Browsing Tag

ayodhya

ରାମଭକ୍ତଙ୍କୁ ପରସାଯିବ ଲିଟି ଚୋଖା ସମେତ ୫୦ଟି ସ୍ୱାଦିଷ୍ଟ ବ୍ୟଞ୍ଜନ, ଏକାବେଳେ ତିଆରି ହେବ ୧୦ ହଜାର ଇଟିଲି

ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରସ୍ତୁତି ପର୍ବ ଜୋର୍‌ସୋରରେ ଆଗେଇ ଚାଲିଛି । ଏହି ଭବ୍ୟ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ରାଜ୍ୟର ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାର ଏବଂ ଓପନ୍‌ ଫୁଡ୍‌ କୋର୍ଟ ମାଧ୍ୟମରେ ୫୦ଟି ସ୍ୱାଦିଷ୍ଟ ବ୍ୟଞ୍ଜନ ପରସାଯିବ ।…

ରାମ ମନ୍ଦିର ପାଇଁ ଉଜ୍ଜୈନରୁ ଅଯୋଧ୍ୟା ପଠାଯିବ ୫ ଲକ୍ଷ ଲଡ଼ୁ, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ବଡ଼ ଘୋଷଣା

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ତାରିଖ ପାଖେଇ ଆସୁଛି । ମନ୍ଦିର ଉଦ୍‌ଘାଟନକୁ ନେଇ ଭାରତ ସହିତ ଅନ୍ୟାନ୍ୟ ଦେଶରୁ ବିଭିନ୍ନ ଉପହାର ଆସିବାରେ ଲାଗିଛି । ଏହାରି ଭିତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମହାକାଳଙ୍କ ନଗରୀ ଉଜ୍ଜୈନରୁ ୫ ଲକ୍ଷ ଲଡ଼ୁ ଅଯୋଧ୍ୟା ପଠାଯିବ ବୋଲି ଘୋଷଣା…

ଅଯୋଧ୍ୟା: ଜାନୁୟାରୀ ୨୨ରେ ଲ୍ୟାଣ୍ଡ୍‌ କରିବ ୧୦୦ରୁ ଅଧିକ ଚାର୍ଟର୍ଡ ବିମାନ, ଆସିବେ ୮୦୦୦ VVIP ଅତିଥି

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ୧୦୦ରୁ ଅଧିକ ଚାର୍ଟର୍ଡ ବିମାନ ଅଯୋଧ୍ୟା ବିମାନବନ୍ଦରରେ ଲ୍ୟାଣ୍ଡ୍‌ କରିବ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ନେଇ ଆଶା ରଖିଛନ୍ତି । ଅଯୋଧ୍ୟାରୁ ଅହମ୍ମଦାବାଦ ବିମାନର ଉଦ୍‌ଘାଟନ ପାଇଁ ଇଣ୍ଡିଗୋ ଦ୍ୱାରା ଆୟୋଜିତ ଭର୍ଚୁଆଲ…

ବିଶ୍ୱ ଦେଖିବ ବାନ୍ଧକଳା ଶାଢ଼ୀର ସୂକ୍ଷ୍ମ କାରୁକାର୍ଯ୍ୟ, ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋଇଛି ପ୍ରସ୍ତୁତ

ନୂଆଦିଲ୍ଲୀ : ପ୍ରଭୁ ଶ୍ରୀରାମଙ୍କ ଆଗମନ ପାଇଁ ଚାରି ଆଡ଼େ ଉତ୍ସବ ମୁଖର ପରିବେଶ । ଏବେଠୁ କମ୍ପୁଛି ସାରା ଅଯୋଧ୍ୟା। ଭକ୍ତମାନେ ବହୂ ଦୁର ଦୂରାନ୍ତରୁ ଧାଇଁ ଆସୁଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପାଇଁ କିଏ କେତେ କଣ ଉପହାର ଦେଉଛନ୍ତି । ଏନେଇ ପ୍ରଭୁ ଶ୍ରୀରାମଙ୍କ ପାଇଁ ଓଡ଼ିଶାରୁ ବାନ୍ଧକଳାରେ…

ଭକ୍ତଙ୍କ ବିଶ୍ୱାସ ଆଗରେ ହାର ମାନିଛି ହଜାର ହଜାର କିଲୋମିଟରର ଦୂରତା, ଉପହାର ଦେବେ ସ୍ୱର୍ଣ୍ଣ ପାଦୁକା

ଆସ୍ଥା ଏବଂ ବିଶ୍ୱାସ ଦୃଢ଼ ଥିଲେ ଅସମ୍ଭବ ବି ସମ୍ଭବ ହୁଏ । ଏଭଳି କଥାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ବୃଦ୍ଧ ବ୍ୟକ୍ତି । ଭଗବାନ ରାମଙ୍କ ଜଣେ ଭକ୍ତଙ୍କ ବିଶ୍ୱାସ ଆଗରେ ହାର ମାନିଛି ହଜାର ହଜାର କିଲୋମିଟରର ଦୂରତା । ଭଗବାନ ରାମଙ୍କ ସ୍ୱର୍ଣ୍ଣ ପାଦୁକା ମୁଣ୍ଡରେ ଧରି ଦୀର୍ଘ ୮ ହଜାର…

ହୋଟେଲ ରୁମ୍‌ ବୁକ୍‌ ପାଇଁ ଅଯୋଧ୍ୟାରେ ବଢ଼ିଲା ୮୦% ସର୍ଚ୍ଚ, ତଥ୍ୟ ସେୟାର କଲେ OYO ଫାଉଣ୍ଡର

ଅନ୍‌ଲାଇନରେ ହୋଟେଲ ରୁମ୍‌ ବୁକ୍‌ ପାଇଁ ଭାରତର ଅନ୍ୟ ପର୍ଯ୍ୟଟନସ୍ଥଳୀ ତୁଳନାରେ ଅଯୋଧ୍ୟାକୁ ଅଧିକ ସର୍ଚ୍ଚ କରାଯାଇଛି। ଡିସେମ୍ବର ୩୧ରେ ୮୦ ପ୍ରତିଶତରୁ ଅଧିକ ଲୋକ ଅଯୋଧ୍ୟାରେ ରହିବା ପାଇଁ ହୋଟେଲ ରୁମ୍‌ ଖୋଜିଛନ୍ତି। ହିଲ୍‌ ଷ୍ଟେସନ ଏବଂ ସମୁଦ୍ର କୂଳ ତୁଳନାରେ ଅଯୋଧ୍ୟାରେ ଅଧିକ ବୁକିଂ…

ଶ୍ରୀରାମଙ୍କ ମାମୁଁଘରୁ ଅଯୋଧ୍ୟା ଆସିବ ୧୦୦ ଟନ୍‌ ପରିବା, ପୂର୍ବରୁ ଛତିଶଗଡ଼ ପଠାଇଥିଲା ୩୦୦ ମେଟ୍ରିକ୍‌ ଟନ୍‌ ବାସ୍ନା…

ଛତିଶଗଡ଼ରୁ ଅଯୋଧ୍ୟା ପଠାଯିବ ୧୦୦ ଟନ୍‌ ପରିବା। ୩୦୦ ମେଟ୍ରିକ୍‌ ଟନ୍‌ ବାସ୍ନା ଚାଉଳ ପରେ ଏବେ ପରିବା ପଠାଇବ ଛତିଶଗଡ଼। ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସିଏମ୍‌ ଲେଖିଛନ୍ତି, ‘ରାମ କାଜ କରିବେ କୋ ଆତୁର…ଆସନ୍ତା…

ଦେଶର ୧୫ କୋଟି ଘରକୁ ଦିଆଯିବ ‘ଅକ୍ଷତ ନିମନ୍ତ୍ରଣ’, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ମେଗା ପ୍ଲାନ୍‌

ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁୟାରୀ ୨୨ରେ ଅନୁଷ୍ଠିତ ହେବ। ଏହି ଉତ୍ସବ ପାଇଁ ‘ଅକ୍ଷତ ନିମନ୍ତ୍ରଣ’ ମହାଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ସାରା ଦେଶରେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ଅଧୀନରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଏବଂ ପ୍ରଭୁ ଶ୍ରୀରାମଙ୍କ…

ଭକ୍ତିରେ ଭଗବାନ, ମୁମ୍ବାଇରୁ ଅଯୋଧ୍ୟାକୁ ଚାଲି ଚାଲି ଗଲେ ଶବନମ୍‌

ଆଉ କିଛି ଦିନର ଅପେକ୍ଷା। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯିବ। ସେଥିପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ଯୁଦ୍ଧକାଳୀନ ଭିତ୍ତିରେ ହେଉଛି କାମ। ଏଥିପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ। ସାରା ବିଶ୍ୱରେ ରାମ ଭକ୍ତମାନେ ମନ୍ଦିର ଉଦ୍‌ଘାଟନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।…

ଏବେଠୁ ‘ଅଯୋଧ୍ୟା ଧାମ ଜଙ୍କସନ’ ନାମରେ ଜଣାଯିବ ଅଯୋଧ୍ୟା ରେଳ ଷ୍ଟେସନ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ…

ଅଯୋଧ୍ୟା ରେଲୱେ ଷ୍ଟେସନର ନାମ ବଦଳାଯାଇ 'ଅଯୋଧ୍ୟା ଧାମ ଜଙ୍କସନ' କରି ଦିଆଯାଇଛି। ଅଯୋଧ୍ୟାରୁ ବିଜେପି ସାଂସଦ ଲଲୁ ସିଂ ବୁଧବାର ‘ଏକ୍ସ’ରେ ପୋଷ୍ଟ୍‍ କରି ଏହି ସୂଚନା ଦେଇଛନ୍ତି। ଅଯୋଧ୍ୟାରେ ଆସନ୍ତା ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ହେବ, ଯେଉଁଥିରେ…

ଶ୍ରୀରାମଙ୍କ ମାମୁଁଘରୁ ଆସିବ ୩୦୦୦ ମେଟ୍ରିକ୍‌ ଟନ୍‌ ଚାଉଳ, ଛତିଶଗଡ଼ ଭାତରେ ମହକିବ ଅଯୋଧ୍ୟା

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଚାଲିଛି। ୨୦୨୪ ଜାନୁୟାରୀ ୨୨ରେ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ। ଏଥିପାଇଁ ଦେଶର ପ୍ରତ୍ୟେକ ରାଜ୍ୟ ନିଜ ତରଫରୁ କିଛି ନା କିଛି ଦାନ କରି ପୁଣ୍ୟରେ ଭାଗିଦାରୀ ହେବାକୁ ଚାହୁଁଛନ୍ତି। ଏହି କ୍ରମରେ ଭଗବାନ ରାମଙ୍କ…

ଅଯୋଧ୍ୟା: କୌଣସି ବି ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ନାହିଁ ନିମନ୍ତ୍ରଣ; ଜାଣନ୍ତୁ କାହିଁକି?

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୪ ଜାନୁୟାରୀ ୨୨ରେ ହେବାକୁ ଥିବା ଏହି ସମାରୋହରେ କୌଣସି ବି ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯିବ ନାହିଁ। ଏହାର କାରଣ ମଧ୍ୟ କୁହାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ…