Below header
Browsing Tag

Asian Games 2023

ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା, ଆଜି ଜିତିଛି ୬ ସ୍ବର୍ଣ୍ଣ, ମୋଟ ପଦକ ସଂଖ୍ୟା ୧୦୭

ଏସୀୟ କ୍ରୀଡ଼ାରେ ଭାରତର ସ୍ବର୍ଣ୍ଣ ବର୍ଷା । ଆଜି ୬ ସ୍ବର୍ଣ୍ଣ ଜିତିଛି ଭାରତ । କ୍ରିକେଟ, ବ୍ୟାଡ୍ ମିଣ୍ଟନ୍ ମେନ୍ ସ ଡବଲ, ପୁରୁଷ ଓ ମହିଳା କବାଡି ଓ ଆର୍ଚେରୀରେ ଗୋଲଡ ମେଡାଲ ଭେଟି ଦେଇଛନ୍ତି ଭାରତୀୟ ଖେଳାଳି । ତୀରନ୍ଦାଜୀରେ ଭାରତକୁ ଦୁଇଟି ସ୍ବର୍ଣ୍ଣ ମିଳିଛି । ପୁରୁଷ କମ୍ପାଉଣ୍ଡ…

ଏସୀୟ କ୍ରୀଡ଼ା : କ୍ରିକେଟ ଏବଂ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ଭାରତକୁ ସ୍ୱର୍ଣ୍ଣ

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ। ଆଜି ଫାଇନାଲରେ ଭାରତ-ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ମ୍ୟାଚ ଅଧାରୁ ବର୍ଷା ବାଧକ ସାଜିଥିଲା । ମ୍ୟାଚ ବାତିଲ ହୋଇଥିଲେ ବି ଆଫଗାନିସ୍ତାନ ଅପେକ୍ଷା ଭାରତ ଭଲ ପ୍ରଦର୍ଶନ କରିଥିବାରୁ ଭାରତକୁ ସ୍ୱର୍ଣ୍ଣ…

ଏସୀୟ କ୍ରୀଡ଼ାରେ ଭାରତର ଐତିହାସିକ ସଫଳତାକୁ ନେଇ ପୁରା ଦେଶ ଗର୍ବିତ : ପ୍ରଧାନମନ୍ତ୍ରୀ ମୋଦି

ଭାରତ ଏସୀୟ କ୍ରୀଡ଼ାରେ ଭାରତ ଇତିହାସ ରଚିଛି । ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତ ପଦକ ସଂଖ୍ୟା ୧୦୦ରେ ପହଞ୍ଚିଛି । ଦେଶର ପଦକ ସଂଖ୍ୟା ଶତକରେ ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା କବାଡି ଟିମ୍‌ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ପଦକ…

ଏସୀୟ କ୍ରୀଡ଼ା ୨୦୨୩: ହକିରେ ଭାରତୀୟ ଟିମ୍‌ ଜିତିଲା ସ୍ୱର୍ଣ୍ଣ; ଗତ ଥରର ଚାମ୍ପିୟନ୍‌ ଜାପାନକୁ ଦେଲା ମାତ୍‌

ହକିରେ ଭାରତକୁ ସ୍ୱର୍ଣ୍ଣ। ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ହକି ଟିମ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ଗତ ଥରର ଚାମ୍ପିୟନ୍‌ ଜାପାନକୁ ୫-୧ରେ ହରାଇ ଦେଇଛି। ଏହା ପୂର୍ବରୁ ପୁଲ୍‌ ରାଉଣ୍ଡ୍‌ରେ ମଧ୍ୟ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା,…

ଏସୀୟ କ୍ରୀଡ଼ା : ବାଂଲାଦେଶକୁ ୯ ଓ୍ଵିକେଟରେ ହରାଇ ଫାଇନାଲରେ ସ୍ଥାନ ପାଇଲା ଭାରତ

ଭାରତୀୟ କ୍ରିକେଟ ଟିମ୍‌ ଏସୀୟ କ୍ରୀଡ଼ା ୨୦୨୩ର ଫାଇନାଲରେ ସ୍ଥାନ ପାଇଛି । ଟିମ ଇଣ୍ଡିଆ ସେମିଫାଇନାଲରେ ବାଂଲାଦେଶକୁ ୯ ଓ୍ଵିକେଟରେ ହରାଇଛି । ଏହା ସହିତ ଟିମ୍‌ ଇଣ୍ଡିଆ ଫାଇନାଲରେ ସ୍ଥାନ ପାଇଛି । ତେବେ ଭାରତ ରୌପ୍ୟ ପଦକ ଜିତିବା ତ ନିଶ୍ଚିତ । ଫାଇନାଲରେ ଆଫଗାନିସ୍ତାନ ଏବଂ ପାକିସ୍ତାନ…

ଏସୀୟ କ୍ରୀଡ଼ା: ଭାରତକୁ ମିଳିଲା ୨୧ତମ ସ୍ୱର୍ଣ୍ଣ, ପୁରୁଷ ତୀରନ୍ଦାଜୀ ଟିମ୍‌ ଦକ୍ଷିଣ କୋରିଆକୁ ହରାଇଲା

ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ଆଥ୍‌ଲେଟ୍‌ମାନେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟିମ୍‌ ଇଣ୍ଡିଆ ଏ ପର୍ଯ୍ୟନ୍ତ ୮୧ଟି ପଦକ ଜିତିସାରିଛି। ଏବେ ପୁଣି ଭାରତ ଆଉ ଏକ ସ୍ୱର୍ଣ୍ଣ ଜିତିଛି। ତୀରନ୍ଦାଜୀରେ ପୁରୁଷ କମ୍ପାଉଣ୍ଡ ଟିମ୍‌ ଦକ୍ଷିଣ କୋରିଆକୁ ହରାଇ ପଦକ ହାସଲ କରିଛି। ଭାରତ ୨୩୫-୨୩୦ରେ ବିଜୟୀ…

ଏସୀୟ କ୍ରୀଡ଼ା : ଦୀପିକା ପାଲିକଲ-ହରିନ୍ଦର ସିଂ ଜିତିଲେ ସ୍ୱର୍ଣ୍ଣ, ସ୍କ୍ଵାସ୍‌ ମିକ୍ସଡ ଡବଲ୍ସରେ ଜିତିଲେ ସ୍ୱର୍ଣ୍ଣ

ଏସୀୟ କ୍ରୀଡ଼ା ୨୦୨୩ରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ଭାରତ ପୁଣି ଏକ ସୁନା ଜିତିଛି । ସ୍କ୍ୱାସ୍ ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ ଦୀପିକା ପାଲିକଲ-ହରିନ୍ଦର ପାଲ୍ ସିଂ । ଭାରତର ୨୦ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା…

ଏସୀୟ କ୍ରୀଡ଼ା : ତୀରନ୍ଦାଜୀରେ ପୁଣି ଭାରତକୁ ସ୍ବର୍ଣ୍ଣ, ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ଜିତିଛନ୍ତି ଗୋଲ୍ଡ

ଏସିଆନ୍ ଗେମସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ। ତୀରନ୍ଦାଜୀରେ ପୁଣି ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ। ମହିଳା କଂପାଉଣ୍ଡ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଗୋଲ୍ଡ ମେଡାଲ ଜିତିଛନ୍ତି। ଚୀନର ହାଙ୍ଗଝୌ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଏ ପର୍ଯ୍ୟନ୍ତ…

ଏସୀୟ କ୍ରୀଡ଼ା : ଜ୍ୟୋତି ଏବଂ ଓଜସ ତୀରନ୍ଦାଜୀରେ ଜିତିଲେ ସ୍ୱର୍ଣ୍ଣ, ଭାରତର ପଦକ ସଂଖ୍ୟା ୭୧

ଏସିଆନ୍ ଗେମ୍ ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ। ତୀରନ୍ଦାଜୀରେ ସ୍ବର୍ଣ୍ଣ ପଦକ ହାସଲ କରିଛି । ଜ୍ୟୋତି ୱେନ୍ନମ ଏବଂ ଓଜସ ଦେୱତାଲେ ଜିତିଲେ ସ୍ବର୍ଣ୍ଣ। ସେମାନେ କମ୍ପାଉଣ୍ଡ ମିକ୍ସଡ ଟିମ୍ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଭାରତୀୟ ଟିମ୍ କୋ ଟିମକୁ ୧୫୯-୧୫୮ ପଏଣ୍ଟରେ ହରାଇଛନ୍ତି ।…

ଏସୀୟ କ୍ରୀଡ଼ାରେ କ୍ରିକେଟ ସେମିଫାଇନାଲରେ ଭାରତ, ପ୍ରଥମ ଭାରତୀୟ ଭାବେ ଶତକ ଲଗାଇଲେ ଯଶସ୍ୱୀ

ଏସୀୟ କ୍ରୀଡ଼ାରେ ଭାରତର ପୁରୁଷ କ୍ରିକେଟ ଟିମ୍‌ କ୍ୱାର୍ଟର ଫାଇନାଲରେ ନେପାଳକୁ ୨୩ ରନରେ ହରାଇ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍ ସେମିଫାଇନାଲରେ ପହଞ୍ଚିଛି ଭାରତ। ଆଜି କ୍ବାର୍ଟରଫାଇନାଲରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୨ ରନ୍ କରିଥିଲା । ଏହି…

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ଷ୍ଟିପଲଚେଜରେ ଅବିନାଶ ସାବଲେ ଜିତିଲେ ସ୍ୱର୍ଣ୍ଣ

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟା କ୍ରୀଡ଼ାରେ ଭାରତକୁ ୧୨ତମ ସ୍ୱର୍ଣ୍ଣ ମିଳିଛି । ଚଳିତ ଏସୀୟ କ୍ରୀଡ଼ାରେ ଆଥଲେଟିକ୍ସରେ ପ୍ରଥମ ସ୍ୱର୍ଣ୍ଣ ମିଳିଛି । ୩୦୦୦ମିଟର ଷ୍ଟିପଲଚେଜରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ଜିତିଛନ୍ତି । ଅବିନାଶ ୮:୧୯:୫୦ ସମୟ ନେବା ସହିତ ପ୍ରଥମ ସ୍ଥାନ ଅକ୍ତିଆର…

ଏସୀୟ କ୍ରୀଡ଼ା : ଭାରତକୁ ସୁଟିଂରେ ପୁଣି ଏକ ସ୍ୱର୍ଣ୍ଣ, ଗଲ୍ଫରେ ରୌପ୍ୟ

ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ । ସୁଟିଂରେ ଆଉ ଏକ ଗୋଲ୍ଡ ମେଡାଲ ଜିତିଛି ଭାରତ । ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ଏହି ସଫଳତା ମିଳିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ପୃଥବୀରାଜ ଟୋଣ୍ଡାଇମାନ, କିନାନ ଚେନ୍ନାଇ, ଜୋରାବର ସିଂ ସାନ୍ଧୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୧…