Browsing Tag

bmc

କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କଲେ ବିଏମ୍‌ସି ଓ ଜୟ ଓଡ଼ିଶା

କରୋନାର ଭୟାବହତା ଯୋଗୁ ଆଜି ସମାଜରେ ଅନେକ ଅମାନବୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି। ପ୍ରଥମ ଦିନରୁ ଅବହେଳିତ ଭାବେ କାମ କରିଆସୁଥିବା ଦେବଦୂତ…

ଟ୍ୱିନ ସିଟି କରୋନା ଅପଡେଟ: ଭୁବନେଶ୍ୱରରୁ ୧୯୦ ଓ କଟକରୁ ୭୬ ନୂଆ ପଜିଟିଭ କେଶ

ଆଜି ଭୁବନେଶ୍ୱର ମହାନଗର ନିଗମରୁ ୧୯୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୮ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୨ ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୭୬୩କୁ ବୃଦ୍ଧି ପାଇଥିବା ବେଳେ…

କୋଭିଡ ସ୍ଥିତି ନେଇ ବିଏମସି ଓ ଗଞ୍ଜାମ ଜିଲ୍ଲାପାଳଙ୍କ ତରଫରୁ ପ୍ରେସମିଟ୍,ଭୁବନେଶ୍ବରରେ ସୁସ୍ଥତା ହାର ୬୩ ଓ ଗଞ୍ଜାମର…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବରର କୋଭିଡ ସ୍ଥିତି ନେଇ ବିଏମସି ତରଫରୁ ପ୍ରେସମିଟ୍। ରାଜଧାନୀ ଭୁବନେଶ୍ବରରେ ସୁସ୍ଥତା ହାର ୬୩ ପ୍ରତିଶତ ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ମୁନସିପାଲ କର୍ପୋରେସନର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି  ଦିନକୁ ୧୮୦୦ରୁ ୨୦୦୦ କୋଭିଡ ଟେଷ୍ଟିଂ…

ଆଜି ଭୁବନେଶ୍ୱରରୁ ୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୯୦ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ ଦିନ କୁ ଦିନ ବଢିଚାଲିଛି ବଢିଚାଲିଛି ପଜିଟିଭ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସହରରେ ମୋଟ ପଜିଟିଭ ସଂଖ୍ୟା ୩୪୭୨ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସହରରେ ୧୩୦୧ ଟି ଆକ୍ଟିଭ କେଶ ରହିଥିବା ବେଳେ…

ଭୁବନେଶ୍ବର: ପରିସ୍ଥିତି ସାଙ୍ଘାତିକ ହେଉଛି, ବଜାରର ଭିଡ ଭିତରକୁ ନଯିବା ପାଇଁ ସତର୍କ କରାଇଲେ ବିଏମସି କମିଶନର

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରେ ବଢିଚାଲୁଥିବା କରୋନା ସଂକ୍ରମଣ ପାଇଁ ବିଏମସିର ସତର୍କବାଣୀ। ପ୍ରେସମିଟ ଜରିଆରେ ଭୁବନେଶ୍ବର ବାସିନ୍ଦାଙ୍କୁ ଭିଡ଼କୁ ନଯିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଆମକୁ ବଞ୍ଚିବା ଜରୁରୀ। ଦୈନିକ ପରିବା କିଣନ୍ତୁ ନାହିଁ।  ୪ କିମ୍ବା ୫ ଦିନରେ ଥରେ…

ଭୁବନେଶ୍ୱରର ଏହି ସବୁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ COVID ପଜିଟିଭ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନଜରରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ରାଜଧାନୀର କିଛି ଅଞ୍ଚଳକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରିଛି। ବିଏମସି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି…

ଭୁବନେଶ୍ବରରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ, ୯୯ ସୁସ୍ଥ

ଭୁବନେଶ୍ବର: ଭୁବନେଶ୍ୱରରୁ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହିତ ଆଜି ୯୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…

ଆକ୍ସନ୍ ମୁଡରେ ବିଏମସି, ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ବନ୍ଦ ହେଲା ୟୁନିଟ୍-୪ ମାର୍କେଟ

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବା ପାଇଁ ପୁଣି ଆରମ୍ଭ ହେଲା କଟକଣା । ଏନେଇ ଆକ୍ସନ୍ ମୁଡରେ ବିଏମସି । ଭୁବନେଶ୍ୱର ୟୁନିଟ୍-୪ ମାର୍କେଟ ବନ୍ଦ ରଖିବାକୁ ବିଏମସି ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି…

ଆଜି ଭୁବନେଶ୍ଵରରୁ ୫୧ ଜଣ ଓ କଟକରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ : ଭୁବନେଶ୍ୱରରୁ ଆଉ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୫ ଓ ଲୋକାଲ କଣ୍ଟାକ୍ଟରୁ ୧୬ ଟି କେସ୍ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, କଳିଂଗଵିହାର, ଭରତପୁର, ଖାରବେଳ ନଗର, ଶାସ୍ତ୍ରୀନଗର, ଝାରପଡା,…

ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ଚିନ୍ତା, ପ୍ରତି ଜୋନରେ ଗଠନ କରାଗଲା ସଚେତକ କମିଟି

ଭୁବନେଶ୍ୱର: କରୋନା ବେଳେ ବରିଷ୍ଠ ନାଗରିକ ମାନେ କିପରି ସୁରକ୍ଷିତ ରଖାଯିବ ସେ ନେଇ ଚିନ୍ତା କରିଛି ବିଏମସି ।  ବିଏମସି କତ୍ତୃପକ୍ଷଙ୍କ ଅନୁଯାୟୀ ଚିକିତ୍ସା ଠାରୁ ପ୍ରତିକାର ଭଲ । କରୋନାର କଡ଼ା ମୁକାବିଲା ପାଇଁ ଅଣ୍ଟା ଭିଡିଛି ବିଏମସି । ପ୍ରତି ଜୋନରେ ଗଠନ କରାଯାଇଛି କୋଭିଡ ସଚେତକ କମିଟି…

ଭୁବନେଶ୍ବର: ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା,କଟକଣା ଜାରି କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ବର(କେନ୍ୟୁଜ୍): ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା। କୌଣସି ପ୍ରକାର ବିକ୍ଷୋଭ, ରାଲି, ଶୋଭାଯାତ୍ରା ଆୟୋଜନ ନେଇ ନିଷିଦ୍ଧ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମସି ଦୃଷ୍ଟିକୁ ଏଭଳି ଘଟଣା ଆସିଲେ, ସଂପୃକ୍ତ ଅଞ୍ଚଳ ଥାନା ଅଧିକାରୀଙ୍କୁ ସୂଚନା ଦିଆଯିବ। ପରେ…