କର୍ଣ୍ଣାଟକରେ ଚାଲିବ ନାହିଁ ରାପିଡୋ- ଓଲା, ୬ମାସରେ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କର୍ଣ୍ଣାଟକ ହାଇକୋର୍ଟ ରାପିଡୋ, ଓଲା ଏବଂ ଟ୍ୟାକ୍ସି ଭଳି ଯାନବାହାନ ସେବା ଉପରେ ରୋକ ଲଗାଇଛନ୍ତି । ୬ମାସ ମଧ୍ୟରେ ଏହାର ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଏହି କମ୍ପାନୀରେ କାମ କରୁଥିବା ଲୋକଙ୍କୁ ବଡ ଝଟକା ଦେଇଛି।
ନିକଟରେ ହାଇଦ୍ରାବାଦର କ୍ୟାବ୍ ଡ୍ରାଇଭରମାନେ…