Browsing Tag

boat

ଆଜିଠାରୁ ସ୍ୱାଭାବିକ ହେଲା ଚିଲିକା ସାତପଡ଼ାରେ ଡ଼ଙ୍ଗା ଚଳାଚଳ, କଡା ନିୟମ ଜାରି

ବ୍ରହ୍ମଗିରି: ଚିଲିକା ସାତପଡ଼ାରେ ଆଜିଠାରୁ ସ୍ୱାଭାବିକ ଡ଼ଙ୍ଗା ଚଳାଚଳ ।  ଘନ କୁହୁଡ଼ି ଯୋଗୁଁ ଦିନ ୧୧ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି ।  ଡଙ୍ଗା ଓ ଭେସାଲ ସ୍ବାଭାବିକ ଭାବେ ଚଳାଚଳ କରିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।  ଲାଇଫ…

ବିନ୍ଦୁସାଗରରେ ଆକର୍ଷଣ ସାଜିବ ମୟୂର ଡଙ୍ଗା, ଦାମ୍ ରହିଛି ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ

ଭୁବନେଶ୍ବର: ‘‘ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ'ର.. ମାସକ ଧରମ ମୋର…’’ ଏଇ ଧାଡ଼ିଗୁଡ଼ିକ ଭିତରେ ରହିଛି ଓଡ଼ିଆ ଜାତିର ସୁବର୍ଣ୍ଣ ଇତିହାସର ଚିତ୍ର। ଅତୀତ ଗୌରବର ଖୁସି ସହିତ ଏଥିରେ ଅଛି ସବୁକିଛି ହରାଇବାର କୋହ । ଏହାର ଗୁଞ୍ଜରଣ ଶୁଭିବ କାର୍ତ୍ତିକ ପୂର୍ଣ୍ଣିମା ଦିନ ।  ଦିନ…

ମାଛଧରା ବୋଟ ଭିତରୁ ବରଫ ବାହାର କରୁଥିବା ବେଳେ ଅଘଟଣ, ସନ୍ଦେହଜନକ ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ

ବାଲେଶ୍ବର : ମାଛଧରା ବୋଟ ଭିତରୁ ବରଫ ବାହାର କରୁଥିବା ବେଳେ ଅଘଟଣ। ବରଫ କାଢୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ ।  ବାଲେଶ୍ବର ଜିଲ୍ଲା ବଳରାମଗଡ଼ି ନିକଟରେ ଅଘଟଣ ।  ଦୁଇ ମତ୍ସ୍ୟଜୀବୀ ମାଛ ମାରି କୂଳକୁ ଫେରି ବୋଟ ଭିତରୁ ବରଫ କାଢ଼ିବା ପାଇଁ ଯାଇଥିଲେ ।  ତେବେ ସେମାନେ…

BoAt ଭାରତରେ ଲଞ୍ଚ କରିଛି Smart TAG, Apple ଏବଂ Samsung କୁ ଦେବ କଡ଼ା ଟକ୍କର

ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମେକର କମ୍ପାନୀ boAt ଭାରତୀୟ ବଜାରରେ ନିଜର Smart TAG ଲଞ୍ଚ କରିଛି । boAt Smart TAG ମାର୍କେଟରେ Apple Air Tag, Jio Air Tag ଏବଂ Samsung Air Tag ସହିତ ଟକ୍କର ଦେବ । boAt ନିଜର ସ୍ମାର୍ଟ ଟ୍ୟାଗକୁ ଅଫରଡେବଲ୍ ରେଞ୍ଜରେ ଲଞ୍ଚ କରିଛି । boAt ର…

ନଦୀରେ ବୁଡ଼ିବାରୁ କିପରି ରକ୍ଷା କରିଥାଏ ଲାଇଫ୍ ଜ୍ୟାକେଟ୍? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ପ୍ରାୟତଃ ସମସ୍ତଙ୍କୁ ସମୁଦ୍ର, ନଦୀ କିମ୍ବା ହ୍ରଦକୁ ଯିବା ପୂର୍ବରୁ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ପରାମର୍ଶ ଦିଆଯାଏ । ଅନେକ ସ୍ଥାନରେ ଲାଇଫ୍ ଜ୍ୟାକେଟ୍ ବିନା ପାଣିକୁ ଯିବା ନିଷେଧ ମଧ୍ୟ ହୋଇଥାଏ । ଆପଣମାନେ ପ୍ରତିଦିନ ଦେଶ ବିଦେଶରେ ଅନେକ ଡଙ୍ଗା ବୁଡ଼ିଯିବା ଘଟଣା ସମ୍ପର୍କରେ ଖବରକାଗଜ…

ଗୁହାରି କରି କରି କେହି ଶୁଣୁନାହାନ୍ତି: ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଯାତାୟତ କରୁଛନ୍ତି ଲୋକେ

ଲମତାପୁଟ: ଗୁହାରି କରି କରି ଥକି ଗଲେଣି । ହେଲେ କେହି ଟିକେ ଶୁଣିଲେନି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଦିନରାତି ଯାତାୟାତ କରୁଛନ୍ତି ଦେଶୀ ଡଙ୍ଗାରେ । ୮ ଟି ଗ୍ରାମର ପ୍ରାୟ ୯ରୁ ୧୦ହଜାର ଲୋକଙ୍କ ଏଇ ଦୁଃଖ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା…

ସୋନପୁର ମହାନଦୀ ତେନ୍ତୁଳିଘାଟରୁ ଲଙ୍କେଶ୍ଵରୀ କୁଦ ଯାଏଁ ନୌକା ପ୍ରତିଯୋଗିତା

ସୁବର୍ଣ୍ଣପୁର: ଦେଶୀ ଡଙ୍ଗା ସାଙ୍ଗକୁ ଦେଶୀ ଆହୁଲା । ପ୍ରତିଟି ଡଙ୍ଗାରେ ଦୁଇ ଜଣ ପ୍ରତିଯୋଗୀ । ମହାନଦୀର ଗଭୀର ଜଳ ରାଶିରେ ଚାଲିଛି ନୌକା ପ୍ରତିଯୋଗୀତା । ଜଣେ ପ୍ରତିଯୋଗୀ ଅନ୍ୟ ପ୍ରତିଯୋଗୀକୁ ମାତ୍ ଦେବା ପାଇଁ ପୁରା ଜି ଜାନ ଲଗାଇଦେଇଛନ୍ତି । ଦର୍ଶକଙ୍କ କରତାଳି ସାଙ୍ଗକୁ ପ୍ରତିଯୋଗିତାରେ…

ଗୋବରରୁ ପ୍ରସ୍ତୁତ ହୋଇଛି ଡଙ୍ଗା, ପରିବେଶକୁ ରଖିବ ସ୍ବଚ୍ଛ

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାରେ ସୋଲ ଓ ପ୍ଲାଷ୍ଟିକ୍ ଡଙ୍ଗା ସମସ୍ତେ ଭସାନ୍ତି । କିନ୍ତୁ ପରିବେଶକୁ ଧ୍ୟାନରେ ରଖି ତିଆରି କରାଯାଇଛି ଗୋବର ଡଙ୍ଗା । ଏଥର ସୋଲ ଓ ପ୍ଲାଷ୍ଟିକ୍ ବଦଳରେ ଭାସିବ ହାତ ତିଆରି ଗୋବର ଡଙ୍ଗା । ଗୋବରରୁ ପ୍ରସ୍ତୁତ ଦୀପ ଓ ଡଙ୍ଗା…

ସରପଞ୍ଚଙ୍କ ଡଙ୍ଗା, କଳାକୁ ବଞ୍ଚାଇବା ପାଇଁ ଏମାନେ ଚେଷ୍ଟା ଜାରି ରଖିଛନ୍ତି  

ଚାଲିଛି ପୁଣ୍ୟ ମାସ କାର୍ତ୍ତିକ ମାସ ।  କାର୍ତ୍ତିକ ମାସରେ ପୂର୍ଣ୍ଣିମା ପୂର୍ବରୁ ସବୁଠୁ ବେଶି ମନେ ପଡେ ଡଙ୍ଗା କଥା । ଓଡ଼ିଆମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସବମୁଖର ହୋଇପଡେ । ଏହି ଦିନରେ  ଡଙ୍ଗା…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏବେ ଠାରୁ ବ୍ୟସ୍ତ କାରିଗର, ଡଙ୍ଗା ତିଆରି କରି ଗୁଜୁରାଣ ମେଣ୍ଟାନ୍ତି ଏମାନେ

ଚାଲିଛି ପୁଣ୍ୟ ମାସ କାର୍ତ୍ତିକ ମାସ । କାର୍ତ୍ତିକ ମାସରେ ପୂର୍ଣ୍ଣିମା ପୂର୍ବରୁ ସବୁଠୁ ବେଶି ମନେ ପଡେ ଡଙ୍ଗା କଥା । ଓଡ଼ିଆମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସବମୁଖର ହୋଇପଡେ । ଏହି ଦିନରେ  ଡଙ୍ଗା…

ଡଙ୍ଗାରେ ପାର ହୋଇ ଲୋକଙ୍କ ସମସ୍ୟା ବୁଝିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ

ମାଲକାନଗିରି : ନଦୀରେ ରହିଛି ଭରା ପାଣି । ଏହି ଅଥଳ ଜଳ ଡଙ୍ଗାରେ ପାର ହୋଇ ମାଲକାନଗିରି ଗଜିଆ ଗୁଡା ଗ୍ରାମକୁ ଯାତ୍ରା କଲେ ଚିତ୍ରକୋଣ୍ଡା ବିଧାୟକ ମଂଗୁ ଖିଲ । ନିର୍ବାଚନ ପରେ ଏହା ହେଉଛି ତାଙ୍କର ଗାଜିଆ ଗୁଡା ଗାଁ କୁ ପ୍ରଥମ ଗସ୍ତ । ବିଧାୟକ ଙ୍କ ଆଗମନ କୁ ବେଶ୍ ଉତ୍ସାହ ସହ ଅପେକ୍ଷା…

ଡଙ୍ଗାରେ ଲାଇଫ ଜ୍ୟାକେଟ୍ ନରଖିଲେ ହେବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶ ଦେଲେ କୃଷ୍ଣପ୍ରସାଦ ତହସିଲଦାର ଓ ବିଡିଓ

ଭୁବନେଶ୍ୱର : ଏଣିକି ଚିଲିକାକୁ ଡଙ୍ଗାରେ ଗଲେ ଲାଇଫ ଜ୍ୟାକେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକମାନେ ଲାଇଫ ଜ୍ୟାକେଟ ବିନା ଡଙ୍ଗା ଉପରେ ଚଢ଼ି ପାରିବେ ନାହିଁ ।  ଡଙ୍ଗାରେ ଲାଇଫ ଜ୍ୟାକେଟ ସହ ଲାଇସେନ୍ସ, ରେଟ୍ ଚାଟ ଓ ଆବଶ୍ୟକ ପାଣି ରଖିବେ ଡଙ୍ଗା ମାଲିକ ।  ନିୟମ ପାଳନ ନକଲେ…