Browsing Tag

basudevpur

ରାସ୍ତାରେ ଛିଡା ହୋଇଥିବା ଟ୍ରକ ପଛରେ ପିଟିହେଲା ଆଉ ଏକ ଟ୍ରକ, ଡ୍ରାଇଭର ମୃତ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ବାଲିମୁଣ୍ଡା ପଂଚାୟତ ନନ୍ଦପାଟଣା ଛକ ନିକଟରେ ସଡକ ଦୁର୍ଘଟଣା। ଟ୍ରକ ପଛ ପଟକୁ ଆଉ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି…

ଜମି ବାଡି଼କୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ: ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆନ୍ଦୋଳା ପଞ୍ଚଯାତର ଜୁରାଗଡ଼ିଆ ଗ୍ରାମରେ ଜମି ବାଡି଼କୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ଭୁଜାଲି ଦ୍ୱାରା ମାହିଲାଙ୍କୁ ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ଓ ପରେ ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ବାସୁଦେବପୁରରେ ଅନୁଷ୍ଠିତ ହୋଇଛି ବିଶ୍ୱଶାନ୍ତି ମହାଯଜ୍ଞ

ହିନ୍ଦୁ ଧର୍ମରେ ଅଛନ୍ତି ୩୩ କୋଟି ଦେବଦେବୀ। ତା ସାଙ୍ଗକୁ ପ୍ରତ୍ୟେକ ଦେବଦେବୀଙ୍କ ର ରହିଛି ଭିନ୍ନ ଭିନ୍ନ ପରମ୍ପରା। ସେହିପରି ହିନ୍ଦୁ ଧର୍ମରେ ଯଜ୍ଞର ପରମ୍ପରା ବୈଦିକ କାଳରୁ ଚାଲିଆସୁଛି। ହିନ୍ଦୁ ଧର୍ମ ଗ୍ରନ୍ଥରେ ମନୋକାମା ପୂର୍ତ୍ତି ପାଇଁ ତଥା ଅନିଷ୍ଟକୁ ଖଣ୍ଡନ କରିବା ପାଇଁ ଯଜ୍ଞ…

ଓଃ କି ବର୍ବରତା ? ଷଣ୍ଢ ମୁହଁରେ ଓ ପଛରେ ନିଆଁ ଲଗାଇ ଭାଇରାଲ କଲେ

ବାସୁଦେବପୁର (କେନ୍ୟୁଜ୍): ହୃଦୟ ବିଦାରକ ବର୍ବରକାଣ୍ଡ। ମଣିଷ କଣ ଏମିତି ବର୍ବର ହୋଇ ପାରେ ? ଫସଲ ଖାଇଗଲା ବୋଲି ଗୋଟିଏ ଷଣ୍ଢ ପଛରେ ନିଆଁ ଲଗାଇ ଦେଲେ ଯୁବକ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ। କିଛି ଯୁବକ ଏଭଳି ଅମାନୁଷିକ କାମ କରିଛନ୍ତି ଯାହାକୁ ଶୁଣିବା ମାତ୍ରେ ଯାହାର…

ବାସୁଦେବପୁର ଇରମ ନୂଆଗାଁରୁ ଦେଶୀ ମଦ ଜବତ, ଦୁଇ ଯୁବକ ଗିରଫ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଇରମ ନୂଆ ଗାଁଠାରୁ ୧୩୫ ଲିଟର ଜିଞ୍ଜର ଏବଂ ୨୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ।  ଏଥିରେ ସମ୍ପୃକ୍ତ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ ଜବତ କରିଛି ଅବକାରୀ ପୋଲିସ। ତେବେ ଦୁଇ…

ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର ଘଟଣା: ଶିକ୍ଷକ କଳ୍ପତରୁ ମଲ୍ଲିକ ନିଲମ୍ବିତ

ବାସୁଦେବପୁର(କେନ୍ୟୁଜ୍): ଛାତ୍ରୀଙ୍କୁ ମାଡ଼ ମାରି ଗୁରୁତର କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ମାଡ଼ ମାରିଥିବା ଶିକ୍ଷକ କଳ୍ପତରୁ ମଲ୍ଲିକ। ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ କଳ୍ପତରୁଙ୍କୁ ନିଲମ୍ବନ କରିଛନ୍ତି। ଗତକାଲି ବାସୁଦେବପୁର ବ୍ଲକ ସୁନାମୁହିଁ ସରକାରୀ ଉଚ୍ଚ…

ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଜଗନାଥପୁର ପଞ୍ଚାୟତ ବଛଦା ପାଡ଼ି ସାହିରେ ଆଜି ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ କିଛି ଗାଁଲୋକ ମାଛ ଧରିବାକୁ ଯାଉଥିବାବେଳେ ସୁକାନ୍ତ ମଲ୍ଲିକ ବାଡ଼ିରେ ଥିବା ଏକ ଆକାଶୀ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ…

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଭୁଜାଲି ମାଡ଼, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବାସୁଦେବପୁର(କେନ୍ୟୁଜ୍):  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଭୁଜାଲି ମାଡ଼ । ଘଟଣା ଘିଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଡୁଆ ପଞ୍ଚାୟତର ପଡୁଆ ଗାଁରେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ସୋର ଡାକ୍ତରଖାନା ପରେ କଟକ ସ୍ଥାନାନ୍ତର କରାଯାଇଛି । ସେହି ପଞ୍ଚାୟତର ଭରତ ମଳିକ…

ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲେ ଦୁଇ ଯୁବକ, ଜଣେ ମୃତ ଆଉ ଜଣେ ଗୁରୁତର

ବାସୁଦେବପୁର(କେନ୍ୟୁଜ):  ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ଦାରୀ ବଡପୋଲ ନିକଟରେ ଦୁଇ ଜଣ ବାଇକ୍ ଆରୋହୀ ପୋଲ ତଳକୁ ଖସିପଡି ଜଣକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି। । ମୃତ ଯୁବକ ହେଲେ ସିମୁଳିଆ ଥାନା କହ୍ନେଇବିନ୍ଧା ରାମଚନ୍ଦ୍ରପୁର…