ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅସୁସ୍ଥ, ମୋହାଲିର ହସ୍ପିଟାଲରେ ଭର୍ତ୍ତି
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅସୁସ୍ଥ । ତାଙ୍କୁ ମୋହାଲିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ସେ ତିନିଥର ବେହୋଶ୍ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସିଏମ୍ ମାନଙ୍କର ସବୁ ପ୍ରକାରର ଡାକ୍ତରୀ…