Browsing Tag

air show

ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ବାୟୁସେନା କରିବ ଏୟାର ଶୋ’, ୧୦ ମିନିଟ୍‌ ଧରି ଆକାଶରେ ଦେଖାଇବ ଜଲଓ୍ଵା

କ୍ରିକେଟ୍ ବିଶ୍ୱକପ୍ ପାଇଁ ରବିବାର ମହାମୁକାବିଲା। ଏହି ସମୟରେ ପ୍ରଦର୍ଶିତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’। ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ଏୟାର ଶୋ’ କରିବେ।…

ଏରୋ ଇଣ୍ଡିଆ ଶୋ ୨୦୨୩କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ‘ଏହା କେବଳ ଏୟାର ଶୋ ନୁହେଁ ବରଂ ଭାରତର ସାମର୍ଥ୍ୟ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟେଲାହାନକାର ବାୟୁସେନା ଷ୍ଟେସନରେ ‘ଏରୋ ଇଣ୍ଡିଆ ୨୦୨୩’ ର ୧୪ ତମ ସଂସ୍କରଣର ଉଦ୍‌ଘାଟନ କରିଛନ୍ତି। ଏସିଆର ସବୁଠୁ ବଡ ଏରୋ ଶୋ ଡିଜାଇନ ନେତୃତ୍ୱରେ ଦେଶର ପ୍ରଗତି, ରକ୍ଷା ଅନ୍ତରୀକ୍ଷ ଏବଂ ଭବିଷ୍ୟର ପ୍ରୋଦ୍ୟୋଗିକକୁ ପ୍ରଦର୍ଶିତ କରିବ । ଏହାକୁ ନେଇ…

ଏୟାର ସୋ ବେଳେ ଅଘଟଣ: ଆକାଶରେ ପିଟି ହେଲା ଦୁଇଟି ଏୟାରକ୍ରାଫ୍ଟ, ୬ ଜଣ କ୍ରିଉ ମେମ୍ବର ମୃତ

ଟେକ୍ସାସ: ଆକାଶରେ ପିଟି ଦେଲା ଦୁଇଟି ଏୟାରକ୍ରାଫ୍ଟ । ଏୟାର ସୋ ବେଳେ ଧକ୍କା । ମୁହାଁମୁହିଁ ଦୁର୍ଘଟଣା । ଭୟାନକ ଥିଲା ସେହି ସମୟର ଦୃଶ୍ୟ । ଖୁବ୍ ଜୋରରେ ଦୁର୍ଘଟଣାଗ୍ରସ୍ତ ହେଲା ଦୁଇଟି ଏୟାରକ୍ରାଫ୍ଟ । ଆମେରିକା ଟେକ୍ସାସର ଡାଲାସ୍‌ ଏକଜିକ୍ୟୁଟିଭ୍‌ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି…

ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ସୋ’, ଆକାଶରେ ଗର୍ଜିଲା ଲଢୁଆ ହକ୍‌ ବିମାନ

ପୁରୀ(କେନ୍ୟୁଜ୍): ପୁରୀରେ ବାୟୁସେନା ସୂର୍ଯ୍ୟକିରଣ ଟିମ୍‌ର ଏୟାର ସୋ’। ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ସୋ’। ବ୍ଲୁ ଫ୍ଲାଗ୍‌ ବିଚ୍‌ରେ କଳାକୌଶଳ ଦେଖାଇଲେ ବାୟୁସେନାର ଫାଇଟର ଜେଟ୍‌। ଆକାଶରେ ଗର୍ଜିଲା ଲଢୁଆ ହକ୍‌ ବିମାନ। ୯ଟି ହକ୍‌ ବିମାନ ଦେଖାଇଲେ କଳାକୌଶଳ। ମାଟି ଠାରୁ ୫୦୦ରୁ ହଜାର…

ପୁରୀରେ ବି ସକାଳୁ ସକାଳୁ ଲଗାଣ ବର୍ଷା, ଆଜି ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’ନେଇ ଆଶଙ୍କା

ପୁରୀ(କେନ୍ୟୁଜ): ପୁରୀରେ ବି ସକାଳୁ ସକାଳୁ ଲଗାଣ ବର୍ଷା। ଫଳରେ ଆଜି ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ'ନେଇ ଆଶଙ୍କା ଦେଖାଦେଇଛି। ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ ଥିବା ଏହି ଏୟାର ଶୋ ଦେଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଜିଲ୍ଲା…

ଭୁବନେଶ୍ୱର ପରେ ଆସନ୍ତାକାଲି ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’, ଆଜି ଫୁଲ ଡ୍ରେସ ରିହରସାଲ

ପୁରୀ(କେନ୍ୟୁଜ୍):ଭୁବନେଶ୍ୱର ପରେ ଆସନ୍ତାକାଲି ପୁରୀରେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ'। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଜି ଫୁଲ ଡ୍ରେସ ରିହରସାଲ । ସକାଳ ୧୦ଟା ୨୦ରୁ ୧୧ଟା ଯାଏଁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଫୁଲ ଡ୍ରେସ ରିହରସାଲ ଦେଖିପାରିବେ ଲୋକେ । ୧୮ ତାରିଖରେ ପୁରୀ…

ରାଜଧାନୀ ଆକାଶରେ ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ଶୋ’, ଏକା ସାଙ୍ଗରେ ଉଡିଲା ୯ଟି ହକ୍‌ ବିମାନ

ଭୁବନେଶ୍ୱର(କେନ୍ୟୁଜ): ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ଶୋ’। ରାଜଧାନୀ ଆକାଶରେ ଦେଖିବାକୁ ମିଳିଲା ଏୟାର ଶୋ। ଆକର୍ଷଣୀୟ କଳା କୌଶଳ ଦେଖାଇଲେ ବାୟୁ ସେନା। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଏକା ସାଙ୍ଗରେ ଉଡିଲା ୯ଟି ହକ୍‌ ବିମାନ। ରାଜଧାନୀ ଆକାଶରେ ବାୟୁବୀରଙ୍କ…

ଆଜି ସୂର୍ଯ୍ୟକିରଣ ଏୟାର ଶୋ, ଭୂମିରୁ ୫୦୦ ହଜାର ଫୁଟ ଉପରେ ଆକାଶରେ ଗର୍ଜନ କରିବ ଲଢ଼ୁଆ ହକ୍ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଆଜି ସୂର୍ଯ୍ୟକିରଣ ଏୟାର ଶୋ। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଆଜି ଦିନ ୧୦ରୁ ୧୧ଟା ମଧ୍ୟରେ ହେବ ସୂର୍ଯ୍ୟକିରଣ ଶୋ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ବହୁ ବିଶିଷ୍ଟ…

କଳାକୌଶଳ ଦେଖାଇଲେ ବାୟୁସେନାର ଫାଇଟର ଜେଟ୍‌, ଫୁଲ ଡ୍ରେସ ରିହରସଲ କଲେ ସୂର୍ଯ୍ୟକିରଣ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରଥମ ଏୟାର ସୋ' ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ' ହେବ । ତାପୂର୍ବରୁ ଆଜି ଦିନ ୧୦ଟା ବେଳେ ଫୁଲ ଡ୍ରେସ ରିହରସିଲ କରିଛି ସୂର୍ଯ୍ୟକିରଣ ଟିମ । କଳାକୌଶଳ ଦେଖାଇଛନ୍ତି ବାୟୁସେନାର ଫାଇଟର…

ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ପାଇଁ ପ୍ରସ୍ତୁତି ଜୋରଦାର, କଳାକୌଶଳ ଦେଖାଇବେ…

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରଥମ ଏୟାର ସୋ' ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ' ହେବ । କଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍‌ । ତାପୂର୍ବରୁ ଆଜି ଦିନ ୧୦ଟା ବେଳେ ଫୁଲ ଡ୍ରେସ ରିହରସିଲ କରିବ ସୂର୍ଯ୍ୟକିରଣ ଟିମ…

ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ପାଇଁ ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌, ୧୬ରେ ହେବ…

ଭୁବନେଶ୍ୱର(କେନ୍ୟୁଜ୍): ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ'ଲାଗି କାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌ । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍‌। ଆସନ୍ତା ୧୬ରେ ଭୁବନେଶ୍ୱରରେ ଓ ପୁରୀ ରାଜଭବନ ପାଖରେ ଥିବା ବେଳାଭୂମିରେ ଭାରତୀୟ ବାୟୁସେନାର ଏୟାର…