ପକ୍ଷୀଙ୍କ କିଚିରିମିଚିର ଶବ୍ଦରେ ଗାଁମୁଣ୍ଡ ସୃଷ୍ଟି କରିଛି ଚିଲିକାର ଭ୍ରମ, ପକ୍ଷୀଙ୍କ ସୁରକ୍ଷା ପାଇଁ ଲାଗିପଡିଛନ୍ତି…
ଜଙ୍ଗଲ କ୍ଷୟ ଓ ପ୍ରଦୂଷଣ ସାଙ୍ଗକୁ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ଜୀବଜଗତରୁ ଅନେକ ପକ୍ଷୀଙ୍କ ବଂଶ ଲୋପ ପାଇବାର ମୁଖ୍ୟ କାରଣ । ପକ୍ଷୀ ମାନଙ୍କ ପ୍ରତି ଭଲପାଇବା ଆଉ ସେମାନଙ୍କ ସୁରକ୍ଷା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ପକ୍ଷୀମାନଙ୍କ ବଂଶ ବିସ୍ତାର କରିବା ଦିଗରେ କାମ କରିବା…