Browsing Tag

balasore

ଶିକ୍ଷକଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ଶିକ୍ଷକଙ୍କ ଗୋଇଠା ମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ । ଖନ୍ତାପଡ଼ା ଥାନା ଅନ୍ତର୍ଗତ କୁଳି ଗାଁ ବଂଶୀଧର ବିଦ୍ୟାପୀଠରେ ଘଟଣା ଘଟିଛି। ଅଭିଯୋଗ ମୁତାବକ, କୃଷ୍ଣାନନ୍ଦପୁର ଶାସନ ଗାଁର ଦଶମ ଶ୍ରେଣୀ ଛାତ୍ର ସୁମନ ଦାଶଙ୍କୁ ସ୍କୁଲର…

ନିଷ୍ଠୁର ହୋଇଗଲା ମା’: ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା

ବାଲେଶ୍ଵର (କେନ୍ୟୁଜ): ମେଡିକାଲ ପାଇଖାନା ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ। ନବଜାତ ଶିଶୁକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଦେଲା । ଲୋକମାନେ ନବଜାତ ଶିଶୁ…

ବାଲେଶ୍ୱରରେ ଫୁଟିଲା ଗୁଳି, ଯୁବକ ଗୁରୁତର

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ସହରର ଶୋଭାରମପୁରରେ ଗତକାଲି ରାତିରେ ଜଣେ ଯୁବକକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଆହତ ହୋଇଥିବା ଯୁବକଙ୍କ ନାଁ ବିନୟ କୁମାର। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ସ୍ମାର୍ଟସ୍କୁଲରେ ନାହାନ୍ତି ଶିକ୍ଷକ, ଜାଣନ୍ତୁ କେମିତି ଚାଲିଛି ପାଠପଢ଼ା

ଆଧୁନିକ ଡିଜାଇନରେ ନିର୍ମାଣ କରାଯାଇଛି ସ୍କୁଲ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଗୋଟିଏ ହେଲେ ବି ଶିକ୍ଷକ ନାହାନ୍ତି । ସରକାର ଶିକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି କରୁଛନ୍ତି । ପିଲାମାନେ କିଭଳି ଭଲ ଭାବେ ଶିକ୍ଷା ଲାଭ କରିପାରିବେ ସେଥିପାଇଁ ବଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଉଛି ।…

ପ୍ରଶ୍ନପତ୍ର ଲିକ୍‌ ପାଇଁ ଡିଲ ବେଳେ ଚଢଉ, ୧୦ ଦଲାଲ ଗିରଫ

ପ୍ରଶ୍ନପତ୍ର ଲିକ୍‌ ପାଇଁ ଡିଲ ବେଳେ ବଡ଼ଧରଣର ଚଢଉ। ବାଲେଶ୍ୱର ଦୀଘାର ଏକ ହୋଟେଲରେ ଡିଲ୍‌ ବେଳେ ବାଲେଶ୍ୱର ସାଇବର ଥାନା ଓ ତଳସାରୀ ମେରାଇନ ଥାନା ପୋଲିସ ମିଳିତ ଚଢଉ କରିଥିଲେ। ଚଢଉ ବେଳେ ୧୦ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଏହାର କିଙ୍ଗପିନ୍‌ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।…

ମର୍ମନ୍ତୁଦ ସିରିଜ୍‌ ଦୁର୍ଘଟଣା: ୮ ଗୁରୁତର

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା, ୮ ଜଣ ଗୁରୁତର । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା । ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍‌ରେ ଫେରୁଥିଲେ।…

ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ

ବାଲେଶ୍ୱର(କେନ୍ୟୁଜ) : ଜେଇଙ୍କୁ ସଂଘବଦ୍ଧ ଆକ୍ରମଣ। ବିବାହ ଭୋଜି ଖାଇ ଫେରିବାବେଳେ ମରଣାନ୍ତକ ଆକ୍ରମଣ। ବିଦ୍ୟୁତ୍‌ କାଟ୍‌ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନୀଳଗିରି ବିଦ୍ୟୁତ୍‌ ବିଭାଗ ଜେଇ ପାର୍ଥ ସାରଥୀ ବାରିକ ଓ ଜଣେ କର୍ମଚାରୀ ବିବାହ ଭୋଜି ଖାଇ ଫେରିବାବେଳେ…

ଅପରେସନ୍ ଅଧାରେ ରୋଗୀକୁ ଛାଡ଼ି ଚାଲିଗଲେ ଡ଼ାକ୍ତର, ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ବର (କେନ୍ୟୁଜ): ଅପରେସନ୍ ଅଧାରେ ରୋଗୀକୁ ଅପରେସନ୍‌ ଟେବୁଲରେ ଛାଡ଼ି ଚାଲିଗଲେ ଡ଼ାକ୍ତର । ରୋଗୀଙ୍କୁ ଅଧା ଅପରେସନ କରି ଡାକ୍ତର ଫେରାଇଦେବା ଯୋଗୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଲେଶ୍ବର ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂହୋମ୍‌ ବିରୁଦ୍ଧରେ…

ଛାତରୁ ପଡି ମେଡିକାଲ ଛାତ୍ରଙ୍କ ମୃତ୍ୟୁ, ବାପାଙ୍କୁ ଶେଷ ମେସେଜରେ ଲେଖିଥିଲେ ଆଇ ଲଭ୍‌ ୟୁ

ବାଲେଶ୍ୱର (କେନ୍ୟୁଜ): ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ। ମୃତକ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ୩ୟ ବର୍ଷର ଛାତ୍ର ହିତେଷ୍ଣୁ ଦାସ। ଗତକାଲି ରାତିରେ ହିତେଷ୍ଣୁ ସିନେମା ଦେଖି ସାଙ୍ଗଙ୍କ ସହ ହଷ୍ଟେଲ ଫେରିଥିଲେ। ଏହାପରେ ବାପାଙ୍କୁ ଆଇ ଲଭ୍‌ ୟୁ ମେସେଜ ଦେବା ପରେ ଛାତରୁ ଡେଇଁଥିବା ସୂଚନା…

ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ: ୨ ମୃତ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧୀନ କଣ୍ଟାବଣିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା ଦ୍ରୁତଗାମୀ ପିକ୍ ଅପ୍ ଭ୍ୟାନ। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ସ୍ଥାନୀୟ କଣ୍ଟାବଣିଆ ଅଞ୍ଚଳର । ଦୁର୍ଘଟଣା ପରେ…

ଅଜଣା ପୋକକୁ ନେଇ ଗାଁରେ ଆତଙ୍କ, କାମୁଡି ଦେଲେ ଫୁଲିଯାଉଛି ଲୋକଙ୍କ ହାତ ଗୋଡ

ବାଲେଶ୍ୱର (କେନ୍ୟୁଜ): ଗାଁ ସାରା ପୋକ ସାଲୁବାଲୁ । ପାଦ ପକାଇବା ବି କଷ୍ଟକର ହୋଇପଡୁଛି । ଖାଇବା ଥାଳି ଓ ପାଣିରୁ ବାହାରୁଛନ୍ତି ଅଜଣା ପୋକ । ବାଲେଶ୍ୱର ଜିଲ୍ଲା ଗେଙ୍ଗୁଟି ପଞ୍ଚାୟତ ଜମ୍ଭେଶ୍ୱରପୁର ଗାଁରେ ଛାରପୋକ ପ୍ରଜାତିର ପୋକ ଆତଙ୍କ । ଇଏ କେଉଁ ପ୍ରଜାତିର ପୋକ? କେଉଁଠୁ ଆସୁଛି? ତାହା…

ବାଲେଶ୍ୱରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ, ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ବାଲେଶ୍ୱର (କେନ୍ୟୁଜ): ୩୦ ତାରିଖରେ ରାମନବମୀ । ବାଲେଶ୍ୱରରେ ରାମ ନବମୀ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ବାଲେଶ୍ୱର ପୋଲିସ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ସହରରେ ଫ୍ଲାଗ ମାର୍ଚ୍ଚ । ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ କରାଯିବା ନେଇ ପୋଲିସର ବ୍ୟାପକ ପ୍ରସ୍ତୁତି ହୋଇଛି । ରାମନବମୀ ପାଇଁ…