Browsing Tag

airport

ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ, ଦୁଇ ଦିନ ପରେ ଟ୍ରାୟଲ ରନ

 ମାଲକାନଗିରି : ଦୁଇ ଦିନ ପରେ ମାଲକାନଗିରି ଏୟାରପୋର୍ଟ ରେ ହେବ ଟ୍ରାୟଲ ରନ । ଉପାନ୍ତ ମାଲକାନଗିରି ଜିଲ୍ଲାକୁ ଉଡିବ ବିମାନ । ଅଳ୍ପ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିବେ । ଏହା ଆରସିଏସ ଉଡାନ ଯୋଜନାରେ ସାମିଲ ହେବ ।  ଏହି ବିମାନ ବନ୍ଦରରେ 1600 ମିଟର…

AAI ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ୧୦ ଜାନୁଆରୀରୁ କରିପାରିବେ ଆବେଦନ

ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆରେ ଜୁନିଅର ଆସିଷ୍ଟାଣ୍ଟ ଏବଂ ସିନିଅର ଆସିଷ୍ଟାଣ୍ଟ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଆବେଦନ ପ୍ରକ୍ରିୟା ୧୦…

ବେଙ୍ଗାଲୁରୁ ବିମାନବନ୍ଦରରେ ବ୍ୟାଗ୍‌ରୁ ମିଳିଲା ୭୨ଟି ଛୁଆ ଅଜଗର! ୬ଟି ମୃତ ମାଙ୍କଡ଼ ମଧ୍ୟ ଜବତ

ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବ୍ୟାଗରୁ ମିଳିଛି ୭୨ଟି ବିଦେଶୀ ସାପ। ଏହାସହିତ ୬ଟି କାପୁଚିନ୍ ମାଙ୍କଡ଼ର ମୃତଦେହ ମଧ୍ୟ ଜବତ କରାଯାଇଛି। କଷ୍ଟମ୍‌ ଅଧିକାରୀଙ୍କ ସୂଚନା ମୁତାବକ, ବିମାନବନ୍ଦରରୁ ୫୫ଟି ବଲ୍ ଅଜଗର ସହିତ ୧୭ଟି ଅହିରାଜ ଏବଂ ୬ଟି କାପୁଚିନ୍ ମାଙ୍କଡ଼କୁ…

ଚେନ୍ନାଇ ବିମାନବନ୍ଦରରେ ଚେକିଂ ପାଇଁ ବ୍ୟାଗ୍‌ ଖୋଲାଯିବାରୁ ବାହାରିଲା ୧୨ ଜୀବନ୍ତ ଅଜଗର, ଲୋକେ ଭୟଭୀତ

ଚେନ୍ନାଇ ଏୟାରପୋର୍ଟରେ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ମିଳିଛି ଅଜଗର। ଗୋଟିଏ କି ଦୁଇଟି ନୁହେଁ, ୧୨ଟି ଜୀବନ୍ତ ଅଜଗର ମିଳିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏୟାରପୋର୍ଟର ସୀମା ଶୁଳ୍କ ଅଧିକାରୀମାନେ ୧୨ ଅଜଗର ଚୋରା ଚାଲାଣ ଉଦ୍ୟମରେ ଯାତ୍ରୀଙ୍କୁ ଗିରଫ କରିଛନ୍ତି। ସୂଚନା ମୁତାବକ,…

AAI ରେ ଜୁନିଅର ଏବଂ ସିନିଅର ଏଗଜିକ୍ୟୁଟିଭ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଖାଲିପଡିଛି ଅନେକ ପଦବୀ । ଏଠାରେ ଜୁନିଅର ଏବଂ ସିନିଅର ଏଗଜିକ୍ୟୁଟିଭ ସମତେ ୩୪୨ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ AAI ଅଫିସିଆଲ ୱେବସାଇଟ୍‌ www.aai.aero କୁ ଯାଇ ଅନଲାଇନ ଆବେଦନ କରିପାରିବେ ।…

ବେଜିଂ ଏୟାରପୋର୍ଟରେ ଲିଓନେଲ ମେସି ଅଟକ,  ଭିଡିଓ ଭାଇରଲ

ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଚୀନ ପୋଲିସ ବେଜିଂ ଏୟାରପୋର୍ଟରେ ଅଟକ ରଖିଛି । ଖବର ମୁତାବକ, ମେସିଙ୍କ  ଭିସା ସମସ୍ୟା ନେଇ ତାଙ୍କୁ ଅଟକ ରଖାଯାଇଥିବା ଖବର ମିଳିଛି । ୩୦ ମିନିଟ୍‌ ପରେ ସମସ୍ୟା ସାମାଧାନ ହେବା ପରେ ମେସି ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି…

ନୂଆ ଷ୍ଟାଇଲରେ ସୁନା ଚୋରି, ମଳଦ୍ୱାରରେ ସୁନା ପେଷ୍ଟ ରଖିଥିବା ଯାତ୍ରୀଙ୍କୁ ତେଲେଙ୍ଗାନା ଏୟାରପୋର୍ଟରେ ଅଟକ

ସୁନା ଚୋରି କରିବାର ଭିନ୍ନ କୌଶଳ । ହେଲେ ଧରାପଡିଗଲେ । ଏମିତି ଘଟଣା ତେଲେଙ୍ଗାନା ଏୟାରପୋର୍ଟରେ ଦେଖିବାକୁ ମିଳିଛି । ନୂଆ ଷ୍ଟାଇଲରେ ସୁନା ଚୋରି । ବିଭିନ୍ନ ସମୟରେ ଯାତ୍ରୀଙ୍କ ଠାରୁ ସୁନା ବିସ୍କୁଟ ଜବତ କରାଯାଏ। ଏବେ ଜଣେ ଯାତ୍ରୀଙ୍କ ଠାରୁ ସୁନା ପେଷ୍ଟ ଜବତ କରାଯାଇଛି । ମଳଦ୍ୱାରରେ ରଖି…

ଜଙ୍ଗଲ ଛାଡି ଏୟାରପୋର୍ଟରେ ବୁଲୁଛି ଭାଲୁ, ହୋଇପାରିନି କାବୁ

ଜୟପୁର (କେନ୍ୟୁଜ): ରେଳ ଷ୍ଟେସନ୍‌ ପରେ ଏବେ ଏୟାରପୋର୍ଟରେ ଭାଲୁ । ରାତିରେ ରେଲୱେ ଟ୍ରାକ ଆଉ ଦିନରେ ଏୟାରପୋର୍ଟର ମଜା ନେଉଛି ଭାଲୁ । ଦୁଇଦିନ ହେଲାଣି ଜୟପୁର ରେଳବାଇ ଟ୍ରାକ, ରେଳବାଇ କଲୋନୀରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ରେଳ…

ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି, ଦରମା ମାସକୁ ଦେଢ ଲକ୍ଷ ଟଙ୍କା

ଚାକିରି ଖୋଜୁଛନ୍ତି ! ଆପଣଙ୍କ ପାଇଁ ପୁଣି ଏକ ସୁଯୋଗ । ଯଦି ଆପଣ ବିନା ପରୀକ୍ଷାରେ ସରକାରୀ ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ତୁରନ୍ତ କରନ୍ତୁ ଆବେଦନ । ଏଠାରେ ୫୯୬ ପଦବୀ ଖାଲିପଡିଛି। ଯଦି ଆପଣ ଚାକିରି ଖୋଜୁଥାନ୍ତି, ତେବେ ତୁରନ୍ତ ଆବେଦନ କରନ୍ତୁ । ଏୟାରପୋର୍ଟ ଅଥରିଟି ଅଫ…

ଭ୍ୟାନିଟିରେ ୪ ଫୁଟିଆ ସାପ ଧରି ବିମାନ ଯାତ୍ରା କରୁଥିଲେ ମହିଳା, ଚେକିଂ ବେଳେ ଧରିଲେ ସୁରକ୍ଷାକର୍ମୀ

ଦୁନିଆରେ ଅଦ୍ଭୁତ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ । କିଛି ଘଟଣା ଆଶ୍ଚର୍ଯ୍ୟ କରିଦଏ ଆଉ କିଛି ହତବାକ୍‌ । ଆଉ କିଛି ଘଟଣା ଶୁଣିବାକୁ ଅଦ୍ଭୁତ ଲାଗିଥାଏ । ଏମିତି ଏକ ଘଟଣା ଆମେରିକାର ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ମହିଳା ବିମାନ ଯାତ୍ରା ସମୟରେ ଭ୍ୟାନିଟି ବ୍ୟାଗରେ ୪…

ଏୟାରପୋର୍ଟରେ ହଜିଗଲା ମହମ୍ମଦ ସିରାଜଙ୍କ ବ୍ୟାଗ୍‌, ଏୟାର ଭିସ୍ତାରାକୁ ଟ୍ଵିଟ୍‌ କରି ନିବେଦନ କଲେ ସିରାଜ

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବ୍ୟାଗ୍‌ ଏୟାରପୋର୍ଟରେ ହଜିଗଲା । ସିରାଜ ବାଂଲାଦେଶ ବିପକ୍ଷ ସିରିଜ ଖେଳିବା ପରେ ଭାରତ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ବ୍ୟାଗ୍‌ ହଜିଯିବା ପରେ ଗୋଟେ ଦିନ ଅପେକ୍ଷା କରି ନ ମିଳିବା ପରେ ଟ୍ଵିଟରରେ ଅପିଲ କରିଥିଲେ ସିରାଜ। ଆଉ ସିରାଜଙ୍କ…

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ୍, ଏୟାରପୋର୍ଟରେ ହେବ କୋଭିଡ ଟେଷ୍ଟ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ପୁଣି ଥରେ କରୋନା ମାମଲା ସାମ୍ନାକୁ ଆସୁଛି ଏବଂ ପ୍ରତିଦିନ ଶହ ଶହ ଲୋକ ମରୁଛନ୍ତି। ଏଥିପାଇଁ ଭାରତ ମଧ୍ୟ ବ୍ୟାପକ ପ୍ରସ୍ତୁତି କଲାଣି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ କରୋନା ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ…