Browsing Tag

balangir

ସାମାନ୍ୟ ବଚସାରୁ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ, ଥାନାରେ ଅଟକ

ବଲାଙ୍ଗିର (କେନ୍ୟୁଜ): ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ। ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁ ରେ ମହୁଲ ଫଳ ଗୋଟାଇବାକୁ ଯିବା ବେଳେ ଘଟିଛି ଅଘଟଣ । ପାରିବାରିକ କଳହ ହେତୁ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଉତ୍ୟକ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଇଛି…

ପ୍ରେମିକା ସହ ବଚସାରୁ ତୁମୂଳକାଣ୍ଡ,ଯୁବତୀଙ୍କ ପରିବାରର ୩ ଜଣଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରି ଦେବାକୁ ଉଦ୍ୟମ କଲା…

ବଲାଙ୍ଗିର(କେନ୍ୟୁଜ୍): ପ୍ରେମିକର ସାଂଘାତିକ କାରନାମା । ଭଲ ପାଉଥିବା ଝିଅ ସମେତ ତାଙ୍କ ପରିବାରର ୩ ଜଣଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ମାରି ଦେବାକୁ ଉଦ୍ୟମ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗାଁରେ ଏହି ଘଟଣା ଘଟିଛି । ନିଆଁ ଲଗାଇ ଦେବାରୁ ପ୍ରେମିକା, ତାଙ୍କ ମାଆ ଓ ଭାଇ…

ବାଇକ୍‌ ଉପରେ ମାଡ଼ିଗଲା ବୋଲେରୋ, ଶଳା ଭିଣୋଇ ସହ ୩ ଜଣ ମୃତ

ବଲାଙ୍ଗିର (କେନ୍ୟୁଜ୍‌) : ବାଇକ ଉପରେ ମାଡିଗଲା ବୋଲେରୋ । ବୋଲେରୋ ମାଡି ଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗିର ଲୋଇସିଙ୍ଗା କରକଚିଆ ଛକରେ ଏହି ସଡକ ଦୁର୍ଘଟଣା ଘଟିଛି । ବଲାଙ୍ଗୀର ଲୋଇସିଂହା ଭରସୁଜା ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଶଳା…

ବାହା ବେଦୀରେ ଯୌତୁକ ମାଗିଲା ବର, ଏବେ ଥାନାରେ ଅଟକ

ବଲାଙ୍ଗିର(କେନ୍ୟୁଜ୍):  ଯୌତୁକ ମାଗି ଥାନାରେ ଅଟକ ରହିଛି ବର । ବଲାଙ୍ଗିର ସହର ଶ୍ରୀରାମ ନଗରରେ ବାହାବେଦୀରେ ଯୌତୁକ ମାଗି ଅଡ଼ୁଆରେ ବର । ବାହା ବେଦୀରୁ ବରକୁ ଉଠାଇ ଆଣିଲା ଟାଉନ ପୋଲିସ । ବୁର୍ଲାରୁ ଏମଡି ସେହେଫାଜ କୁରେସି ଆଜି ବାହା ହେବାକୁ ଵଲାଙ୍ଗିର ଶ୍ରୀରାମ ନଗରକୁ ଆସିଥିଲେ ।…

ବନ୍ଦଘରୁ କଟା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ସୁରାକ ଖୋଲିବ ସାଇଣ୍ଟିଫିକ୍ ଟିମ୍‌ !

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ ଯୁବକଙ୍କୁ କିଏ ଓ କାହିଁକି ଅତି ଅମାନୁଷିକ ଭାବରେ ହତ୍ୟା କଲା ? ନୃଶଂସ ଓ ବର୍ବର ହତ୍ୟା କାରଣ କଣ ? ଏମିତି ମୁଣ୍ଡ ଓ ଗଣ୍ଡିକୁ ଅଲଗା ଅଲଗା କରି ଅତି ନିର୍ମମ ଭାବରେ କିଭଳି ହାଣିଲେ ? ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଖୋଳତାଡ କରିବା ସହ…

ଗଣ୍ଡି ମୁଣ୍ଡ ଅଲଗା କରି ଯୁବକଙ୍କୁ ବୀଭତ୍ସ ହତ୍ୟା, ବନ୍ଦ ଘରୁ ଉଦ୍ଧାର କଲା ପୋଲିସ

ବଲାଙ୍ଗିର(କେନ୍ୟୁଜ୍):ବଲାଙ୍ଗିର ସହର ସାଲେପାଲିରେ ନୃଶଂସ ହତ୍ୟା। ଗଣ୍ଡି ମୁଣ୍ଡ ଅଲଗା କରି ଯୁବକଙ୍କୁ ହତ୍ୟା କରିବା ପରେ ବନ୍ଦ ଘରେ ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ। ବନ୍ଦ ଘରୁ ମୃତକଙ୍କ ଗଳିତ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣକ ରିଙ୍କୁ ମେହେର ବୋଲି ଚିହ୍ନଟ ହୋଇଛି।…

ଅଧା କିଲୋମିଟର ପର୍ଯ୍ୟନ୍ତ ବାଇକ୍‌କୁ ଘୋଷାଡ଼ି ନେଲା ବସ୍‌; ଝିଅ ମୃତ, ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ

ବଲାଙ୍ଗୀର (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା। ଅଧା କିଲୋମିଟର ପର୍ଯ୍ୟନ୍ତ ବାଇକ୍‌କୁ ଘୋଷାଡ଼ି ନେଲା ବସ୍‌। ଝିଅ ମୃତ, ସ୍ୱାମୀ-ସ୍ତ୍ରୀ ଗୁରୁତର ଆହତ। ବଲାଙ୍ଗିର ପୁଇଁତଳା ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାପା ମାଆ ଓ ଝିଅ ବାଇକ୍‌ରେ ଯାଉଥିବାବେଳେ ଏକ ବସ୍‌ ଧକ୍କା ଦେଇଥିଲା।…

ଅନନ୍ୟା ଦାସଙ୍କ ସହ ଚଞ୍ଚଳ ରାଣାଙ୍କ ଆଜି ବାହାଘର, ରୋମାଣ୍ଟିକ ସଙ୍ଗରେ ଡ୍ୟାନ୍ସ କଲେ ଆଇଏଏସ ଦମ୍ପତି

କେନ୍ୟୁଜ୍(ବ୍ୟୁରୋ):  ଆଜି ଆଇଏଏସ ଯୋଡିଙ୍କ ବାହାଘର । ବିବାହ ବନ୍ଧନରେ ଆବଦ୍ଧ ହେବେ ସମ୍ବଲପୁର ଜ଼ିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜ଼ିଲ୍ଲାପାଳ ଚଞ୍ଚଳ ରାଣା । ତା ପୂର୍ବରୁ ଉଭୟଙ୍କ ସଙ୍ଗୀତର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜ଼ିଲ୍ଲାପାଳ ଯୋଡି ଡ୍ୟାନ୍ସ କରୁଥିବାର ଭିଡିଓ କଳିଙ୍ଗ…

ରାସ୍ତାରେ ରଖିଲେ ପଥର, ଟ୍ରକ୍ ଅଟକାଇଲେ; ମାରଣାସ୍ତ୍ର ଦେଖାଇ ଲୁଟିନେଲେ

ବଲାଙ୍ଗିର (କେନ୍ୟୁଜ): ଅନ୍ଧାର ରାତିର ସୁଯୋଗ ନେଇ ରାସ୍ତାରେ ପଥର ରଖି ଗାଡ଼ି ଅଟକାଇଲେ। ବଲାଙ୍ଗିର ସିନ୍ଧେକେଲା ଥାନା ଶ୍ରୀରାମ ଛକ ଠାରେ ବିଳମ୍ବିତ ରାତିରେ ହୋଇଛି ଲୁଟ। ମାରାଣସ୍ତ୍ର ଦେଖାଇ ଟ୍ରକ୍‌ ଡ୍ରାଇଭରଙ୍କଠାରୁ ଲୁଟି ନେଲେ ଟଙ୍କା ପଇସା ଓ ମୋବାଇଲା। ଏଭଳି ଘଟଣା ଘଟିଛି ବଲାଙ୍ଗିର…

ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକର ପ୍ରେମ ନିବେଦନ, ପାଣିଟାଙ୍କିରେ ପଶି ଆତ୍ମହତ୍ୟା ଉଦ୍ୟମ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୋଲେ ଫିଲ୍ମ ଷ୍ଟାଇଲରେ ପ୍ରେମିକର ପ୍ରେମ ନିବେଦନ। ପ୍ରେମ ନିବେଦନ କରିବାକୁ ପାଣି ଟାଙ୍କି ଉପରେ ଚଢିଗଲେ ପ୍ରେମିକ। ବଲାଙ୍ଗିର ଜିଲ୍ଲା ଦେଓଗାଁରେ ପ୍ରେମିକର ଏଭଳି ନାଟକ ଦେଖିବାକୁ ମିଳିଛି। ଦେଓଗାଁର କୁଠୁର୍ଲା ଗାଁରେ ଜଣେ ଯୁବକ ପାଣି ଟାଙ୍କି ଉପରକୁ ଚଢିଯାଇ…

ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା…

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ଆଜି ସରୁଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ । ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ…