Below header
Browsing Tag

bcci

ପାକିସ୍ତାନ ମ୍ୟାଚ୍‌ ନେଇ ବଢିଲା ବିସିସିଆଇ ଚିନ୍ତା, ପୁଣି ବଦଳିପାରେ ବିଶ୍ୱକପ ୨୦୨୩ ସୂଚୀ

ବିଶ୍ୱକପ ୨୦୨୩ ଆଉ ଦୁଇ ମାସ ପରେ ଆରମ୍ଭ ହେବ । ଏହା ମଧ୍ୟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ବିଶ୍ୱକପ ସୂଚୀରେ ପରିବର୍ତ୍ତନ କରିବା ପାଇଁ ଦାବି କରି ବିସିସିଆଇର ଟେନସନ ବଢାଇ ଦେଇଛି । ବିସିସିଆଇ ଆଇସିସି ସହିତ ମିଶି ବିଶ୍ୱକପ ୨୦୨୩ ପାଇଁ ୧୦୦ ଦିନର ସୂଚୀ ଘୋଷଣା କରିଥିଲା । କିନ୍ତୁ ଭାରତ…

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

ଭାରତୀୟ କ୍ରିକେଟ ବୋର୍ଡ ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ । ଭାରତର ୮୮ ଘରୋଇ ମ୍ୟାଚ ଜରିଆରେ ଟିଭି ଏବଂ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରି ପ୍ରାୟ ୧ ଆରବ ଡଲାର ଆୟ କରିବା ଆଶା କରାଯାଉଛି । ଗତ ୫ ବର୍ଷରେ ଏହି ଆୟ ୯୪ କୋଟି ୪୦ ଲକ୍ଷ ଡଲାର ଥିବା ବେଳେ ଆଗାମୀ…

ଆୟରଲାଣ୍ଡ ବିପକ୍ଷ ଟି ୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ; ବୁମରା ଅଧିନାୟକ, ଋତୁରାଜ ଉପଅଧିନାୟକ

ଆୟରଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ଆଉ ଏଥିରେ ଟିମର ଦାୟିତ୍ୱ ନେବେ ଯଶପ୍ରୀତ ବୁମରା । ଆଉ ଉପଅଧିନାୟକ ପଦ ଋତୁରାଜ ଗାୟକଓ୍ଵାଡଙ୍କୁ ମିଳିଛି । ଅଗଷ୍ଟ ୧୮ରେ ଡବଲିନରେ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜରେ ପାଇଁ ନୂଆ ଅଧିନାୟକ…

କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ବଡ ଖବର, ଭାରତ- ପାକିସ୍ତାନ ମ୍ୟାଚ୍‌ ପାଇଁ ବଦଳିପାରେ ତାରିଖ !

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଛି । ଏହା ମଧ୍ୟରେ ମ୍ୟାଚ୍‌କୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତ- ପାକିସ୍ତାନ ମ୍ୟାଚ୍‌ ତାରିଖ ବଦଳିବ ବୋଲି ଚର୍ଚ୍ଚା ଚାଲିଛି । ଅକ୍ଟୋବର ୧୫ରେ ନବରାତ୍ରୀ…

ରିଙ୍କୁ ସିଂଙ୍କ ଖୋଲିଲା ଭାଗ୍ୟ, BCCI ଓ୍ଵାନଡେ ଟିମ୍‌ରେ ହେଲେ ସାମିଲ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଶେଷ ସିଜନରେ ଧମାଲ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ବିସିସିଆଇ ଏକ ବଡ଼ ପୁରସ୍କାର ଦେଇଛି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିବା ଏହି ଦମଦାର ବ୍ୟାଟ୍ସମ୍ୟାନ୍ ରାତାରାତି ଷ୍ଟାର ହୋଇଥିଲେ । ସେ ଆଇପିଏଲ୍ ମ୍ୟାଚ୍ ଇନିଂସର ଶେଷ ଓଭରରେ…

ଟି -୨୦ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କଲା ବିସିସିଆଇ

କେନ୍ୟୁଜ୍(ବ୍ୟୁରୋ):  ଟି -୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ଟିକିଆ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଖେଳିବ ଟିମ୍‌ । ଓ୍ଵିକେଟ କିପର ଭାବେ ଖେଳିବେ ଇଶାନ କିଶାନ ଓ ସଞ୍ଜୁ ସାମସନ ।…

ବିଶ୍ୱକପ ୨୦୨୩ ଆୟୋଜନ କରୁଥିବା ସମସ୍ତ ଷ୍ଟେଟ ଆସୋସିଏସନକୁ ଚିଠି ଲେଖିଲା ବିସିସିଆଇ, ସମସ୍ତଙ୍କୁ କଲା ଏମିତି ନିବେଦନ

ବିଶ୍ୱକପ୍‌ ୨୦୨୩ର ଆୟୋଜନ ଚଳିତଥର ଭାରତ କରୁଛି । ବିସିସିଆଇ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ପ୍ରଥମ ଥର ପାଇଁ ଭାରତ ଏକୁଟିଆ ମେଗା ଇଭେଣ୍ଟର ଆୟୋଜନ କରୁଛି । ଚଳିତବର୍ଷ ବିଶ୍ୱକପରେ ଭାରତର ୧୨ଟି ସ୍ଥାନରେ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ବିସିସିଆଇ ସଚିବ ଜୟ ଶାହା…

ବାଂଲାଦେଶ ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା, ବାଦ୍‌ ପଡିଲେ ଷ୍ଟାର ଖେଳାଳି

ବାଂଲାଦେଶ ଟୁର ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଘୋଷଣା ହୋଇଛି । ବାଂଲାଦେଶ ବିପକ୍ଷରେ ଟିମ୍‌ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମ୍ୟାଚ୍‌ ଏବଂ ଦିନିକିଆ ମ୍ୟାଚ ଖେଳିବ । ଏହି ସିରିଜର ସମସ୍ତ ମ୍ୟାଚ୍‌ ମିରପୁରର ଶେର ଏ ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଟିମରେ ରେଣୁକା…

ବିଶ୍ୱକପ୍‌ ପାଇଁ ସଜେଇ ହେବ ସବୁ ଷ୍ଟାଡିୟମ, ୫୦୦ କୋଟି ଖର୍ଚ୍ଚ କରିବ ବିସିସିଆଇ

ବିଶ୍ବକପ୍ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ଚଳିତବର୍ଷ ବିଶ୍ବକପର ଆୟୋଜନ ଭାରତ କରୁଛି । ବିଶ୍ବକପ ୨୦୨୩ ପାଇଁ ସୂଚୀ ଜାରି ହୋଇଯାଇଛି । ବିସିସିଆଇ ଦ୍ବାରା ଜାରି ହୋଇଥିବା ବିଶ୍ବକପ ସୂଚୀ ମୁତାବକ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୫ ଅକ୍ଟୋବରରେ ଅହମଦାବାଦରେ ଖେଳାଯିବ । ୫…

ପାକିସ୍ତାନ କ୍ରିକେଟ ବୋର୍ଡକୁ ଝଟକା, ଭାରତ-ପାକିସ୍ତାନ ମ୍ୟାଚ ଅହମଦାବାଦରେ ହିଁ ହେବ

ଚଳିତବର୍ଷ ଦିନିକିଆ ବିଶ୍ୱକପ୍ ୨୦୨୩ ର ଆୟୋଜନ ଭାରତରେ ହେଉଛି । ଟୁର୍ଣ୍ଣାମେଣ୍ଟର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଆଜି ଘୋଷଣା ହେବ । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ। ଆଉ ଭାରତ ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଉଭୟ ଆଇସିସି ଓ…

ବିସିସିଆଇର ବଡ଼ ନିଷ୍ପତ୍ତି, ଚଳିତବର୍ଷ ଏସିଆନ ଗେମ୍ସରେ ଖେଳିବ ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ ଟିମ୍‌

ଚଳିତବର୍ଷ ଶେଷକୁ ଚୀନର ହାଗଂଜୁରେ ଏସିଆନ୍‌ ଗେମ୍ସ ୨୦୨୩ର ଆୟୋଜନ ହେବ । ଏହାକୁ ନେଇ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି । ଏଥିର ଏସିଆନ ଗେମ୍ସକୁ ବିସିସିଆଇ ମହିଳା ଏବଂ ପୁରୁଷ କ୍ରିକେଟ ଟିମ୍‌କୁ ପଠାଇବ ବୋଲି ନିଷ୍ପତ୍ତି ନେଇଛି । ଏସିଆନ ଗେମ୍ସରେ କ୍ରିକେଟ ଇଭେଣ୍ଟର ଆୟୋଜନ ଟି-୨୦ ଭଳି…

ମହିଳା କ୍ରିକେଟର୍ସଙ୍କ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କଲା ବିସିସିଆଇ, ପୁରୁଷଙ୍କ ତୁଳନାରେ ବହୁତ କମ୍‌ ଫି ମିଳିବ

ମହିଳା କ୍ରିକେଟର୍ସଙ୍କ ନୂଆ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କଲା ବିସିସିଆଇ । ଏହି ତାଲିକାରେ ୧୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ବିସିସିଆଇ ନୂଆ ଗ୍ରେଡ ଏରେ ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ଅନ୍ୟ ୨ ଜଣଙ୍କୁ ଗ୍ରେଡ ଏରେ ସ୍ଥାନ ଦେଇଛି । ସ୍ମୃତି ମନ୍ଧାନା ଏବଂ ଦିପ୍ତୀ ଶର୍ମାଙ୍କୁ ସ୍ଥାନ…