Below header
Browsing Tag

bollywood news

ବଲିଉଡ୍‌ର ସବୁଠାରୁ ମହଙ୍ଗା ଫିଲ୍ମ ହେବ ‘ବ୍ରହ୍ମାସ୍ତ୍ର’, କିନ୍ତୁ ୭୫ ଟଙ୍କା ଟିକେଟ୍‌ରେ ଦେଖି ପାରିବେ…

ରଣବୀର ଓ ଆଲିଆଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ଫିଲ୍ମି ପରଦାକୁ ଆସିବା ପାଇଁ ପ୍ରସ୍ତୁତ ହୋଇଛି। ଯଦିଓ ରିଲିଜ୍‌ ପୂର୍ବରୁ ହିଁ ଫିଲ୍ମକୁ ବୟକଟ୍‌ କରାଯିବାକୁ ଦାବି ହୋଇ ଆସୁଛି, ଯାହାକୁ ଦେଖି ନିର୍ମାତାଙ୍କ ଚିନ୍ତା ବଢ଼ି ଯାଇଛି। ବାସ୍ତବରେ, ଫିଲ୍ମ ବ୍ରହ୍ମାସ୍ତ୍ର,…

ହସି ହସି ପୁଣି ନିଜ ବେବି ବମ୍ପ୍‌ ଫ୍ଲଣ୍ଟ୍‌ କଲେ ବିପାଶା ବସୁ; ଅଭିନେତ୍ରୀଙ୍କ ପ୍ରେଗ୍‌ନାନ୍ସି ଗ୍ଲୋ ଦେଖି…

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବେ ନିଜ ପ୍ରେଗ୍‌ନାନ୍ସି ଜର୍ଣ୍ଣିକୁ ଖୁବ୍‌ ଉପଭୋଗ କରୁଛନ୍ତି। ଏହି ମାସର ପ୍ରାରମ୍ଭରେ ବିପାଶା ମା’ ହେବାକୁ ଯାଉଥିବା ନେଇ ଘୋଷଣା କରିଥିଲେ। ଏହା ପରଠାରୁ ସେ ଇନ୍‌ଷ୍ଟାଗ୍ରାମରେ ଲଗାତାର ନିଜ ବେବି ବମ୍ପ୍‌କୁ ଫ୍ଲଣ୍ଟ୍‌ କରୁଥିବାର ନଜର ଆସୁଛନ୍ତି। ଏବେ…

ନୂତନଙ୍କୁ ରାସ୍ତାରେ ଦେଖି ସ୍କୁଟରୁ ପଡ଼ୁ ପଡ଼ୁ ରହିଯାଇଥିଲେ ଅମିତାଭ, ଜାଣନ୍ତୁ ପୁରା କାହାଣୀ

ହିନ୍ଦୀ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ନୂତନ ନିଜର ସୁନ୍ଦର ଅଭିନୟ ପାଇଁ ବେଶ ଚର୍ଚ୍ଚିତ । ନୂତନ ‘ମିସ ଇଣ୍ଡିଆ’ ଜିତିଥିବା ପ୍ରଥମ ଅଭିନେତ୍ରୀ । ନୂତନ ନିଜ ଫିଲ୍ମ କ୍ୟାରିଅରରେ ୭୦ ଫିଲ୍ମ କରିବା ସହ ସବୁଥିରେ ନିଜର ଅଭିନୟ ପାଇଁ ବେଶ ଲୋକପ୍ରିୟ ହୋଇପାରିଥିଲେ । ଆଜି ନୂତନ ଆମ ଗହଣରେ…

ଆରପାରିରେ ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ସାଓ୍ଵନ କୁମାର ଟାକ; କରଜ ନେଇ ତିଆରି କରିଥିଲେ ନିଜର ପ୍ରଥମ ଫିଲ୍ମ

ବଲିଉଡ୍‌ର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ସାଓ୍ଵନ କୁମାର ଟାକଙ୍କ ୮୬ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଛି। ତାଙ୍କୁ ଦୀର୍ଘ ଦିନରୁ ହାର୍ଟ ସମସ୍ୟା ଥିଲା, ଯେଉଁ କାରଣରୁ ସେ ଲମ୍ବା ସମୟ ଧରି ଚିକିତ୍ସାରତ ଥିଲେ। ଅଗଷ୍ଟ ୨୪ରେ ସମସ୍ୟା ବଢ଼ିବା ପରେ ତୁରନ୍ତ ତାଙ୍କୁ…

ଚାଲିଗଲେ ଲୋକପ୍ରିୟ ଅଭିନେତା ମିଥିଳେଶ ଚତୁର୍ବେଦୀ, ହିନ୍ଦୀ ସିନେମା ଜଗତରେ ଶୋକର ଛାୟା

ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଅତି ଦୁଃଖଦ ଖବର। ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ କଳାକାର ମିଥିଳେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ଗତକାଲି ଅଗଷ୍ଟ ୩ ସନ୍ଧ୍ୟା ସମୟରେ ଅଭିନେତା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମିଥିଳେଶ ଲମ୍ବା ସମୟରୁ ହୃଦୟଜନିତ ରୋଗରେ ଜୁଝି ହେଉଥିଲେ। ରିପୋର୍ଟ…

ମା’ ହେବେ ବିପାଶା ବସୁ, ବିବାହର ୬ ବର୍ଷରେ କରନଙ୍କ ଘରକୁ ଆସୁଛନ୍ତି କୁନି ଅତିଥି

ବଲିଉଡ ଅଭିନେତ୍ରୀ ବିପାଶା ବସୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବିବାହର ୬ ବର୍ଷ ପରେ ବିପାଶା ବସୁ ଏବଂ କରନ ସିଂ ଗ୍ରୋଭର ବାପା ମା ହେବାକୁ ଯାଉଛନ୍ତି। ଖବର ମୁତାବକ, ବିପାଶା ଗର୍ଭବତୀ ଅଛନ୍ତି ଆଉ ଖୁବଶୀଘ୍ର କରନ ଏହା ବିଷୟରେ ଫ୍ୟାନ୍ସଙ୍କୁ ଖବର ଦେଇପାରନ୍ତି। ଏ ନେଇ ଦୁହେଁ ଉତ୍ସାହିତ…

ଅଭିନେତ୍ରୀ ଅମିଷା ପଟେଲଙ୍କ ନାମରେ ଓ୍ଵାରେଣ୍ଟ ଜାରି, ୧୧ ଲକ୍ଷ ନେଇ କାର୍ଯ୍ୟକ୍ରମକୁ ଆସିନଥିଲେ

ବଲିଉଡ ଅଭିନେତ୍ରୀ ଅମିଷା ପଟେଲ୍ ପୁଣି ଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି। ଅମିଷାଙ୍କ ପିଛା ଛାଡୁନି ସମସ୍ୟା। ଅଭିନେତ୍ରୀଙ୍କ ବିରୋଧରେ ମୁରାଦାବାଦର ଏସଜିଏମ କୋର୍ଟ ଓ୍ଵାରେଣ୍ଟ ଜାରି କରିଛନ୍ତି। ତାଙ୍କୁ ଦିଆଯାଇଥିବା ତାରିଖରେ ହାଜର ନହେବାରୁ କୋର୍ଟ ଅମିଷାଙ୍କ ବିରୋଧରେ ଏହି ଓ୍ଵାରେଣ୍ଟ…

ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କଲେ ଅଦନାନ ସାମି, ଲେଖିଲେ ‘ଅଲବିଦା’

ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅଦନାନ ସାମି ନିଜ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛନ୍ତି। ଅଦନାନ ନିଜ ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍‌ କରିଛନ୍ତି। ଅଦନାନ କେବଳ ଗୋଟିଏ ପୋଷ୍ଟ ଇନଷ୍ଟାରେ ରଖିଛନ୍ତି, ଯେଉଁଥିରେ ‘ଅଲବିଦା’ ବୋଲି ଲେଖାଯାଇଛି। ଅଦନାନ ହଠାତ୍‌ ପୋଷ୍ଟ ଡିଲିଟ୍‌ କରିବା…

ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତଦେହ, ଘରୁ କାର୍ବନ ମନୋକ୍ସାଇଡ୍‌…

ସନ୍ଦେହଜନକ ଅବସ୍ଥାରେ ମିଳିଲା ଜଣାଶୁଣା ସେଲିବ୍ରିଟି ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗରିମେଲାଙ୍କ ମୃତ ଦେହ। ହାଇଦ୍ରାବାଦ ସ୍ଥିତ ତାଙ୍କ ଘରୁ ସନ୍ଦିଗ୍ଧ ଅବସ୍ଥାରେ ମୃତ ଦେହ ମିଳିଛି। ବଲିଉଡ୍‌ର ଟପ୍‌ ଡିଜାଇନରଙ୍କ ମଧ୍ୟରୁ ଜଣେ ଥିଲେ ପ୍ରତ୍ୟୁଷା ଗରିମେଲା। ହଠାତ୍‌ ତାଙ୍କର ଏଭଳି ଅସ୍ୱାଭାବିକ…

ଚାରିଟି ଗୋଡ ଓ ହାତ ସହିତ ଜନ୍ମ ହୋଇଥିବା ଝିଅକୁ ସାହାଯ୍ୟ କଲେ ସୋନୁ ସୁଦ

କୋଭିଡ୍ ଆରମ୍ଭ ପର ଠାରୁ ହିଁ ସୋନୁ ସୁଦ ପ୍ରାୟ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଦୁଇ ବର୍ଷ ପୂର୍ବେ କୋଭିଡ -19 ଲକଡାଉନ ସମୟରେ ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାରେ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ପ୍ରଶଂସାର ପାତ୍ର ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସେ ଏକ ବଡ଼ କାମ…

ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ ଓ ରାକେଶ ବାପତଙ୍କ ହେଲା ବ୍ରେକ୍‌ଅପ୍‌, ଜାଣନ୍ତୁ କାହିଁକି

ଏହା ପ୍ରାୟତଃ ଦେଖାଯାଏ ଯେ ବିଗ୍ ବସ୍ ରେ ଗଢି ଉଠିଥିବା ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହେ ନାହେଁ। ନିକଟରେ ଏହିପରି କିଛି ଘଟିଛି । ଶୁଣିବାକୁ ମିଳୁଛି ଯେ ବିଗ୍‌ବସ୍‌ ଓଟିଟିର ପପୁଲାର ଯୋଡି ଶମିତା ଶେଟ୍ଟୀ -ରାକେଶ ବାପତଙ୍କ ମଧ୍ୟରେ ବ୍ରେକଅପ୍ ହୋଇଛି । ଯାହା ସୋସିଆଲ ମିଡିଆରେ ଏବେ…

ବାହା ନ ହୋଇ କନ୍ୟା ସନ୍ତାନର ମା’ ହେଲେ ଅନୁଷା ଦାଣ୍ଡେକର, ସେୟାର କଲେ ଝିଅର ଫଟୋ

ଅନୁଷା ଦାଣ୍ଡେକର ଟିଭି ଆଙ୍କର ତଥା ଭିଡିଓ ଜକି ଭାବେ ବେଶ ଜଣାଶୁଣା। କେବଳ ଏତିକି ନୁହେଁ ଅନୁଷା କରନ କୁନ୍ଦ୍ରାଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ କରନଙ୍କ ସହିତ ଥିବା ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ବେଳେ ଏବେ ମା’ ହୋଇ ଚର୍ଚ୍ଚାରେ…