Browsing Tag

breakfast

ବେକ୍ରଫାଷ୍ଟରେ ଖାଆନ୍ତୁ ଏହି ସବୁ ହେଲ୍ଦି ଫୁଡ଼୍, ମିଳିବ ଚମତ୍କାରୀ ଫାଇଦା

ସକାଳର ବ୍ରେକଫାଷ୍ଟ ଆମ ଶରୀର ପାଇଁ ଖୁବ ଜରୁରୀ ହୋଇଥାଏ । ତେଣୁ ସକାଳର ଆରମ୍ଭ ହେଲଦି ବ୍ରେକଫାଷ୍ଟରୁ ହେବା ଉଚିତ । ଯଦି ଆପଣ ସକାଳେ ଏକ ହେଲ୍ଦି ଏବଂ ପୁଷ୍ଟିକର ବ୍ରେକଫାଷ୍ଟ କରନ୍ତି, ତେବେ ରୋଗ ଆପଣଙ୍କଠାରୁ ଦୂରରେ ରହିବ ଏବଂ ଆପଣ ମଧ୍ୟ ଦିନସାରା ଶକ୍ତିଶାଳୀ ଅନୁଭବ କରିବେ । ପ୍ରକୃତରେ…

ଜଳଖିଆ ଖର୍ଚ୍ଚ ବଢିଲା,ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଜଳଖିଆ ଖର୍ଚ୍ଚ ବଢିଲା । ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଏଣିକି ଦୈନିକ ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ ଅଛନ୍ତି।…

ସକାଳର ଜଳଖିଆ ନଖାଇବା ଦ୍ବାରା ହୋଇଥାଏ ଏହି ସବୁ କ୍ଷତି, ଜାଣନ୍ତୁ ସମ୍ପୂର୍ଣ୍ଣ ରହସ୍ୟ

ଦିନର ଆହାର ଠାରୁ ସକାଳର ଜଳଖିଆ ଶରୀର ପାଇଁ ଅଧିକ ଜରୁରୀ ହୋଇଥାଏ । ସକାଳର ଜଳଖିଆ ଠିକ୍ ଭାବରେ ନଖାଇବା ଦ୍ବାରା ଶରୀରର ବହୁତ କ୍ଷତି ହୋଇଥାଏ । ଏହା ଦ୍ବାରା ବହୁତ ଗମ୍ଭିର ରୋଗ ହେବାର ଅନେକ ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା କ’ଣ ସବୁ କ୍ଷତି ହୋଇଥାଏ ଆମ ଶରୀରରେ ସକାଳର ଜଳଖିଆ…

ଓଜନ କମ୍‌ କରିବାକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହାର ସହଜ ଉପାୟ

ଓଜନ କମ୍‌ କରିବାକୁ ଅନେକ ଲୋକ ଚାହାନ୍ତି କିନ୍ତୁ ଓଜନ କମ୍‌ ହେବା ବଦଳରେ ବଢ଼ିଯାଇଥାଏ । ଏହି ଭଳି ସମସ୍ୟା ଲୋକଙ୍କ ପାଖରେ ଦେଖାଦେଇ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? କେଉଁ ଜିନିଷ ଖାଇବା ଫଳରେ ଓଜନ କମ୍‌ ହେବାକୁ ଲାଗିଥାଏ । ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ । ଓଜନ କମ୍‌…

ପ୍ରାୟ ଏକ ମାସ ଜଳଖିଆ ନଖାଇବା ଦ୍ୱାରା କ’ଣ ହୋଇଥାଏ

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ସକାଳର ଜଳଖିଆ ଖାଇବାକୁ ଭୁଲିଯାଆନ୍ତି  । ଯାହା ଆମ ଶରୀରକୁ ଦୁର୍ବଳ କରିବା ସହ ରୋଗାଗ୍ରସ୍ତ ମଧ୍ୟ କରାଇଥାଏ । କଥାରେ ଅଛି ଯଦି ଦିନର ଆରମ୍ଭ ଭଲ ହୁଏ ତେବେ ପୁରା ଦିନଟି ଆମର ଭଲରେ କଟିଥାଏ ।  ଯଦି ଆମେ ପ୍ରତ୍ୟେକ ଦିନ ସକାଳର ଜଳଖିଆ ନକରିବା ତେବେ,…

ସକାଳେ ବ୍ରେକଫାଷ୍ଟ ଖାଉ ନଥିଲେ ସାବଧାନ୍‌, ହୋଇପାରେ ଏହି ଭୟଙ୍କର ରୋଗ

ଯେଉଁ ଲୋକମାନେ ବିଳମ୍ବିତ ରାତି ଯାଏଁ ନଶୋଇ ସକାଳେ ଲେଟରେ ଉଠନ୍ତି ଏବଂ ପରେ ବ୍ରେକଫାଷ୍ଟ ନକରି ଘରୁ ବାହାରି ଯାଆନ୍ତି ସେମାନେ ନିଜର ଅଭ୍ୟାସକୁ ବଦଳାଇବା ଉଚିତ । ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲଗାତାର ଭାବରେ ଜଳଖିଆ କରୁନଥିବା ଲୋକଙ୍କଠାରେ ପେଟ ଏବଂ ଅନ୍ତନଳୀରେ…

ସକାଳ ଜଳଖିଆ ଖାଉନାହାଁନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ସାରା ଦିନର ଆହାରରେ ସକାଳର ଜଳଖିଆ ସବୁଠାରୁ ଅଧିକ ଜରୁରୀ ହୋଇଥାଏ । କିନ୍ତୁ କିଛି ଲୋକ ଏହାକୁ ସ୍କିପ୍‌ କରିଦିଅନ୍ତି । କିନ୍ତୁ ଆପଣଙ୍କ ଜଣାଇବାକୁ ଚାହିଁବୁ ଯେ ଜଳଖିଆ ହେଉଛି ଆମ ଖାଦ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ । ଅନ୍ୟପଟେ, ଯଦି ଆପଣ ସକାଳେ ଜଳଖିଆ ନକରନ୍ତି, ତେବେ ଆପଣଙ୍କର…

ଏଣିକି ସରକାରୀ ବୈଠକ ଓ ସମ୍ମିଳନୀରେ ଦିଆଯାଉ ମାଣ୍ଡିଆ ଜଳଖିଆ, ବିଭାଗୀୟ ସଚିବମାନଙ୍କୁ ପତ୍ର ଲେଖିଲେ କୃଷି ସଚିବ

ଭୁବନେଶ୍ୱର (କେନ୍ୟୁଜ): ଏଣିକି ବିଭିନ୍ନ ସରକାରୀ ବୈଠକ ଓ ସମ୍ମିଳନୀରେ ଦିଆଯିବ ମାଣ୍ଡିଆ ଜଳଖିଆ। ଏନେଇ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅତିରିକ୍ତ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିସନର ତଥା ସଚିବଙ୍କୁ ପତ୍ର ଲେଖିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢୀ। ମାଣ୍ଡିଆରୁ…

ଜଳଖିଆରେ ପ୍ରସ୍ତୁତ କରନ୍ତୁ କଦଳୀ ଚିଲ୍ଲା, ଖାଇବାକୁ ଟେଷ୍ଟି ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର

ଆପଣ ପ୍ରତିଦିନ ବିଭିନ୍ନ ପ୍ରକାର ଜଳଖିଆ ଖାଇବାକୁ ପସନ୍ଦ କରୁଥିବେ। ଆଉ ଘରେ ମା’ ହୁଅନ୍ତୁ ଅବା ପତ୍ନୀ କ’ଣ ଜଳଖିଆ ପ୍ରସ୍ତୁତ କରିବେ, ତାହାକୁ ନେଇ ଚିନ୍ତାରେ ରହିଥିବେ। ତେବେ ଆପଣ ଅନେକ ପ୍ରକାର ଚିଲ୍ଲା ଖାଇଥିବେ। ତେବେ ଚିଲ୍ଲା ପ୍ରସ୍ତୁତ କରି ବହୁତ ସହଜ ଏବଂ ଶରୀର ପାଇଁ ସ୍ୱାସ୍ଥ୍ୟକର।…

ଶରୀର ପାଇଁ ଭଲ ଓ ପାଟିକୁ ସୁଆଦିଆ, ବ୍ରେକଫାଷ୍ଟ ପାଇଁ ପ୍ରସ୍ତୁତ କରନ୍ତୁ ସେଓ ଖାସ୍ତା

ସକାଳ ସମୟରେ ଉଠିବା ପରେ ପ୍ରାୟ ଅଧିକ ଲୋକ ଭାବନ୍ତି ନିଜ ବ୍ରେକ ଫାଷ୍ଟରେ କ'ଣ ଖାଇବେ। ଏମିତିକି କିଛି ଲୋକ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନଦେଇ ସ୍ବାସ୍ଥ୍ୟକୁ ଖରାପ କରୁଥିବା ଖାଦ୍ୟ ଖାଇ ଦିଅନ୍ତି। କିନ୍ତୁ ନିଜ ବ୍ରେକଫାଷ୍ଟରେ ସବୁବେଳେ ହେଲ୍ଦି ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ତେବେ…

ଗୁରୁମନ୍ତ୍ର ଦେବେ ମୋଦି: ଓଡ଼ିଶା ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ବ୍ରେକଫାଷ୍ଟ ଆମନ୍ତ୍ରଣ

କେନ୍ୟୁଜ୍: ଓଡ଼ିଶା ସାଂସଦଙ୍କୁ ପ୍ରାତଃ ଭୋଜନକୁ ଆମନ୍ତ୍ରଣ। ଦିଲ୍ଲୀ ଦରବାରରେ ରାଜ୍ୟ ବିଜେପି ରାଜନୀତି ଦୁଲୁକୁଥିବାବେଳେ ପ୍ରାତଃ ଭୋଜନ ଲାଗି ଓଡ଼ିଶା ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ ଦଳୀୟ ନେତାଙ୍କ ହୃତକମ୍ପ ବଢାଇ ଦେଇଛି। ଉଭୟ ଲୋକସଭା ଓ ରାଜ୍ୟସଭାର…

ବ୍ରେକଫାଷ୍ଟରେ ଖାଆନ୍ତୁ ଇଡଲି –ଦୋଷା, ଶରୀରକୁ ମିଳିବ ଉତ୍ତମ ପୋଷକ ତତ୍ତ୍ୱ

କୁହାଯାଏ ସକାଳ ଖାଇବା ଷ୍ଟ୍ରଙ୍ଗ ବା ଅଧିକ ହେବା ଜରୁରୀ। ଏହାଦ୍ୱାରା ଦିନ ସାରା କାମ କରିବାକୁ ଶକ୍ତି ମିଳିଥାଏ। ଏହାସହ ଶରୀର ପାଇଁ ଉତ୍ତମ ବ୍ରେକଫାଷ୍ଟ ବା ଜଳଖିଆ ଖୁବ ଜରୁରୀ ହୋଇଥାଏ। ତେବେ ଆମ ଭାରତରେ ଖାଦ୍ୟ ଉତ୍ତମ ସହିତ ତାର ଟେଷ୍ଟି ନେସ୍‌ କୁ ମଧ୍ୟ ଧ୍ୟାନ ଦିଆଯାଏ। ମାନେ ଯେମିତି…