Browsing Tag

bhadrak

ପାରିବାରିକ କଳହ ବିବଶ କଲା: ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ

ଭଦ୍ରକ(କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି। ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ତୋଫାନୀ ପା। ସେ ସରକାରୀ ବାସଭବନରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଘଟଣା ବିଷୟରେ ଜାଣିବା ପରେ ତିହିଡି ପୋଲିସ ତଦନ୍ତ…

ରାସନ ସାମଗ୍ରୀକୁ ହଡ଼ପ କରିନେଲେ ରିଟେଲର ବାବୁ

ଲୋକଙ୍କ ରାସନ ସାମଗ୍ରୀକୁ ହଡପ କରିନେଲେ ରିଟେଲର ବାବୁ। ଖାଉଟିଆଙ୍କ ପାଇଁ ସରକାର ଯୋଗାଉଥିବା ଖାଦ୍ୟ ସାମଗ୍ରୀକୁ ନିଜ ହିସାବରେ ଅଧା କରି ଦେଉଥିଲେ । ପରେ ଦିଆଯିବ କହି ଲୋକଙ୍କୁ ଠକି ଚାଲୁଥିଲେ । ଲୋଭ ତାଙ୍କୁ ଏମିତି ବାୟା କଲା ଯେ ଥରେ ଭାବିଲେନି ଏହାର ପରିଣାମ କଣ ହେବ । ଏମିତି କାମ ଚୋରି…

ଅଧାରେ ରାସ୍ତା କାମ ଛାଡି ପଳାଇଲେ ଠିକା ସଂସ୍ଥା କର୍ମଚାରୀ, ମାଟି କାଦୁଅ ରାସ୍ତାରେ ଦହଗଞ୍ଜ ହେଉଛନ୍ତି ଗ୍ରାମବାସୀ

ଅଧାରେ ବନ୍ଦ ହେଇଗଲା ରାସ୍ତା କାମ । କାମ ଛାଡି ପଳାଇଲେ ଠିକା ସଂସ୍ଥା କର୍ମଚାରୀ । ଭଲ ରାସ୍ତା ନଥିବାରୁ ବର୍ଷା କାରଣରୁ ହଇରାଣ ହେଉଛନ୍ତି ଗ୍ରାମବାସୀ । ଆମେ ଯେଉଁ ଚିତ୍ର ଦେଖାଉଛୁ ତାହା ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ କୁବେର ପଂଚାୟତର ଇଟାଗଡି ଗ୍ରାମ। ବାରମ୍ବାର ଗ୍ରାମବାସୀଙ୍କ…

ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟୁ: ଡାକ୍ତରଙ୍କ ଅବହେଳା ଯୋଗୁଁ ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ (କେନ୍ୟୁଜ): ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ସଳନ୍ଦୀ ହସ୍ପିଟାଲରେ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୃତ ମହିଳା ଜଣଙ୍କ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତର ଗୁହାଳୀପାଳ ଗ୍ରାମର ବସନ୍ତ ପାତ୍ରଙ୍କ ସ୍ତ୍ରୀ…

ଫୁଲୁଛି ବୈତରଣୀ: ଭଦ୍ରକରେ ବନ୍ୟା ସ୍ଥିତି, ୪ ବ୍ଲକରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି । ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଏନେଇ ୪ଟି ବ୍ଲକରେ ଥିବା ସବୁ ସ୍କୁଲ ଆଜି ଛୁଟି ଘୋଷଣା କରାଯାଇଛି। ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକ୍‌ରେ ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି…

ଦାଉ ସାଧୁଛି ଲଗାଣ ବର୍ଷା: ଘର ଭିତରେ ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ପାଣି ଆଉ ପାଣି

ଭଦ୍ରକ (କେନ୍ୟୁଜ): ଲଗାଣ ବର୍ଷାରେ ଭିଜୁଛି ଭଦ୍ରକ । ଜିଲ୍ଲାରେ ଗତକାଲି ରାତିରୁ ଝିପି ଝିପି ବର୍ଷା ସହ ପବନ ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଅଧିକ ବର୍ଷା ଯୋଗୁ ଭଦ୍ରକ ସହରର ୧୦ ନମ୍ବର ୱାର୍ଡର ଏକ…

UALB ଆକାଉଣ୍ଟ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ଧାରଣା

ଭଦ୍ରକ(କେନ୍ୟୁଜ୍): ପୁଣି ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ OSSC ପରୀକ୍ଷା ବେଳେ ଉତ୍ତେଜନା। ଅର୍ବାନ୍‌ ଲୋକଲ ବଡ଼ି ବା UALB ଆକାଉଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମହାବିଦ୍ୟାଳୟ ଆଗରେ…

ଗାଁକୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଭ୍ୟାନ, ଘଟଣା ସ୍ଥଳରେ ଚାଲିଗଲା ଜୀବନ

 ଭଦ୍ରକ(କେନ୍ୟୁଜ୍):  ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକରେ ଦୁର୍ଘଟଣା ଘଟିଛି । ବାଇକରେ ଭଦ୍ରକରୁ ନିଜ ଗାଁକୁ ଫେରୁଥିବା ବେଳେ ଏକ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ କୌଳାଷ…

ଆଜି ମୁସଲମାନ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ମହରମ, ଭଦ୍ରକ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭଦ୍ରକ (କେନ୍ୟୁଜ): ଆଜି ପବିତ୍ର ମହରମ୍‌। ଏଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ ଓ ୭ଟି କାଫିଲା ଭଦ୍ରକ କଚେରୀ ବଜାର ଦେଇ ପରିକ୍ରମା କରିବାକୁ ଥିବାବେଳେ ଅନ୍ୟ ୩୫ଟି କାଫିଲା ପୁରୁଣା ବଜାର ଅଞ୍ଚଳ ଦେଇ…

ଶାନ୍ତି ଶୃଙ୍ଖଳାର ସହିତ ମହରମ ପାଳନ ନେଇ ପ୍ରସ୍ତୁତି, ଭଦ୍ରକ ପୋଲିସ୍‌ର ବିଶାଳ ଫ୍ଲାଗମାର୍ଚ୍ଚ

ଭଦ୍ରକ(କେନ୍ୟୁଜ୍): ମହରମ ପୂର୍ବରୁ ଭଦ୍ରକରେ ପୋଲିସ୍‌ର ବିଶାଳ ଫ୍ଲାଗମାର୍ଚ୍ଚ । ଏଥିରେ ରାପିଡ଼ ଆକ୍ସନ ଫୋର୍ସ, ଓଡିଶା ଆର୍ମ ଫୋର୍ସ ସାମିଲ ଥିଲେ । ଭଦ୍ରକ ପୁରୁଣା ବଜାର ଥାନାରୁ ବାହାରି ସହର ପରିକ୍ରମା କରିଥିଲା ଫ୍ଲାଗ ମାର୍ଚ୍ଚ । ଏଥିରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ ।…

ନୃଶଂସ ! ପୁଅ ସହ ମିଶି ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ

ଭଦ୍ରକ (କେନ୍ୟୁଜ): ପୁଅ ସହ ମିଶି ସ୍ୱାମୀକୁ ହତ୍ୟା । ପାରିବାରିକ କଳହରୁ ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଂଚାୟତ ମହଲା ସାହିରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁରେଶ ମହଲା । ସୂଚନା ଅନୁଯାୟୀ ସୁରେଶ ଗାଁରେ ରହି କାମ…

ସ୍ୱାମୀ ସାଜିଲା ସୈତାନ: ନିଶାରେ ସ୍ତ୍ରୀ ଓ ୮ବର୍ଷର ପୁଅକୁ ହତ୍ୟା କରି ଅଭିଯୁକ୍ତ ଅଟକ

ଭଦ୍ରକ (କେନ୍ୟୁଜ): ଭଦ୍ରକରେ ଡବଲ ମର୍ଡର । ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାରିଲା । ପୁଅକୁ ବି ତଣ୍ଟି ଚିପି ହତ୍ୟା କରିଛି । ଭଣ୍ଡାରୀପୋଖରୀ ଥାନା କୁଶଗଡ଼ିଆ ଗାଁରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ବାପା । ମୃତକମାନେ ହେଲେ…