Browsing Tag

bcci

ରାହୁଲଙ୍କ ଉପ ଅଧିନାୟକ ପଦ ଛଡାଇ ନେଲା ବିସିସିଆଇ, ଦ୍ରାବିଡଙ୍କ ସମର୍ଥନ ମଧ୍ୟ କାମ ଦେଲାନି

ବର୍ଡର-ଗାଭାସ୍କର ଟ୍ରଫିରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଟିମରେ କୌଣସି ଖାସ୍‌ ପରିବର୍ତ୍ତନ କରାଯାଇନାହିଁ । ହେଲେ କେଏଲ ରାହୁଲଙ୍କ ଠାରୁ ଉପଅଧିନାୟକ ପଦ ଛଡାଇ ନିଆଯାଇଛି । ଲଗାତାର ଖରାପ ଫର୍ମ ଯୋଗୁଁ କେଏଲ୍‌ ରାହୁଲଙ୍କ ଉପରେ ବିସିସିଆଇ…

ବିବାଦୀୟ ମନ୍ତବ୍ୟ ପଡିଲା ମହଙ୍ଗା : BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଲେ ଚେତନ ଶର୍ମା

ଇସ୍ତଫା ଦେଲେ ଚେତନ ଶର୍ମା । BCCI ମୁଖ୍ୟ ଚୟନକର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି । ବିସିସିଆଇ ସମ୍ପାଦ ଜୟ ଶାହଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ । ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଜୟ ଶାହ । ଷ୍ଟିଂ ଅପରେସନ୍‌ରେ ଫସିଥିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା ।…

ଷ୍ଟିଙ୍ଗ ଅପରେସନରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ଗୁମର ଖୋଲିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା

ଟିମ୍‌ ଇଣ୍ଡିଆର ଖେଳାଳି ନିଜକୁ ଫିଟ୍‌ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକ୍ସନ ନିଅନ୍ତି । ବିସିସିଆଇର ଚୟନ କମିଟି ମୁଖ୍ୟ ଚେତନ ଶର୍ମା ଷ୍ଟିଙ୍ଗ୍ ଅପରେସନ୍ ବେଳେ ଖୁଲାସା କରିଛନ୍ତି । ଚେତନ ଶର୍ମା କହିଛନ୍ତି, ଭାରତୀୟ କ୍ରିକେଟର ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ପାଇଁ ପେନ୍…

ଧର୍ମଶାଳା ନୁହେଁ ଇନ୍ଦୋରରେ ହେବ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ, ବିସିସିଆଇ ନେଲା ନିଷ୍ପତ୍ତି

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ହେବନାହିଁ । ଏଥିପାଇଁ ଭାରତୀୟ କ୍ରିକେଟ ବୋର୍ଡ(ବିସିସଆଇ) ଧର୍ମଶାଳା ଟେଷ୍ଟ ପାଇଁ ବିକଳ୍ପ ସ୍ଥାନ ଖୋଜୁଛି । ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ଧର୍ମଶାଳାରେ ହେବାକୁ ପୂର୍ବରୁ ନିର୍ଦ୍ଧାରିତ…

ଭାରତର ଇନିଂସ ବିଜୟ, ଅଢେଇ ଦିନରେ ୧୩୨ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ବର୍ଡର ଗାଭାସ୍କର ଟ୍ରଫିରେ କମାଲ କଲା ଭାରତ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ମାତ୍ର ଅଢେଇ ଦିନରେ ଶେଷ। ନାଗପୁର ଟେଷ୍ଟ ଜିତିଲା ରୋହିତ ବାହିନୀ । ଇନିଂସ ଓ ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ଝଟ୍କା ଦେଇଛି ଟିମ୍ ଇଣ୍ଡିଆ । ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଯୋଡି କଙ୍ଗାରୁ ଦଳର ମେରୁଦଣ୍ଡ…

ଆକ୍ସନ ମୋଡରେ ବିସିସିଆଇ, ଖରାପ ବୋଲିଂ ଯୋଗୁଁ ଟିମରୁ ବିଦା ହେଲେ ହର୍ଷଲ ପଟେଲ

ଆକ୍ସନ ମୋଡରେ ବିସିସିଆଇ । ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ଟିମ୍‌ ବିଦା କରିଛି ବିସିସିଆଇ । ଖରାପ ବୋଲିଂ ଯୋଗୁଁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ଭାରତୀୟ ଟିମରୁ ଡ୍ରପ ହେବା ପରେ ଏବେ ଖେଳାଳିଙ୍କ କ୍ୟାରିଅର ସଙ୍କଟରେ । ଯଦି ଆଗକୁ ଏହି ଖେଳାଳିଙ୍କୁ ଟିମରେ ସ୍ଥାନ ନ ମିଳେ,…

ଚାମ୍ପିଅନ ହେବା ପରେ ପଡିଆରେ ‘କାଲା ଚଷମା’ ଗୀତରେ ଡ୍ୟାନ୍ସ କଲେ ଅଣ୍ଡର-୧୯ ଟିମ୍‌ ଖେଳାଳି, ଦେଖନ୍ତୁ ଭିଡିଓ

ଅଣ୍ଡର-୧୯ ବିଶ୍ୱକପ ଜିତିବା ପରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ଖୁସି ନ କହିଲେ ସରେ । ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ଯାହାକୁ ଭାରତ ୭ ଓ୍ଵିକେଟରେ ଜିତିନେଇଥିଲା । ଇଂଲଣ୍ଡ ୧୭ ଓଭରରେ ୬୮ ରନରେ ଅଲଆଉଟ୍‌ ହୋଇଥିଲା । ତେବେ ବିଶ୍ୱକପ…

ଅଣ୍ଡର-୧୯ ମହିଳା ଟିମ୍‌କୁ କୋଟି କୋଟି ଟଙ୍କାର ପୁରସ୍କାର ଦେବ ବିସିସିଆଇ, ଜୟ ଶାହା କଲେ ଘୋଷଣା

ଭାରତୀୟ ମହିଳା ଟିମ୍‌ କ୍ରିକେଟ ଟିମ୍‌ ଆଇସିସି ଅଣ୍ଡର-୧୯ ଟି୨୦ ବିଶ୍ୱକପ ଜିତିନେଇଛି । ଇଂଲଣ୍ଡକୁ ୭ ଓ୍ଵିକେଟ ହରାଇ ଇତିହାସ ରଚିଛି ଭାରତ । ପ୍ରଥମଥର ପାଇଁ ମହିଳା ଟିମ୍‌ ଆଇସିସି ଟ୍ରଫି ଜିତିଛି । ଟିମ୍‌ ଇଣ୍ଡିଆର ଏଭଳି ପ୍ରଦର୍ଶନ ଦେଖି ବିସିସିଆଇ ବହୁତ ଖୁସି ରହିଛି। ଆଉ ଟିମକୁ କୋଟି…

ତୃତୀୟ ଦିନିକିଆ ପୂର୍ବରୁ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ଦର୍ଶନ କରିବା ପାଇଁ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଶ୍ରୀଲଙ୍କା ବିପକ୍ଷରେ ତିରୁଅନନ୍ତପୁରମରେ ତୃତୀୟ ଦିନିକିଆ ମ୍ୟାଚ୍‌ ଆଜି ଖେଳିଯିବ । ଆଉ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ପ୍ରାର୍ଥନା କରିବା ପାଇଁ ଯାଇଛନ୍ତି। କିଛି ଖେଳାଳି ଏବଂ ବିସିସିଆଇ ଅନ୍ୟ କର୍ମକର୍ତ୍ତା ମନ୍ଦିର ପହଞ୍ଚି…

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଜସପ୍ରୀତ ବୁମରା, BCCI ଜଣାଇଲା କାରଣ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ ଝଟକା । ଦିନିକିଆ ସିରିଜରୁ ବାଦ୍‌ ପଡିଲେ ଷ୍ଟାର ବୋଲର ଜସପ୍ରୀତ ବୁମରା । ବୁମରା ଟିମରେ ସ୍ଥାନ ପାଇବା ପାଇଁ ଫ୍ୟାନ୍ସ ଖୁସି ହୋଇଯାଇଥିଲେ । ହେଲେ ଏବେ ତାଙ୍କ ବାଦ୍‌ ପଡିବା ନେଇ ଫ୍ୟାନ୍ସ ନିରାଶ ରହିଛନ୍ତି । ଗତ…

ବିସିସିଆଇର ୫ ଜଣିଆ ଚୟନ କମିଟି ଘୋଷିତ : ଚେତନା ଶର୍ମାଙ୍କୁ ପୁଣି ମିଳିଲା ଅଧ୍ୟକ୍ଷ ପଦ, ଚୟନ କମିଟିରେ ଓଡ଼ିଶାରୁ…

ନୂଆଦିଲ୍ଲୀ : ବିସିସିଆଇର ୫ ଜଣିଆ ଚୟନ କମିଟି ଘୋଷିତ । ପୂର୍ବତନ କ୍ରିକେଟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି । ଚୟନ କମିଟିରେ ଓଡ଼ିଶାରୁ…

ବିଶ୍ୱକପ ୨୦୨୩ ପାଇଁ ପ୍ରସ୍ତୁତ ବିସିସିଆଇ, ସର୍ଟଲିଷ୍ଟ କଲା ୨୦ ଜଣ ଖେଳାଳିଙ୍କ ନାମ

ନୂଆବର୍ଷ ଆରମ୍ଭରୁ ୨୦୨୩ ବିଶ୍ୱକପ ପାଇଁ ପ୍ରସ୍ତୁତି କରିଛି ବିସିସିଆଇ । ଫିଟନେସ ଦୃଷ୍ଟିରେ ରଖି ୨୦ ଜଣିଆ ଖେଳାଳି ସର୍ଟଲିଷ୍ଟ ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ବିଶ୍ୱକପ ଟିମରେ ସାମିଲ କରାଯିବ। ତେବେ ଏହା ପୂର୍ବରୁ ଏହି ଖେଳାଳିଙ୍କୁ ପର୍ଯ୍ୟାୟ କ୍ରମେ ଭାରତୀୟ ଟିମରେ ଖେଳିବାର ସୁଯୋଗ…