Browsing Tag

ccoronavirus updates

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ଶହେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୫୬୮

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ସର୍ବାଧିକ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୩, କଟକରୁ ୬, କେନ୍ଦ୍ରାପଡ଼ାରୁ ୪, ପୁରୀରୁ ୪, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ୬୫ ମଧ୍ୟରୁ ୬୨ ଜଣ…

କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ: ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ…

ସମ୍ବଲପୁର: କରୋନା ଭାଇରସ ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସାମାଜିକ ଦୁରତ୍ୱ ରଖିବା ପାଇଁ ସହରରେ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ବଜାର ଖୋଲା ରଖିବା ପାଇଁ ନିୟମ ହୋଇଛି। ଏହାସହ ବିନା ହେଲମେଟ୍‌ରେ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ…

ଗଞ୍ଜାମ: କରୋନା ମୁକାବିଲା ନେଇ ବରଗାଁର ଘରେ ଘରେ ଲାଗିଛି ଶପଥ ପତ୍ର, ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ଚାରିଆଡେ…

ଭଞ୍ଜନଗର : ଘରେ ଘରେ ପଡିଛି ଲକ୍ଷ୍ମଣ ରେଖା । ପ୍ରତି ଘର ଆଗରେ ଲାଗିଛି ଶପଥ ପତ୍ର । ଶପଥ ପତ୍ରରେ ଘରୁ ନ ବାହାରିବା ପାଇଁ ଶପଥ କରିଛନ୍ତି ଘର ଲୋକେ । କୌଣସି ଗୋଟିଏ ବି ଘର ଏଥିରୁ ବାଦ୍ ପଡିନାହାନ୍ତି । ପ୍ରତି ସାହିରେ କରୋନା ମୁକାବିଲା ପାଇଁ ହାତ ଧୋଇବା ନେଇ ବ୍ଯବସ୍ଥା କରାଯାଇଛି ।…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା, ଏଯାଏ ଗଲାଣି ୫୬ଟି ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨୦୮୮ରେ ପହଁଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୬ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।…

ଭଦ୍ରକ ଜିଲ୍ଲାରେ କଡାକଡି ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ, ଆଜିଠାରୁ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍

ଭଦ୍ରକ : ଭଦ୍ରକ ଜିଲ୍ଲାରେ କଡାକଡି ଭାବେ ପାଳନ କରାଯାଉଛି ଲକ ଡାଉନ ନିର୍ଦ୍ଦେଶ। ଆଜିଠାରୁ ଜିଲ୍ଲାର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ଦିନ ୧୦ଟା ପରେ ସହର ମଧ୍ୟକୁ କାହାରିକୁ ପ୍ରବେଶ କରାଇ ଦିଆଯାଉ ନାହିଁ। ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଦିନରେ ଗୋଟିଏ ଥର ସକାଳ ୬ଟାରୁ…

ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ କରୁଛି ମାଲକାନାଗିରି ଜିଲ୍ଲା ପ୍ରଶାସନ, ଲକ୍‌ ଡାଉନରେ ବି ରାତିରେ ଆରାମ୍‌ରେ…

ମାଲକାନାଗିରି: ଅମାନିଆଙ୍କୁ ମାଡ଼ ମାରି ସାବାଡ୍‌ । ମାଲକାନାଗିରି ଜିଲ୍ଲାରେ ଲକ୍‌ ଡାଉନ୍‌ରେ ଘୋଷଣା ପରେ ବି ରାତିରେ ଆରାମ୍‌ରେ ଲୋକେ ସହର ଭିତରେ ବୁଲାବୁଲି କରୁଛନ୍ତି । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ଜିଲ୍ଲା ସଦର ମହକୁମାର ଡିଏନ୍‌କେ ଛକ, କଲେଜ…

ଆନ୍ଧ୍ରପ୍ରଦେଶ ବର୍ଡର ଠାରୁ ୧୬କିଲୋମିଟର ଦୂର ଏକ ଜଙ୍ଗଲିଆ ସ୍ଥାନରେ ଫସିରହିଛନ୍ତି ୧୨ଜଣ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ…

ଗଂଜାମ : ନିଜ କର୍ମସ୍ଥଳୀକୁ ଫେରିପାରୁଛନ୍ତି ନା ନିଜ ଭିଟାମାଟିକୁ ଆସିପାରୁଛନ୍ତି । ମଝି ରାସ୍ତାରେ ଫସିରହିଛନ୍ତି ଓଡିଆ ଶ୍ରମିକ । ଏବେ ପୋଲିସ ଭୟରେ ଅଧାରାସ୍ତାରେ ଜଙ୍ଗଲିଆ ଅଞ୍ଚଳରେ ଲୁଚିରହିଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ମେଣ୍ଟପୁର ଗାଁର ୧୨ଜଣ ଦାଦନ ଶ୍ରମିକ ।…

ବିଶ୍ୱରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୨୪ ହଜାର ଟପିଲା, ସ୍ପେନ୍‌ରେ ଗୋଟିଏ ଦିନରେ ୭୧୮ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା। ମୃତ୍ୟୁସଂଖ୍ୟା ୨୪ ହଜାରରୁ ଉର୍ଦ୍ଧ୍ୱ ଟପିଛି। ଏଯାଏ ୫.୩୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨୩ ହଜାର ୯୪୨ ଲୋକ ସୁସ୍ଥହୋଇ ଫେରିଛନ୍ତି। ସେହିପରି ସ୍ପେନ୍‌ରେ ଅଣାୟତ ହୋଇପଡିଛି ସ୍ଥିତି। ଇଟାଲୀ ପରେ ସ୍ପେନ୍‌ରେ ଅଧିକ…

ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା, ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୬୪୯ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ୩୩ ରାଜ୍ୟ ଓ…

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ବିରୋଧରେ ଲଢ଼ିବା ପାଇଁ ଦେଶବାସୀଙ୍କୁ କଲେ ଅପିଲ୍, କହିଲେ ସମସ୍ତେ ଏକଜୁଟ…

ମୁମ୍ବାଇ : କରୋନାକୁ ହରାଇବାକୁ ସେଲିବ୍ରିଟିଙ୍କ ଆହ୍ଵାନ । ନେତାଠୁ ଆରମ୍ଭ କରି ଅଭିନେତା ଓ କ୍ରିକେଟର ସମସ୍ତେ ଏକାଠି ହୋଇଛନ୍ତି । ସରକାରଙ୍କ ନିୟମ ମାନି ଘରୁ ନବାହାରିବାକୁ ଆହ୍ଵାନ କରିଛନ୍ତି । ଏହାସହ ବାରମ୍ବାର ହାତ ସଫା କରିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସେଲିବ୍ରିଟି ।…

ରାସ୍ତା ଉପରେ ମିଳିଲା ଶାସ୍ତି: ଦେଖନ୍ତୁ ଭିଡିଓ କେମତି ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବାରୁ ଭୋଗିଲେ ଏଭଳି ଦଶା

ଜାମ୍ମୁ କାଶ୍ମୀର: ଗତକାଲି ରାତି ୧୨ଟାରୁ ସାରା ଦେଶ ଲାଗୁ ହୋଇଛି ଲକ୍‌ଡାଉନ୍‌ ନିୟମ । ଏହି ଘୋଷଣା କରିଥିଲେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତକୁ ଓ ଭାରତବାସୀଙ୍କୁ ମହାମାରୀ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଜରୁରୀ ଥିଲା । ଏହି କଟକଣା ଆଗାମୀ ୨୧ ଦିନ…

କୋଭିଡ୍‌-19 ସଂକ୍ରମଣକୁ ପ୍ରତିହିତ ପାଇଁ ଲକ୍‌ଡାଉନ୍‌ ହୋଇଛି ସମ୍ପୂର୍ଣ୍ଣ ଓଡ଼ିଶା, ବିଭିନ୍ନ ସ୍ଥାନରେ ଜୋରଦାର ଚାଲିଛି…

ଭୁବନେଶ୍ବର: କୋଭିଡ୍‌ - 19 ସଂକ୍ରମଣକୁ ପ୍ରତିହିତ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଲକ୍‌ଡାଉନ୍‌ ହୋଇଛି ସମ୍ପୂର୍ଣ୍ଣ ଓଡ଼ିଶା । କରୋନା ଭାଇରସ୍‌ ମୁକାବିଲା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ସ୍ଥାନରେ ଜୋରଦାର ଚାଲିଛି ଚେକିଂ। ମାର୍ଚ୍ଚ ୨୯ ଯାଏ ତାଲା…