Browsing Tag

bhubaneswar

ଜମି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ, ଅଭିଯୁକ୍ତ ମାଲିକ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଠକି ହୋଇଗଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ । ସେ ଜଣେ ଅତିରିକ୍ତ ଆଇଜି । ସେ ଡ଼ିଜି…

ନୃଶଂସ ଝିଅ: ବାପା ମୁହଁକୁ ଢାଳିଦେଲା ଡ଼ହ ଡ଼ହ ତତଲା ପାଣି, ଆଖି ସମ୍ପୂର୍ଣ୍ଣ ନଷ୍ଟ

ଭୁବନେଶ୍ୱର (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି । ମଣିଷ ରାଗ ଦେଖିଲାନି ବାପା-ଝିଅର ସମ୍ପର୍କ । ନିଜର ଜନ୍ମକଲା ବାପା ମୁହଁକୁ ଗରମ ପାଣି ଢାଳିଦେଲା ଝିଅ । ଘଟଣା ଘଟିଛି ଭରତପୁର ଥାନା ଭରତପୁର ବସ୍ତିରେ । ସୂଚନା ଅନୁସାରେ ଭରତପୁର ଅଞ୍ଚଳରେ ପାରିବାରିକ କଳହର କରୁଣ ପରିଣତି…

ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ, ଏଣିକି କାନ୍ଥ ବାଡ଼ରେ To-let ମାରିଲେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା

ଭୁବନେଶ୍ୱର (କେନ୍ୟୁଜ): ବିଏମସିର କଡ଼ା କାର୍ଯ୍ୟାନୁଷ୍ଠାନ । ଏଣିକି କାନ୍ଥବାଡ଼ରେ ଟୁଲେଟ ମାରିଲେ ଗଣିବେ ମୋଟା ଅଙ୍କର ତଣ୍ଡ। କାରଣ କାନ୍ଥବାଡ଼ କି କି ଇଲେକ୍ଟ୍ରି ଖୁଣ୍ଟରେ ବିଜ୍ଞାପନ ଲଗାଇବା ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରିବ ବିଏମସି। ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବାକୁ…

ରାଜଧାନୀରେ ରାତିକେ ସିରିଜ ଚୋରି, ଆପାର୍ଟମେଣ୍ଟରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ଗୋଟିଏ ରାତିରେ ସିରିଜ ଚୋରି। ଗାଡକଣ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଚୋର। ଗୋଟିଏ ରାତିରେ ଏକାସାଙ୍ଗରେ ୫ଟି ଫ୍ଲାଟରୁ ଲୁଟ୍ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି…

ଲୋକସଭା ଶୂନ୍ୟକାଳରେ ୱେଲନେସ ସେଣ୍ଟର ଖୋଲିବା ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କ ଦାବି

କନ୍ଧମାଳ : ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ପର୍ଯ୍ୟାପ୍ତ ହେଉ ନାହିଁ ୱେଲନେସ୍ ସେଣ୍ଟର । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ ସଂଖ୍ୟକ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ସିଜିଏଚ୍ଏସ୍ ୱେଲନେସ୍ ସେଣ୍ଟର ଖୋଲିବା ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଦାବି କରିଛନ୍ତି । ଆଜି…

ଗୁଡ଼ି ଉଡ଼ାଉଥିଲା ପୁଅ ମାଡ଼ି ଆସିଲା ଲୌହ ଦାନବ, ଦୃଶ୍ୟ ଦେଖି ହତ୍‌ବାକ୍‌ ବାପା

ଭୁବନେଶ୍ୱର: ସ୍କୁଲ୍‌ ଯାଇନଥିଲା । କେଡ଼େ ଖୁସିରେ ସାଙ୍ଗ ମାନଙ୍କ ସହ ବାହାରି ଯାଇଥିଲା ଗୁଡ଼ି ଉଡ଼ାଇବାକୁ। ହେଲେ ସେ କଣ ଜାଣିଥିଲା କାଳ ତାକୁ ହାତ ଠାରି ଡାକୁଛି ବୋଲିି । ସେ ଭାବିଥିଲା ଗୁଡ଼ି ଉଡ଼ାଇ ସନ୍ଧ୍ୟା ପୂର୍ବରୁ ଘରକୁ ପଳାଇ ଆସିବ । ମନରେ କେବଳ ଗୋଟିଏ କଥା ଚାଲୁଥିଲା ଗୁଡ଼ିଟା କେମିତି…

ଭୁବନେଶ୍ୱରରେ ବାଗେଶ୍ବର ବାବା, ପୁରୀ ଅଭିମୁଖେ କରିବେ ଯାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ୱର ଧାମ ସରକାର। ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ଥିବା ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ। ଓଡିଶାରେ ପହଞ୍ଚିବା…

ଗୁଡି ଉଡାଇବା ହେଲା କାଳ: ଟ୍ରେନ୍‌ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

ଭୁବନେଶ୍ୱର (କେନ୍ୟୁଜ): ଗୁଡି ଉଡାଇବା ହେଲା କାଳ । ଟ୍ରେନ ଧକ୍କାରେ ଗଲା ନାବାଳକଙ୍କ ଜୀବନ । ମୃତକ ଭୁବନେଶ୍ୱର ଶହୀଦନଗର ଶାନ୍ତିପାଲ୍ଲୀ ବସ୍ତିର ତପନ ସାହୁଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର । ସୂର୍ଯ୍ୟ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଖବର ଅନୁଯାୟୀ, ଶନିବାର ଅପରାହ୍ନ ସମୟରେ…

ଭୁବନେଶ୍ବରରେ ଭିଣ୍ଟେଜ କାର୍ ମେଳା, ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରେ ଭିଣ୍ଟେଜ କାର୍ ମେଳା । ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୨ ଦିନ ଯାଏ ଚାଲିବ କାର୍ଯ୍ୟକ୍ରମ । ଭାରତବର୍ଷରୁ ସୁରକ୍ଷିତ ଭାବରେ ପୁନଃରୁଦ୍ଧାର ହୋଇଥିବା ୫୦ରୁ…

ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର ! ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ

ଭୁବନେଶ୍ବର (କେନ୍ୟୁଜ): ପ୍ରେମିକା ଘର ଭିତରୁ ପ୍ରେମିକର ମୃତଦେହ ଉଦ୍ଧାର । ଭୁବନେଶ୍ବର ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏହି ଘଟଣା ଘଟିଛି । ମୃତକ ହେଲେ ପପୁନି ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ । ସେ ପିଏଚଡି ମିସ୍ତ୍ରୀ ଭାବେ କାମ କରୁଥିଲେ । ପପୁନିକୁ ହତ୍ୟା…

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସକୁ ପିଟିଲା କାର୍, ଜଣେ ମୃତ

ଭୁବନେଶ୍ୱର (କେନ୍ୟୁଜ):  ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ହୋଇଛି l ଫଳରେ ଏଥିରେ ଜଣେ ମୃତ, ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭାରସାମ୍ୟ ହରାଇ ଦ୍ରୁତଗାମୀ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡିଭାଇଡର…

ଫାୟାର ଷ୍ଟେସନ ଛକରେ ଦୁର୍ଘଟଣା, ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ବିବେକାନନ୍ଦ ହସ୍ପିଟାଲ ନିକଟରେ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲା ମୋ ବସ୍  ।  ଫଳରେ ସ୍କୁଟି ଚାଳକ ଗୁରୁତର ଭାବରେ  ଆହତ ହୋଇଛନ୍ତି ।  ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।  ସେପଟେ ଦୁର୍ଘଟଣା…