Browsing Tag

benefits for skin

କେବଳ ତ୍ୱଚା ନୁହେଁ କେଶ ପାଇଁ ବି ବହୁତ ଲାଭଦାୟକ ହୋଇଥାଏ ହଳଦୀ, ଜାଣନ୍ତୁ କିପରି କରିବେ ବ୍ୟବହାର

ହଳଦୀ ଯାହା ଆପଣଙ୍କ ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ହୁଏ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଚର୍ମର ଅନେକ ସମସ୍ୟାକୁ ଦୂର କରିବା ଏବଂ ସୌନ୍ଦଯ୍ୟ ବୃଦ୍ଧି ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇଛି। କିନ୍ତୁ ଆପଣ ଜାଣିଛନ୍ତି କି କେଶ ପାଇଁ…

ମଧୁମେହ ରୋଗୀମାନେ ଖାଆନ୍ତୁ ନିମ୍ବ ଫୁଲ, ଆଉ ଦେଖନ୍ତୁ ଏହାର ଫାଇଦା

ଆୟୁର୍ବେଦରେ ନିମ୍ବ ଗଛକୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବୋଲି କୁହାଯାଏ। ନିମ୍ବ ଗଛର ସମସ୍ତ ଅଂଶ ଫଳ, ପତ୍ର, ଛେର ଏବଂ ନିମ୍ବ ଫୁଲ ଭଳି ବିଭିନ୍ନ ରୋଗର ଉପଶମ ପାଇଁ ବ୍ୟବହୃତ ହୁଏ। ଆଜି ଆମେ ଆପଣଙ୍କୁ ନିମ୍ବ ଫୁଲର ଉପକାରିତା ବିଷୟରେ କହିବାକୁ ଯାଉଛୁ । ଆୟୁର୍ବେଦରେ ନିମ୍ବ ପତ୍ର ସହିତ…

ମୁହଁରୁ ଦାଗ ହଟାଇବା ସହ ଚମକ ଆଣିବା ପାଇଁ ବେକିଂ ସୋଡାର କରନ୍ତୁ ଏପରି ବ୍ୟବହାର, ମିଳିବ ଫାଇଦା

ନିଜ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ମହିଳା ମାନେ ମହଙ୍ଗାରୁ ମହଙ୍ଗା ଦ୍ରବ୍ୟ ବ୍ୟବହାର କରିଥାନ୍ତି କିନ୍ତୁ ଏମିତି କିଛି ଘରୋଇ ଉପଚାର ରହିଛି ଯାହାର ବ୍ୟବହାରରେ ଆପଣ ବିୟୁଟି ପାର୍ଲର ପରି ଚମକ ପାଇ ପାରିବେ। ରୋଷେଇ ଘରେ ରଖାଯାଇଥିବା ବେକିଂ ସୋଡାକୁ ବ୍ୟବହାର କରନ୍ତୁ, ଚେହେରାରେ ଚମକ…