ଲୋକଙ୍କ ମନରେ ତାଜା ହୋଇଛି କୁମ୍ଭୀର ଭୟ, ଆତଙ୍କରେ ଗାଁ ଲୋକେ
ଭଦ୍ରକ (କେନ୍ୟୁଜ୍): ଭାବୁଛନ୍ତି କି ବର୍ଷା ଦିନ ତ ସରିଲା ଆଉ ଏବେ କୁମ୍ଭୀର ଭୟ ନାହିଁ । ଯଦି ଆପଣମାନେ ଏପରି କିଛି ଭାବୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏବେ ବି ଉଛୁଳା ନଈରେ ଭାସୁଛି ବଉଳା କୁମ୍ଭୀର । ଆଉ ଏହି କୁମ୍ଭୀର କେତେବେଳେ ଗାଈ ଟାଣି ନେଉଛି ତ ଆଉ କେତେବେଳେ ମଣିଷ ଟାଣି…