Browsing Tag

Bigg Boss

ଖୁବଶୀଘ୍ର ଖୁସି ଖବର ଦେବେ ବରୁଣ ! ବିଗ୍‌ବସ୍‌ ୧୬ ସେଟରେ ସଲମାନ ଦେଲେ ସଂକେତ

ପୁଣି ଆଉ ଜଣେ ବଲିଉଡ ସେଲିବ୍ରିଟି ଖୁସି ଖବର ଦେବାକୁ ଯାଉଛନ୍ତି। ରଣବୀର-ଆଲିଆ, ବିପାଶ-କରନ, ସୋନମ-ଆନନ୍ଦଙ୍କ ପରେ ବରୁଣ-ନତାଶା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଆଉ ଏକଥା ବଲିଉଡର ଦବଙ୍ଗ ଖାନ ସଲମାନ ବିଗ୍‌ବସ୍‌ ୧୬ ସେଟରେ କହିଛନ୍ତି। ବିଗବସ୍‌-୧୬କୁ ବରୁଣ ଏବଂ କ୍ରିତି ଅପକମିଂ…

ସଲମାନ ଖାନଙ୍କୁ ଡେଙ୍ଗୁ, ଏବେ ଭାଇଜାନଙ୍କ ସ୍ଥାନରେ ବିଗ୍‌ବସ୍‌ ହୋଷ୍ଟ କରିବେ କରଣ ଜୋହର

ବଲିଉଡର ଭାଇଜାନ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ସମସ୍ତଙ୍କ ପ୍ରିୟ ଭାଇଜାନ ଏବେ ଡେଙ୍ଗୁରେ ପୀଡିତ। ଆଉ ଏଥିପାଇଁ ସଲମାନ ଖାନ ବିଗବସ୍‌ ୧୬ରେ କିଛି ସପ୍ତାହ ପାଇଁ ନଜର ଆସିବେ ନାହିଁ। ନିଜର ଆଗାମୀ ଫିଲ୍ମ ଯୋଗୁଁ ସଲମାନ କେବଳ ବିଗବସ୍‌ରେ ଓ୍ଵିକେଣ୍ଡ କା ଓ୍ଵାର କରିବାକୁ…

‘ତମେ ମୋ ଝିଅକୁ ଏଠି ବର୍ବାଦ କରିସାରିଲଣି’, ବିଗ୍‌ ବସ୍‌ରେ ଶାଲିନଙ୍କୁ ପ୍ରବଳ ଗାଳି ଦେଲେ ସୁମ୍ବୁଲଙ୍କ ବାପା

କଲର୍ସ ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ -୧୬’ରେ ଶାଲିନ ଓ ସୁମ୍ବୁଲକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ଶାଲିନ ଓ ସୁମ୍ବୁଲଙ୍କ ମଧ୍ୟରେ ପ୍ରାୟ ୨୧ ବର୍ଷ ବୟସ ବ୍ୟବଧାନ। କିନ୍ତୁ ବିଗ୍‌ ବସ୍‌ ଘରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି। ବିଗ୍‌…

‘ବିଗ୍‌ ବସ୍‌’ରେ ନଜର ଆସିବେ ସୋସିଆଲ ମିଡିଆ ଷ୍ଟାର କିଲି ପଲ୍‌; ପ୍ରତିଯୋଗୀଙ୍କୁ ମିଳିବ ବହୁତ ବଡ଼ ସରପ୍ରାଇଜ

ଇଣ୍ଡିଆନ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିୟାଲିଟି ଶୋ’ ‘ବିଗ୍‌ ବସ୍‌’ର ସିଜନ ୧୬ ଆରମ୍ଭ ହୋଇଯାଇଛି। ୧ ଅକ୍ଟୋବରରୁ ଶୋ’ର ଭବ୍ୟ ପ୍ରିମିୟର ହୋଇଥିଲା। ସଲମାନ ଖାନଙ୍କ ଏହି ଶୋ’ ପୂର୍ବରୁ ହିଁ ବହୁତ ଚର୍ଚ୍ଚାରେ ରହି ଆସିଛି। ଶୋ’ର ନିର୍ମାତାମାନେ ଲଗାତାର ଗୋଟିଏ ପରେ ଗୋଟିଏ…

ସାମ୍ନାକୁ ଆସିଲା Bigg Boss-16 ର ନୂଆ ପ୍ରମୋ, ଏଥର କିଛି ନୂଆ ଢ଼ଙ୍ଗରେ ହେବ ଖେଳ

ନୂଆ ରୂପ ନୂଆ ଢ଼ଙ୍ଗରେ ଆସିବ ବିଗବସର ନୂଆ ସିଜନ। ଏଥର ବିଗବସରେ ଘଟିବ କିଛି ଅଲଗା, ଏଥର ନିଜେ ଖେଳିବ ବିଗବସ୍‌। ବିଗ୍ ବସ୍କୁ ନେଇ ଆଉ କିଛି ଦିନ ବାକି ଅଛି। ନିକଟରେ ଏହାର ପ୍ରମୋ ରିଲିଜ୍ ହୋଇଥିଲା। ପ୍ରଶଂସକମାନେ ଏହାକୁ ଦେଖି ବହୁତ ଏକ୍ସଟାଇଡ୍‌ ଅଛନ୍ତି। ବହୁତ ଜଲଦି ସଲମାନ୍ ସମସ୍ତ…

ଆସିଗଲା ‘ବିଗ୍‌ ବସ୍‌ ୧୬’ର ପ୍ରତିଯୋଗୀ ତାଲିକା; ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମେତ ଏହି ସବୁ ସେଲିବ୍ରିଟି…

ପପୁଲାର ରିଆଲିଟି ଶୋ’ ‘ବିଗ୍‌ ବସ୍‌’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସଲମାନ ଖାନ ନିଜର ଜବରଦସ୍ତ ହୋଷ୍ଟିଂ ସହିତ ‘ବିଗ୍‌ ବସ୍‌’ ସିଜନ ୧୬ ନେଇ ଆସୁଛନ୍ତି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଶୋ’ରେ ଅନେକ ବଡ଼ ବଡ଼ ଚେହେରାଙ୍କୁ ଦେଖିବାକୁ ମିଳିପାରିବ। ‘ବିଗ୍‌ ବସ୍‌’ ଶୋ’ରେ ଏ ପର୍ଯ୍ୟନ୍ତ ଅନେକ…

ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିବା ପରେ ଏବେ ‘ବିଗ୍‌ ବସ୍‌’ରେ ନଜର ଆସୁଛନ୍ତି ପ୍ରକୃତି ମିଶ୍ର !

ମୁମ୍ବାଇ: କଲର୍ସ ଟିଭିର ରିଆଲିଟି ଶୋ’ ବିଗ୍‌ ବସ୍‌-୧୬ ରେ ନଜର ଆସିବେ ଓଡ଼ିଆ ଲଳନା ପ୍ରକୃତି ମିଶ୍ର। ପୁଣିଥରେ ପ୍ରକୃତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକୃତି ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ସହ କେତେକ ଟିିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ପ୍ରକୃତି ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।…

ଏଥର ନୋ ରୁଲ୍ସ ସହିତ ଆସୁଛି ‘ବିଗ୍‌ ବସ୍‌ ୧୬’; ଖୁବ୍‌ ହେବ ମାଡ଼ଗୋଳ! ଶୋ’ର ନୂଆ ପ୍ରୋମୋ ସମସ୍ତଙ୍କୁ କରିଦେଲା…

ସଲମାନ ଖାନ ନିଜ ବିବାଦୀୟ ରିୟାଲିଟି ଶୋ’ 'ବିଗ୍ ବସ୍' ସିଜନ୍ ୧୬ ସହିତ ପୁଣିଥରେ ଟିଭି ପରଦାକୁ ଆସିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ରିୟାଲିଟି ଶୋ’ର ଶେଷ ସିଜନ ବହୁତ ଧମାକାଦାର ରହିଥିଲା, ଏହି କାରଣରୁ ପ୍ରଶଂସକମାନେ ଶୋ’ର ନୂଆ ସିଜନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ…

ଟିଭି ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା, ‘ବିଗବସ୍‌ ୧୬’ରେ ଆସିବେ ନଜର !

ସଲମାନ ଖାନ ପୁଣିଥରେ ‘ବିଗବସ୍‌’ର ନୂଆ ସିଜିନ ନେଇ ଆସୁଛନ୍ତି। ଏହି ଶୋରେ ଭାଗ ନେବାକୁ ଥିବା ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି। ଏହି ଶୋ’ରେ ଅଂଶଗ୍ରହଣ କରିବା ବିଷୟରେ ଅନେକ ସେଲିବ୍ରିଟିଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି । ହେଲେ ଏହା ମଧ୍ୟରେ ସବୁଠାରୁ ବେଶ୍‌ ଚର୍ଚ୍ଚାରେ ରହିଛି…

ସୋନାଲି ଫୋଗଟ ମୃତ୍ୟୁ ମାମଲା: ଗୋଆ ପୋଲିସକୁ ସଫଳତା, ସୋନାଲିଙ୍କ ସହଯୋଗୀ ସମେତ ୪ ଗିରଫ

ବିଗବସ୍‌ ଫେମ୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସୋନାଲିଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ସୋନାଲିଙ୍କ ପିଏ ସୁଧିର ସାଙ୍ଗବାନ ଏବଂ ଅନ୍ୟ ସହଯୋଗୀ ସୁଖବିନ୍ଦରଙ୍କୁ ପୋଲିସ ଗିରଫ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ ୪…

ସୋନାଲିଙ୍କର ଆଜି ହେବ ଅନ୍ତିମ ସଂସ୍କାର, ସେପଟେ ପଚରାଉଚରା ପାଇଁ ଦୁଇ ସହଯୋଗୀଙ୍କୁ ଡାକିଲା ଗୋଆ ପୋଲିସ

ବିଗବସ୍‌ ଫେମ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି, ଯେଉଁଥିରେ ସୋନାଲିଙ୍କ ମୃତ ଶରୀରରେ କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି। ତାଙ୍କ ଶରୀରରେ ପଞ୍ଚର ବି ଚିହ୍ନ ରହିଛି।…

ଆସୁଛି ‘ବିଗ୍‌ ବସ୍‌ ୧୬’; ପ୍ରତିବର୍ଷ ଶୋ’କୁ ହୋଷ୍ଟ୍‍ କରିବା ପାଇଁ ସଲମାନ ଖାନ ନିଅନ୍ତି ଦୁଇ ଗୁଣା ଅର୍ଥରାଶି!

ଟିଭିର ମୋଷ୍ଟ୍‍ ପପୁଲାର ଶୋ’ ‘ବିଗ୍‌ ବସ୍‌’ ନିଜ ବିବାଦ କାରଣରୁ ଢେର୍‌ ଟିଆର୍‌ପି ସାଉଁଟୁଛି। ଏବେ ପୁଣିଥରେ ଏହି ଶୋ’ ଆରମ୍ଭ ହେବାକୁ ଯାଉଛି। ବିଗ୍‌ ବସ୍‌ର ନୂଆ ସିଜନ ‘ବିଗ୍‌ ବସ୍‌ ୧୬’ ଖୁବ୍‌ଶୀଘ୍ର ଆପଣଙ୍କ ଟିଭି ପରଦାରେ ନଜର ଆସିବ। ଏହି ସିଜନରେ ପ୍ରତିଯୋଗୀମାନଙ୍କ ତାଲିକା ଜାଣିବା…