Browsing Tag

child drowned

ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ୨ ନାବାଳକ ମୃତ

ସମ୍ବଲପୁର: ପାଣିରେ ବୁଡ଼ି ୨ ନାବାଳକ ମୃତ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଭିଏସଏସ କଲୋନୀରେ ଅଘଟଣ ।  ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ ।  ମୃତ୨ ନାବାଳକ ହେଲେ ଭିଏସଏସ କଲୋନିର ବାସିନ୍ଦା ଅନିଶ ନାଗଙ୍କ ପୁଅ ଏବଂ ବସଷ୍ଟାଣ୍ଡ ଫାଟକ ପାଖରେ ରହୁଥିବା ଗୋପାଳ ଶର୍ମାଙ୍କ ପୁଅ ।…

ମାମୁଁ ଘରକୁ ଆସି ଭାଣିଜୀ ମୃତ, ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ

ଯାଜପୁର ଟାଉନ : ମାମୁଁ ଘରକୁ ଆସି ଭାଣିଜୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତରେ । ମୃତ ଭାଣିଜୀ  ହେଲେ ଆଳି ବ୍ଲକ ବାଳକାଟି ଗାଁର ୫ ବର୍ଷର ଶିଶୁ କନ୍ୟା ସୋନି । ସୂଚନା ମୁତାବକ, ସୋନି ନିଜ ମାମୁଁ ଘରକୁ ଆସିଥିବା ବେଳେ ପରିବାର…

ମନ୍ଦିରକୁ ମହାଦେବଙ୍କୁ ଦର୍ଶନ କରିବାକୁ ଯାଇ ଚାଲିଗଲା ୩ ପିଲାଙ୍କ ଜୀବନ, ପୋଖରୀରେ ବୁଡି ସମସ୍ତ ମୃତ

ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡିଯାଇ ୩ ଜଣ ନାବାଳକ ପ୍ରାଣ ହରାଇଛନ୍ତି । ୩ ଭାଇ ମହାଦେବଙ୍କ ନର୍ଶନ ପାଇଁ ମନ୍ଦିର ଯାଇଥିଲେ । ଏମାନେ ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ବୁଡିଯାଇଥିଲେ । ଅଧିକ ସମୟ ପର୍ଯ୍ୟନ୍ତ ଘରେ ନ ପହଞ୍ଚିବାରୁ ଘର ଲୋକ ଖୋଜାଖୋଜି କରିଥିଲେ ।…

ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି

ଭୁବନେଶ୍ୱର (କେନ୍ୟୁଜ): ପୁରୀ ମେନ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମେନ କେନାଲରେ ଭାସିଗଲେ ୧୭ବର୍ଷୀୟ ନାବାଳକ । ନିଖୋଜ ଥିବା ନାବାଳକଙ୍କ ଘର ଝାରପଡା ଅଞ୍ଚଳରେ । ଗତକାଲି ୪ଜଣ ପିଲା ରଙ୍ଗବଜାର ନିକଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବାର ନାବାଳକ…

ଗାଧୋଉଥିବା ବେଳେ ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ଗାଁ ପୋଖରୀରେ ବୁଡି ନାବାଳକର ମୃତ୍ୟୁ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁ ପୋଖରୀରେ ବୁଡି ୫ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ସ୍ଥାନୀୟ ହରିଜନ ସାହିର ବାଦଲ ନାୟକ । ସ୍କୁଲରୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ…

ଭଞ୍ଜନଗର : ପୋଖରୀରେ ବୁଡି, ୪ ବର୍ଷର ଶିଶୁର ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ବେଲଗୁଣ୍ଠା ସହର ନିକଟ ପୋଖରୀରେ ବୁଡି, ୪ ବର୍ଷର ଶିଶୁର ମୃତ୍ୟୁ । ଭଞ୍ଜନଗର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ବେଲଗୁଣ୍ଠା ଥାନା ପୋଲିସ ।

ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ, ଗାଧୋଇବା ସମୟରେ ୫ବର୍ଷର ଶିଶୁ ନିଖୋଜ, ଅନ୍ଯ ୩ ଉଦ୍ଧାର

ରାୟଗଡ଼ା (କେନ୍ୟୁଜ୍): ନଦୀରେ ଗାଧୋଉ ଥିବାବେଳେ ୫ବର୍ଷର ଶିଶୁ ନିଖୋଜ। ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଝୁଲା ପୋଲ ନିକଟରେ ଅଘଟଣ। ପଡ଼େଶୀ ଆନ୍ଧ୍ରପ୍ରଦେଶର ଏଲୁରୁ ଅଞ୍ଚଳରୁ ଆସିଥିବା କିଛି ପର୍ଯ୍ୟଟକ ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଳସ୍ରୋତରେ ୪ଜଣ ଭାସି ଯାଇଥିଲେ।…

ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ଭାସିଗଲେ ୨ ନାବାଳକ, ଜଣେ ଉଦ୍ଧାର ଅନ୍ୟ ଜଣେ ନିଖୋଜ

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ୨ ଜଣ ନାବାଳକ ଛାତ୍ର । ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି ।…

ମା’ର ଅସାବଧାନତାରୁ ପୋଖରୀରେ ବୁଡ଼ି ମରିଗଲା ତିନି ବର୍ଷର ପୁଅ

ରାଇରଙ୍ଗପୁର (କେନ୍ୟୁଜ୍) : ନିଜର ଅସାବଧାନତାରୁ ପୁଅକୁ ହରାଇ ବସିଲା ଗୋଟିଏ ମା । ମୟୁରଭଂଜ ଜିଲ୍ଲା ତିରିଂ ଥାନା ଭାଲୁଗଡ଼ା ଗାଁରେ ଏଭଳି ଅଘଟଣ ଘଟିଛି । ଏହି ଗ୍ରାମ ବୁରୁସାହିରେ ପୋଖରୀରେ ବୁଡି ଜଣେ ୩ ବର୍ଷ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ପିଲାଟିକୁ ଧରି ମା ଗାଧୋଇବା ପାଇଁ ନିକଟସ୍ଥ…