Below header
Browsing Tag

bike

ଭାରତରେ ଲଞ୍ଚ ହେଲା ହୋଣ୍ଡା SP160, ଜାଣନ୍ତୁ କେତେ ରହିଛି ପ୍ରାଇସ

ବାଇକ ପ୍ରେମୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ନୂଆ ବାଇକ କିଣିବାକୁ ଚାହୁଛନ୍ତି ତେବେ ହୋଣ୍ଡା ଆପଣଙ୍କ ପାଇଁ ଏକ ଭଲ ଫିଚରର ବାଇକ ଆଣିଛି । ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (HMSI) ଆଜି ନୂଆ ହୋଣ୍ଡା SP160କୁ ୧, ୧୭,୫୦୦ ଟଙ୍କାରେ ଲଞ୍ଚ କରିଛି । ହୋଣ୍ଡା…

କିଣନ୍ତୁ 160ccର ପାଓ୍ଵାରଫୁଲ ଇଞ୍ଜିନର ବେଷ୍ଟ ବାଇକ, ରହିଛି ଭଲ ମାଇଲେଜ

ଭାରତୀୟ ବଜାରରେ ବାଇକର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ବାଇକ ପ୍ରେମୀମାନେ ବାଇକ କିଣିବା ପୂର୍ବରୁ ସବୁଠାରୁ ଭଲ ମଡେଲ କିଣିବା ପାଇଁ ଚିନ୍ତା କରିଥାନ୍ତି । ଯଦି ଆପଣମାନେ ମଧ୍ୟ ନିଜ ପାଇଁ ନୂଆ ବାଇକ କିଣିବାକୁ ପ୍ଲାନ କରୁଛନ୍ତି, ତାହା ପୁଣି 160ccର ପାଓ୍ଵାରଫୁଲ ଇଞ୍ଜିନ ସହିତ,…

କେବେ ଦେଖିଛନ୍ତି କି ଧୋନିଙ୍କ ଗ୍ୟାରେଜର ଭିଡିଓ, ବାଇକ କଲେକ୍ସନ ଦେଖି ଆପଣଙ୍କ ମୁଣ୍ଡ ଘୂରେଇଯିବ

କ୍ୟାପଟେନ କୁଲ ନାଁରେ ସମସ୍ତଙ୍କ ମନ ଜିତିଥିବା ଧୋନି ବାଇକ ଓ କାରକୁ ବହୁତ ଭଲ ପାଆନ୍ତି । ଏନେଇ ଅନେକ ଥର ଆମେ ଆପଣଙ୍କୁ ତାଙ୍କ ସଉକ ବିଷୟରେ ମଧ୍ୟ ଜଣାଇଛୁ । ତେବେ ଅନେକ ସମୟରେ ଧୋନିଙ୍କର ବାଇକ ପ୍ରତି ଥିବା ଦୁର୍ବଳତା ସାମ୍ନାକୁ ଆସିଥାଏ । ଏହା ତାଙ୍କ କଲେକ୍ସନରୁ ସ୍ପଷ୍ଟ ବାରି ହୁଏ ।…

ଆସିଲା Xtreme 200R ଏବଂ 125R ସ୍ପାଏ ଶଟ, ଖୁବଶୀଘ୍ର ହେବ ଲଞ୍ଚ

ଜୟପୁରରୁ ଆସୁଥିବା ଦୁଇଟି ହିରୋ ମୋଟୋକର୍ପ ମୋଟରସାଇକେଲର ସ୍ପାଏ ଶଟ ଆସିବା ପରେ ବାଇକ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ସେହି ବାଇକ ମଧ୍ୟରୁ ପ୍ରଥମ ଟେଷ୍ଟ୍ ମ୍ୟୁଲ ଏକ ସ୍ପୋର୍ଟି 125cc କମ୍ୟୁଟର ମଡେଲ୍ କୁ ସୋ’ କରୁଛି, ଯାହା ଟିଭିଏସ୍ ରାଇଡର୍ ଏବଂ ବଜାଜ ପଲସର 125 ଭଳି…

ମାର୍କେଟକୁ ଆସିଲା ଦମଦାର ଇଲେକ୍ଟ୍ରିକ୍ ବାଇକ , ୧୭୨ ଟଙ୍କା ଖର୍ଚ୍ଚ କଲେ ଚାଲିବ ମାସେ

ଭାରତୀୟ ବଜାରରେ କେବଳ ଇଲେକ୍ଟ୍ରିକ୍ ସ୍କୁଟି ନୁହେଁ ଇଲେକ୍ଟ୍ରିକ୍ ବାଇକ ର କ୍ରେଜ ମଧ୍ୟ ବଢିବାରେ ଲାଗିଛି । ମାର୍କେଟରେ ଅନେକ କମ୍ପାନୀ ତରଫରୁ ସ୍ପୋର୍ଟ୍ସ, ରୋଡଷ୍ଟର ଏବଂ ନେକ୍ଡ ଡିଜାଇନର ଇଲେକ୍ଟ୍ରିକ୍ ବାଇକ ଲଞ୍ଚ କରାଯାଇଛି । ଯେଉଁ ଲୋକମାନେ ଇଲେକ୍ଟ୍ରିକ୍ ସ୍କୁଟି କିଣିବାକୁ…

ଖୁବଶୀଘ୍ର ଲଞ୍ଚ ହେବ ଆପଣଙ୍କ ମନ ପସନ୍ଦର ବାଇକ Royal Enfield Bobber, ଜାଣନ୍ତୁ କଣ ରହିଛି ଦାମ

ରୟାଲ ଏନ୍‌ଫିଲ୍ଡର ଲୋକପ୍ରିୟ J ପ୍ଲାଟଫର୍ମ ଅନେକ ବାଇକ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛି । ଯେଉଁଥିରେ କ୍ଲାସିକ 350, ହଣ୍ଟର 350 ଏବଂ ମିଟର 350 ଭଳି ମଡେଲ ଗୁଡ଼ିକ ଅଧିକ ସେଗମେଣ୍ଟରେ ବ୍ୟବହାର ହେଉଛି । ତେବେ କମ୍ପାନୀ ରୟାଲ ଏନ୍‌ଫିଲ୍ଡ କ୍ଲାସିକ 350ର Bobber ଭର୍ସନ କୁ ମାର୍କେଟରେ…

ରିଲଞ୍ଚ ହେବ Yamaha RX100 , ଜାଣନ୍ତୁ ଏହା ସତ ନା ଗୁଜବ

ମଟର ସାଇକେଲ ପ୍ରେମୀମାନଙ୍କ ହୃଦୟରେ Yamaha RX100 ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହା ୧୯୮୦ ମସିହାରେ ଲଞ୍ଚ ହୋଇଥିଲା । RX100 ଏକ ଆଇକନିକ ଟୁ ଷ୍ଟ୍ରୋକ ମଟର ସାଇକେଲ ଯାହା ‘ର’ ପାଓ୍ଵାର ସହ ନିଜର ଭିନ୍ନ ପର୍ଫମାନ୍ସ ପାଇଁ ବେଶ ଜଣାଥିଲା । ନିକଟରେYamaha ର ଏହି RX100 ଗାଡ଼ି…

ଜବରଦସ୍ତ ଫିଚର ସହ ଭାରତକୁ ଆସୁଛି Honda CL300, Royal Enfield roadsterକୁ ଦେବ ଟକ୍କର

କେନ୍ୟୁଜ୍‌(ବ୍ୟୁରୋ): ଜଣାଶୁଣା ବାଇକ ନିର୍ମାତା ହୋଣ୍ଡା ଖୁବଶୀଘ୍ର ଭାରତୀୟ ବଜାରକୁ ଏକ ନୂଆ ବାଇକ ଆଣିବାକୁ ଯାଉଛି । ଏହା Yezdi ଓ Royal Enfield ର roadster ବାଇକ ସହ ପ୍ରତିଯୋଗିତା କରିବ । Honda CL300 କୁ ବାଇକ ନିର୍ମାତା ହୋଣ୍ଡା ପକ୍ଷରୁ ସାମନାକୁ ଅଣାଯାଇଛି । ହୋଣ୍ଡା ପକ୍ଷରୁ…

ସ୍କୁଟି ପରେ ପୁଣି ବାଇକ୍‌ ରୋମାନ୍ସ, ଭିଡିଓ ଭାଇରଲ ହେବା ପରେ ଥାନାରେ ଅଟକ ଯୁବକ ଯୁବତୀ

ଚଳନ୍ତା ବାଇକରେ ରୋମାନ୍ସ କରିବାର ମଜା ନିଆରା। ତାହା ଆଜିକାଲିର ଯୁବପିଢିଙ୍କ ପାଖରେ ଦେଖିବାକୁ ମିଳିଛି । ଆଜିକାଲିର ଯୁବପିଢି ସ୍ଥାନ, କାଳ, ପାତ୍ର ସବୁକିଛି ଭୁଲି ରୋମାନ୍ସ କରିବାରେ ଲାଗିପଡିଛନ୍ତି । କିଛିଦିନ ତଳେ ଲକ୍ଷ୍ମୌର ବ୍ୟସ୍ତବହୁଳ ରାସ୍ତାରେ ଏମିତି ଘଟଣା ଦେଖିବାକୁ ମିଳିଥିବା…

ବିନା ଡ୍ରାଇଭରରେ ଗଡୁଛି ମୋଟର ସାଇକେଲ, ଭିଡ଼ିଓ ଦେଖିଲେ ଆଖିକୁ ବିଶ୍ୱାସ କରି ପାରିବେନି

ମାଲକାନଗିରି(କେନ୍ୟୁଜ) : ବିନା ଡ୍ରାଇଭରରେ ଗଡୁଛି ମୋଟର ସାଇକେଲ । ଭିଡିଓ ଦେଖିଲେ ଆଖିକୁ ବିଶ୍ୱାସ କରି ପାରିବେନି । ସିସିଟିଭିରେ କଏଦ ହୋଇଛି ଭିଡିଓ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ବିନା ଡ୍ରାଇଭରରେ ବାଇକ ଚାଲିବା ଚର୍ଚ୍ଚାର ବିଷୟ ପାଲଟିଛି। ଚିତ୍ରକୋଣ୍ଡା ପଞ୍ଚାୟତ…

ପ୍ରତ୍ୟେକ ଦିନ ଖାଆନ୍ତୁ ଏହି ଖାଦ୍ୟ, ଓଜନ ହ୍ରାସ କରିବା ସହିତ ସ୍ୱାସ୍ଥ୍ୟ ରଖିବ ଠିକ୍

ମଣିଷ ନିଜ ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ଖାଦ୍ୟ ଖାଉଛି। କିନ୍ତୁ ଖାଦ୍ୟ ଖାଇବା ସମୟରେ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣ କେଉଁପରି ଖାଦ୍ୟ ଖାଉଛନ୍ତି। ଯାହା ଆପଣଙ୍କ ଶରୀର ପାଇଁ ଠିକ୍ ସେହି ଖାଦ୍ୟ ଖାଇବା ଉଚିତ୍। ନଚେତ୍ ଆପଣ ଅସୁବିଧାର ସାମ୍ନା କରି ପାରନ୍ତି। ତେବେ ଶରୀରକୁ ଅନେକ ପ୍ରକାର…

ହୋଣ୍ଡା ଆଣୁଛି ନୂଆ ବାଇକ୍‌, ଯାହା କେବଳ ପେଟ୍ରୋଲ ନୁହେଁ ଇନ୍ଧନରେ ବି ଚାଲିପାରିବ

ଭାରତରେ Flex Fuel କାର ଲଞ୍ଚ କରିବା ପରେଏବେ Flex Fuel ବାଇକ୍‌ ଲଞ୍ଚ ପାଇଁ ଯୋଜନାକରୁଛି । ଲୋକପ୍ରିୟ ଦୁଇଚକିଆ ନିର୍ମାଣକାରୀ ସଂସ୍ଥା ହୋଣ୍ଡା ମଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ ଆଗାମୀ ୨ ବର୍ଷ ମଧ୍ୟରେ Flex Fuel ବାଇକ୍‌ ଲଞ୍ଚ କରିବା ପାଇଁ ଯୋଜନା କରୁଛନ୍ତି। TVS ପରେ ଏହି…