Deepfake Rules: ଡିପ୍ ଫେକ୍ ଉପରେ ସରକାରଙ୍କ କଡ଼ା ନିୟମ, ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ
ଭୁବନେଶ୍ବର: ଡିପ୍ ଫେକ୍ ଉପରେ ସରକାରଙ୍କ କଡ଼ା ପଦକ୍ଷେପ । ୩ ଘଣ୍ଟାରେ ହଟିବ ବେଆଇନ ପୋଷ୍ଟ । ଡିପ୍ ଫେକ୍ ଓ AI ଦ୍ୱାରା ପ୍ରସ୍ତୁତ ଭ୍ରମାତ୍ମକ କଣ୍ଟେଣ୍ଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ ଆହୁରି କଡ଼ା ନିୟମ ଲାଗୁ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ…