Below header
Browsing Tag

apartment loot

କୋଟିପତି ଲୁଟେରା ; ରାଜଧାନୀରେ ଲୁଟ୍‌ କରି ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା

ଭୁବନେଶ୍ୱର : ହାଫ ପ୍ୟାଣ୍ଟ ପିନ୍ଧି ବୁଲୁଥିଲା, ବିନା ଚପଲରେ ଲୁଟୁଥିଲା। ରାଜଧାନୀରେ ଲୁଟ୍‌ କରି ସେହି ଟଙ୍କାରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ବାରପର୍ବ ରେ ଟଙ୍କା ଉଡାଉଥିଲା । ମଉଜ୍‌ ମଜଲିସ୍‌ରେ ଦିନ ବିତାଉଥିଲା । ବିମାନରେ ଯାଉଥିଲା ମୁମ୍ବାଇ ତାଜ୍‌ ହୋଟେଲ୍‌ରେ କରୁଥିଲା…

ଘରେ ଶୋଇଥିବା ବେଳେ ପଶିଲେ ଦୁବୃର୍ତ୍ତ, ନେଇଗଲେ ଟଙ୍କା ସୁନା ଗହଣା

ଭୁବନେଶ୍ୱର(କେନ୍ୟୁଜ୍‌): ମାତିଛନ୍ତି ଲୁଟେରା । କାହାକୁ ନାହିଁ ତାଙ୍କର ଭୟ । ଦିନରେ ରଖୁଛନ୍ତି ନଜର । ରାତିରେ କରୁଛନ୍ତି ଲୁଟ୍‌ । ରାଜଧାନୀରେ ପୁଣି ମାତିଲେ ନିଶା ସ୍ପ୍ରେ ଦିଆ ଲୁଟେରା । ଯେଉଁ ଘରେ ଲୋକେ ଶୋଇଥିଲେ, ସେଇ ଘରୁ ଲୁଟିଲେ ଦୁର୍ବୁତ୍ତ । ଗଡ୍ରେଜ ଖୋଲି ନେଇଗଲେ ସବୁ ଟଙ୍କା…

ଦିନରେ ନଜର ରଖୁଥିଲେ ଓ ରାତିରେ ଲୁଟୁଥିଲେ ଏଇ ୯ ଜଣ ଲୁଟେରା

ଦିନକୁ ଦିନ ବଢ଼ିଚାଲିଛି ଲୁଟେରାଙ୍କ ବିତ୍ପାତ । ଖାସ୍‌ କରି ରାଜଧାନୀରେ ମାତିଛନ୍ତି ଏହି ଲୁଟେରା । ଲୁଟିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ଘରେ କେହି ନଥିବାର ଦେଖି ଲୁଟୁଛନ୍ତି । ବାରମ୍ବାର ଏହି ଲୁଟ୍‌ ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ଘୂରି ବୁଲୁଥିଲେ…

ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ, ୯ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍‌): ରାଜଧାନୀରେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ । ୯ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍। ଦିନ ବେଳେ ରେକି କରୁଥିଲେ। ରାତିରେ ୧ଟା ରୁ୩ ମଧ୍ୟ ରେ କରୁଥିଲେ ଲୁଟ । ସେମାନଙ୍କୁ ଧରିବା ପାଇଁ ତିନୋଟି ଟିମ୍ ଗଠନ କରି ତଦନ୍ତ କରୁଥିଲା ପୋଲିସ। ଗିରଫଙ୍କ ମଧ୍ୟରେ…

କାବୁ ହେବେ ଆପାର୍ଟମେଣ୍ଟ ଲୁଟେରା, ଲୁଟକୁ ରୋକିବାକୁ ପ୍ରସ୍ତୁତ ହେଉଛି ଆଡଭାଇଜରୀ

ରାଜଧାନୀରେ ଏଣିକି ଆଉ ଖସି ପାରିବେନି ଆପାର୍ଟମେଣ୍ଟ ଲୁଟେରା । ସେମାନଙ୍କୁ ଧରିବା ପାଇଁ ବଡ଼ ଆକ୍ସନ ପ୍ଲାଟ କରୁଛି କମିଶନରେଟ ପୋଲିସ । ଆଜି ଆପର୍ଟମେଣ୍ଟ ସଭାପତି ଓ ସମ୍ପାଦକଙ୍କୁ ଭେଟି ଆଲୋଚନା କରିଛନ୍ତି ପୋଲିସ କମିଶନର। କିଭଳି ଲୁଟକୁ ରୋକା ଯାଇପାରିବ ପରାମର୍ଶ ଦେବା ସହ ଉଚ୍ଚମାନର…

ବିଳମ୍ବିତ ରାତିରେ ଘର ଲୋକଙ୍କୁ ଅତର୍କିତ ଆକ୍ରମଣ, ୩୦ ଲକ୍ଷ ଟଙ୍କାରୁ ଅଧିକ ଲୁଟିନେଲେ ଦୁବୃର୍ତ୍ତ

କୋଣାର୍କ (କେନ୍ୟୁଜ୍‌): ଭିନ୍ନ ଭିନ୍ନ ସ୍ଥାନରେ ଏବେ ଲୁଟ୍‌ ର ମାତ୍ରା ବଢ଼ିଚାଲିଛି । କେବଳ ଲୁଟ୍‌ ନୁହେଁ ନିରୀହ ଜନ ସାଧାରଣଙ୍କୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି ଦୁବୃର୍ତ୍ତ । ଲୁଟେରାମାନେ ନା ପୋଲିସ କୁ ଭୟ କରୁଛନ୍ତି ନା ଆଇନ୍‌ କୁ ଭୟ କରୁଛନ୍ତି । ମନ ଇଚ୍ଛା ଘରେ ପଶି ଲକ୍ଷ ଲକ୍ଷ…

ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କ, ଆଉ କିଭଳି ଘର ହେଲେ ମିଳିବ ସୁରକ୍ଷା ?

ଥମିବାର ନା ନେଉନି ଆପର୍ଟମେଣ୍ଟରୁ ଲୁଟ୍ । ପୁଣି ଆପର୍ଟମେଣ୍ଟରୁ ହୋଇଛି ଲୁଟ୍ । ରାଜଧାନୀରେ ଏବେ ଅସୁରକ୍ଷିତ ହୋଇପଡ଼ିଛି ଆପାର୍ଟମେଣ୍ଟ । ଥରେ ନୁହେଁ ବାରମ୍ବାର ସାମ୍ନାକୁ ଆସୁଛି ଲୁଟ୍‌ ଅଭିଯୋଗ । ଗତକାଲି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍‌ ହୋଇଥିବା ବେଳେ ଆଜି ପୁଣି ଆପାର୍ଟମେଣ୍ଟରୁ ଲୁଟ୍‌…

ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରି, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ

ଭୁବନେଶ୍ୱର (କେନ୍ୟୁଜ): ଥମୁନି ଆପାର୍ଟମେଣ୍ଟ ଲୁଟ୍। ପୁଣି ରାଜଧାନୀର ଆପାର୍ଟମେଣ୍ଟରୁ ଚୋରି । କଳରାହାଙ୍ଗ ସତ୍ୟବାଦୀ ରେସିଡେନ୍ସିର ଦୁଇଟି ଫ୍ଲାଟରୁ ଲୁଟ୍ ହୋଇଛି। ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘରେ କେହି ନଥିବା ସୁଯୋଗ ନେଇ କଳାକନା ବୁଲାଇଛନ୍ତି…

ଘରେ ନଥିବାର ସୁଯୋଗ ନେଇ ଆପାର୍ଟମେଣ୍ଟରୁ ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନା ଗହଣା

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ସ୍ଥିତ ଏକ ଆପାର୍ଟମେଣ୍ଟରୁ ଚୋରି ତ୍ରିଲୋଚନ ଦାସଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ତୀର୍ଥ ଯାତ୍ରାରେ ଯାଇଥିବା ବେଳେ ଘରେ କଳା କନା ବୁଲାଇଲେ ଚୋର । ଘରେ କେହି ନଥିବାର ସୁଯୋଗ ନେଇ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ସହ ଆସବାବପତ୍ର ନେଇଯାଇଛନ୍ତି…