉପରେ ମଧ୍ୟ କଟକଣା । ରାତିରେ ଭାରି ଯାନ ଚଳାଚଳ ଉପରେ ବି ଲାଗିଲା କଟକଣା ଲାଗିଛି  । NH ଉପରେ ଦିନକୁ ୩ଥର…

ବାଲେଶ୍ବରରେ ଲାଗିଲା ବାୟୁ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ ରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ

ବାଲେଶ୍ବର : ବାଲେଶ୍ବରରେ ଲାଗିଲା ବାୟୁ ପ୍ରଦୂଷଣ କଟକଣା ।  ବାଲେଶ୍ବର ପୌରପାଳିକା ଓ ଅନ୍ୟ ଏନଏନସି ପାଇଁ କଟକଣା ଜାରି କଲେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ବାୟୂପ୍ରଦୂଷଣ ମାତ୍ରା ଅତ୍ୟଧିକ ବୃଦ୍ଧି ପାଇବା ପରେ କଟକଣା ଜାରି କରିଛି ବାଲେଶ୍ବର ଜିଲ୍ଲା ପ୍ରଶାସନ ।  ସନ୍ଧ୍ୟା ୬ ରୁ…

ଦେଶର ୪ ପ୍ରମୁଖ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ ସହର, ଦେଶର ସବୁଠାରୁ ପ୍ରଦୂଷିତ ସହର ତାଳଚେର

ଅନୁଗୁଳ : ଦିଲ୍ଲୀର ବାୟୂପ୍ରଦୂଷଣକୁ ଟପିଲା ତାଳଚେର ।  ୩୩୨AQI ସହ ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ତାଳଚେର ।  ଉଦବେଗଜନକ ସ୍ଥିତିରେ ତାଳଚେର ବାୟୂପ୍ରଦୂଷଣ ପହଞ୍ଚିବା ପରେ କଟକଣା ଜାରି କଲା ଅନୁଗୁଳ ଜିଲ୍ଲା ପ୍ରଶାସନ । ତାଳଚେର ପୌରପାଳିକା ପାଇଁ କଡ଼ା ଗାଇଡଲାଇନ ଜାରି । …

ଘନ କୁହୁଡି ଏବଂ ଭିଜିବିଲିଟି କମ୍ ଯୋଗୁଁ ବିମାନ ଏବଂ ଟ୍ରେନ ବିଳମ୍ବ, ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଥମିବାର ନାଁ ଧରୁନି । ପ୍ରଦୂଷଣ ଯୋଗୁଁ ଭିଜିବିଲିଟି କମ୍ ରହିଛି । ଏଥିପାଇଁ ରେଳ ଏବଂ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ରବିବାର ଖରାପ ଭିଜିବିଲିଟି ଯୋଗୁଁ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ୧୫୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି ।…

ଶୁଦ୍ଧ ବାୟୁ ନ ଦେଇପାରିଲେ ନାହିଁ ପ୍ୟୁରିଫାୟର ଉପରୁ ଜିଏସଟ ରିହାତି ଦିଅନ୍ତୁ, ଦିଲ୍ଲୀ ପ୍ରଦୂଷଣକୁ ନେଇ କହିଲେ…

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ବିନାଶକାରୀ ସ୍ତରରେ ପହଞ୍ଚିଛି । ଦିନକୁ ଦିନ ଏକ୍ୟୁଆଇ ବଢୁଥିବା ବେଳେ କମିବାର ନାଁ ଧରୁନି । ଏବେ ଏଥିରୁ ବଞ୍ଚିବା ପାଇଁ ଗୋଟିଏ ମାତ୍ର ଉପାୟ, ଆଉ ତାହା ହେଉଛି ଏୟାର ପ୍ୟୁରିଫାୟର । ସରକାରଙ୍କ ଦ୍ବାରା କରାଯାଇଥିବା ସମସ୍ତ ଚେଷ୍ଟା ବିଫଳ ହୋଇଛି । ଆଉ ଏୟାର…

ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବ ନାହିଁ ତେଲ, ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖିଲା ବାଣିଜ୍ୟ ଓ…

କଟକ/ଭୁବନେଶ୍ୱର : ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ତେଲ ମିଳିବ ନାହିଁ ତେଲ ।  ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଲା ରାଜ୍ୟ ପରିବହନ ପ୍ରାଧିକରଣ ।  ଏ ସମ୍ପର୍କରେ  ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି ଲେଖିଲା ବାଣିଜ୍ୟ ଓ ପରିବହନ ବିଭାଗ ।  ମୋଟର ଯାନ…

ଦିଲ୍ଲୀ-NCRରେ ବଢୁଛି ବାୟୁ ପ୍ରଦୂଷଣ, ଲାଗୁ ହେଲା ଗ୍ରାପ୍-୪ କଟକଣା

ନୂଆଦିଲ୍ଲୀ : ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣ ପାଇଁ ଖରାପ ସ୍ଥିତି । ପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଯୋଗୁଁ ଦିଲ୍ଲୀର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଯାହା ଦ୍ବାରା ଦିନକୁ ଦିନ ଦିଲ୍ଲୀ ପ୍ରଦୂଷଣ ବଢିବାରେ ଲାଗିଛି । ଆଜି ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୬୪ ରେ ପହଞ୍ଚିଛି…

ଦୀପାବଳିରେ ବିଷାକ୍ତ ହୋଇଛି ଦିଲ୍ଲୀର ବାୟୁ, ଯମୁନା ନଦୀରେ ବଢ଼ୁଛି ପ୍ରଦୂଷଣର ମାତ୍ରା

ବିଷାକ୍ତ ହୋଇଯାଇଛି ଦିଲ୍ଲୀର ବାୟୁ । ଆଜି ରାଜଧାନୀରେ ଅତ୍ୟନ୍ତ ଖରାପ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଛି । ସକାଳେ ବାୟୁର AQI ୪୦୦ ଅତିକ୍ରମ କରିଛି । ଅର୍ଥାତ ଏବେ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଯାଇଛି ଦିଲ୍ଲୀର ବାୟୁ । ଅନ୍ୟପଟେ ଯମୁନା ନଦୀରେ ବିଷାକ୍ତ ଫେଣର ଏକ ସ୍ତର ପରିସ୍ଥିତିକୁ…

ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ପ୍ରଦୂଷଣ ସାଜିଛି କାଳ, କମିଯାଉଛି ଆୟୁଷ ୮.୨ ବର୍ଷ

ନୂଆଦିଲ୍ଲୀ : ଦିଲ୍ଲୀ ବାସିନ୍ଦାମାନେ ସହରରେ ଅତି ଉଚ୍ଚ ୨.୫ ପିଏମ୍ ସ୍ତର ଯୋଗୁଁ ସେମାନଙ୍କ ଜୀବନକାଳର ୮.୨ ବର୍ଷ ହରାଇ ଦେଉଛନ୍ତି । ଏକ ରିପୋର୍ଟରେ ଅନୁସାରେ, ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ଏଠାରେ ପିଏମ୍ ସ୍ତର ୨.୫ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମାନକ ଅପେକ୍ଷା ୨୦ ଗୁଣ…

ସୁପ୍ରିମକୋର୍ଟ ଦେଶର ସର୍ବାଧିକ ପ୍ରଦୂଷିତ ସହରଗୁଡ଼ିକର ମାଗିଲେ ତାଲିକା, କହିଲେ, ପ୍ରଦୂଷଣ ଏକ ଦେଶବ୍ୟାପୀ ସମସ୍ୟା

ଦିଲ୍ଲୀ-ଏନସିଆର୍ ପ୍ରଦୂଷଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ବିଷୟରେ ତଥ୍ୟ ଲୋଡ଼ିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ସମସ୍ୟାର ମୁକାବିଲା ପାଇଁ ଅନ୍ୟାନ୍ୟ ସହରରେ ମଧ୍ୟ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ । ଜଷ୍ଟିସ୍ ଅଭୟ ଏସ୍ ଓକା ଓ…

ବିଷ ବଳୟରେ ଅନୁଗୁଳ ଜିଲ୍ଲା, ବାୟୁ ପ୍ରଦୂଷଣ ଅତି ସାଂଘାତିକ ରୂପ ନେଇଛି

ଅନୁଗୁଳ: ବିଷ ବଳୟରେ ଅନୁଗୁଳ ଜିଲ୍ଲା । ଏଠି ପ୍ରଦୂଷଣ ଅତି ସାଂଘାତିକ ରୂପ ନେଇଛି । ତାଳଚେରରେ ବି ଉତ୍କଟ ସ୍ଥିତି । ଏଠାରେ ବାୟୁ ପ୍ରଦୂଷଣ ମାତ୍ରା ହୁ ହୁ ବଢିବାରେ ଲାଗିଛି । ଦିନକୁ ଦିନ ଖରାପ ହେବାରେ ଲାଗିଛି ସ୍ଥିତି । ଗତକାଲି ଅନୁଗୁଳର ଏୟାର୍ କ୍ଵାଲିଟି ଇଣ୍ଡେକ୍ସ ବା ବାୟୁର ମାନ…