Browsing Tag

asia cup 2022

ଆଜି ରୋହିତ ଶର୍ମାଙ୍କ ନେତୃତ୍ୱରେ ଏସିଆ କପ୍‌ ଅଭିଯାନ ପାଇଁ ପୂରା ତୟାର ଭାରତ, ପାକିସ୍ତାନ ସହ ହେବ ମୁହାଁମୁହିଁ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଏସିଆ କପ୍‌ ଅଭିଯାନ ପାଇଁ ପୂରା ତୟାର ଭାରତ । ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଶକ୍ତିଶାଳୀ ଟିମ୍‌ ଇଣ୍ଡିଆ ଏବର୍ଷ ଏସିଆ କପ୍‌ ଟାଇଟାଲ୍‌ ଦାବିଦାର ରହିଛି ।…

ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ ବିଜୟୀ

ଦୁବାଇ: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି ଆଫଗାନିସ୍ତାନ କ୍ରିକେଟ ଦଳ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୫ ରନ୍‌ କରିଥିବାବେଳେ , ଆଫଗାନିସ୍ତାନ ଦଳ ୧୦.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି…

ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ଏସିଆ କପ୍‌ କ୍ରିକେଟ, ଭାଗ ନେଉଛନ୍ତି ଭାରତ ସମେତ ଏସିଆର ୬ଟି ଦେଶ

ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି ଏସିଆ କପ୍‌ କ୍ରିକେଟ । ଏଥିରେ ଭାଗ ନେଉଛନ୍ତି ଭାରତ ସେମତ ଏସିଆର ୬ଟି ଦେଶ ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍ଗା, ବାଂଲାଦେଶ ଓ ହଂକଂ । ଆଜି ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଭିତରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ଗ୍ରୁପ୍‌ ଏରେ ଭାରତ ସହ ଅଛନ୍ତି ପାକିସ୍ତାନ ଓ…

ଏସିଆ କପରୁ ବାଦ୍‌ ପଡି ମଧ୍ୟ ଅଭ୍ୟାସ ମ୍ୟାଚରେ ନଜର ଆସିଲେ ଶାହିନ ଆଫ୍ରିଦି, ପାକିସ୍ତାନ ଟିମ୍‌ କରୁନି ତ କିଛି ଚାଲ୍‌

ଏସିଆ କପ୍‌ ୨୦୨୨ରେ ଅଗଷ୍ଟ ୨୮ରେ ପରସ୍ପର ସହିତ ଟକ୍କର ଦେବେ ଭାରତ ଏବଂ ପାକିସ୍ତାନ। ଏଥିପାଇଁଟିମ୍‌ ଇଣ୍ଡିଆ ଦୁବାଇ ପହଞ୍ଚି ଅଭ୍ୟାସ ଜାରି ରଖିଛି। ଏହି ଅଭ୍ୟାସ ମ୍ୟାଚ ସମୟରେ ଟିମ୍‌ ଇଣ୍ଡିଆର ଖେଳାଳି ପାକିସ୍ତାନ ଟିମରୁ ବାଦ୍‌ ପଡିଥିବା ଦ୍ରୁତ ବୋଲର ଶାହିଦ ଆଫ୍ରିଦିଙ୍କ ସହିତ ସାକ୍ଷାତ…

ଭାରତୀୟ ଟିମର ଟପ୍‌ ବ୍ୟାଟରଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ଓ୍ଵାକର ୟୁନିସ, ଇରଫାନ ପଠାନ ଦେଲେ ମୁହଁତୋଡ ଜବାବ

ଏସିଆ କପ୍‌ ୨୦୨୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ୨୮ ଅଗଷ୍ଟରେ ହେବାକୁ ଯାଉଛି। ଫ୍ୟାନ୍ସ ଏହି ମ୍ୟାଚକୁ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନର ବରିଷ୍ଠ କ୍ରିକେଟର୍ସଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନର ଦ୍ରୁତ ବୋଲର…

୨୭ରୁ ଏସିଆ କପ କ୍ରିକେଟ, ୨୮ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

୨୭ରୁ ଆରମ୍ଭ େ ହବାକୁ ଯାଉଛି ଏସିଆ କପ କ୍ରିକେଟ । ୨୮ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହାପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ଆଣ୍ଠୁରେ ଆଘାତ ପାଇଁ ଏସିଆ କପ ଖେଳିବେନି ପେସ୍ ବୋଲର ଶାହିନ ଆଫ୍ରିଦି । ସେହିଭଳି ପୂର୍ବରୁ ଆହତ ଯୋଗୁ ବାଦ ପଡ଼ିଛନ୍ତି ଭାରତୀୟ ପେସର ଯଶପ୍ରୀତ…