କୋଟି କୋଟି ଟଙ୍କା ଲୁଟି ନେଲେ ଠକ ସରକାରୀ ଶିକ୍ଷକ, ଅଭିଯୋଗ ଆଣିଲେ ହିତାଧିକାରୀ
ଯାଯପୁର: କିଏ ଝିଅ ବାହାଘର ପାଇଁ ଟଙ୍କା ସୁଧରେ ଲଗାଇଥିଲା ତ କିଏ ଘର କରିବା ପାଇଁ ଟଙ୍କା ଦେଇଥିଲା । କିନ୍ତୁ ଯାହାକୁ ଭରଷା କରି ଟଙ୍କା ଦେଇଥିଲେ ସେ ହିଁ ତାଙ୍କୁ ଚୂନା ଲଗେଇଛି । ଜଣେ ସରକାରୀ ଶିକ୍ଷକ ଏ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କମ ଦିନରେ ଅଧିକ ସୁଧ ଦେବାର ପ୍ରତିଶୃତି ଦେଇ…