Browsing Tag

child falls into borewell

ଖେଳୁ ଖେଳୁ ଗଭୀର ବୋରୱେଲରେ ଖସିପଡ଼ିଲା ଶିଶୁ, ଉଦ୍ଧାର ପାଇଁ ବୋରୱେଲ ପାଖରେ ଖୋଳାଯାଉଛି ନୂଆ ବୋରୱେଲ

ପୁଣି ବୋରୱେଲରେ ଖସି ପଡ଼ିଛି ଶିଶୁ । ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ନା ମିଳିପାରିଛି ଶିଶୁର ପରିଚୟ ନା ଜଣାପଡ଼ିଛି ଶିଶୁର ବୟସ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଛନ୍ତି । ପାଖାପାଖି ୪୦ ଫୁଟ ଗଭୀର ବୋରୱେଲରେ ଶିଶୁଟି ପଡ଼ିଯାଇଛି । ଶିଶୁ ସହ…

ମଧ୍ୟ ପ୍ରଦେଶ: ଖେଳୁ ଖେଳୁ ବୋରୱେଲ ଭିତରେ ଖସିପଡ଼ିଲା ଅଢ଼େଇ ବର୍ଷର ଶିଶୁକନ୍ୟା, ଚାଲିଛି ଉଦ୍ଧାର କାର୍ଯ୍ୟ

ବୋରୱେଲ ଭିତରେ ଖସିପଡ଼ିଛି ଅଢ଼େଇ ବର୍ଷର ଏକ ଶିଶୁକନ୍ୟା। ଖୋଲା ପଡ଼ିଥିବା ୩୦୦ ଫୁଟ୍‌ ଗଭୀରର ଏହି ବୋରୱେଲରେ ଶିଶୁକନ୍ୟାଟି କୌଣସି ମତେ ଖସି ପଡ଼ିଥିବା ଜଣାପଡ଼ିଛି। ଘଟଣାଟି ମଧ୍ୟ ପ୍ରଦେଶର ସିହୋର ଜିଲ୍ଲାର ବଡ଼ ମୁଙ୍ଗାଭଲି ଗ୍ରାମରେ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଶିଶୁକନ୍ୟାଟି…

ବୋରୱେଲରେ ଖସିପଡିଲା ୮ ବର୍ଷର ପିଲା, ୧୫ ଘଣ୍ଟା ହେଲା ଚାଲିଛି ରେସକ୍ୟୁ ଅପରେସନ

ପୁଣି ବୋରୱେଲ୍ ତଳେ ଫସିଛି ଜୀବନ । ୬୦ଫୁଟ ଗଭୀର ବୋରୱେଲ୍ ଭିତରେ ଖସିପଡିଛି ୮ ବର୍ଷର କୁନି ପୁଅ ଲୋକେଶ । ମଧ୍ୟପ୍ରଦେଶ ବିଦିଶା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଗତକାଲି ସକାଳ ୧୧ଟାରୁ ଖେଳୁ ଖେଳୁ ଲୋକେଶ ୬୦ ଫୁଟ ବୋରୱେଲରେ ଖସି ପଡି ୪୩ ଫୁଟରେ ଅଟକି ରହିଛି। ଲୋକେଶକୁ ଉଦ୍ଧାର କରିବା ପାଇଁ…

୫୦ ଫୁଟ୍‌ ବୋରୱେଲ୍ ତଳେ ଫସି ରହିଛି ୮ ବର୍ଷର ପୁଅ, ଦୀର୍ଘ ଘଣ୍ଟା ଧରି ଚାଲିଛି ରେସକ୍ୟୁ ଅପରେସନ୍‌

ମଧ୍ୟପ୍ରଦେଶ: ପୁଣି ବୋରୱେଲ୍ ଫସିଲା ଜୀବନ । ୫୦ ଫୁଟ୍‌ ବୋଲରେଓ୍ଵଲ୍‌ ତଳେ ଫସି ରହିଛି ୮ ବର୍ଷର ପୁଅ । ମଧ୍ୟପ୍ରଦେଶର ବେତୁଲି ଜିଲ୍ଲା ମଣ୍ଡାଓ୍ଵି ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ଏହି ଘଟଣା ଜଣା ପଡିଥିଲା । ରାତି ପ୍ରାୟ ସାଢେ ୮ଟା ବେଳେ ୮ ବର୍ଷର ତନ୍ମୟ ସାହୁ ବୋରୱେଲ୍‌…

ରାହୁଲ ପରେ ମଧ୍ୟପ୍ରଦେଶର ଦିପେନ୍ଦ୍ର: ୮ଘଣ୍ଟାର ଅପରେସନ ପରେ ୧୫୦ ଫୁଟ ତଳୁ ଉଦ୍ଧାର ହେଲା ୫ବର୍ଷର ଶିଶୁ

ନୂଆଦିଲ୍ଲୀ : ୧୫୦ ଫୁଟ ତଳୁ ୫ବର୍ଷର ଶିଶୁ ଉଦ୍ଧାର। ୮ଘଣ୍ଟାର ଅପରେସନ ପରେ ଶିଶୁ ଉଦ୍ଧାର। ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରେ ବୋରେଓ୍ଵଲରେ ଖସିପଡିଥିବା ୫ବର୍ଷର ଶିଶୁକୁ ଉଦ୍ଧାର କରାଯାଇଛି। ଗତକାଲି ରାତି ୧୦ଟାରେ ୫ବର୍ଷୀୟ ଶିଶୁ ଦିପେନ୍ଦ୍ର ଯାଦବକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ତାଙ୍କୁ…

ବୋରେଓ୍ଵଲ୍‌ ଗାତରେ ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ, ରେସ୍କ୍ୟୁରେ ସାମିଲ ହୋଇଛି…

ଛତିଶଗଡ଼:  ବୋରେଓ୍ଵଲ୍‌ ଗାତରେ ବାଳକ । ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି। ତାକୁ ଉଦ୍ଧାର କରିବାକୁ ଚାଲିଛି ରେସ୍କ୍ୟୁ ଅପରେସନ୍‌। ଅପରେସନ୍‌ରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍‌ । ବୋରେଓ୍ଵଲ୍‌ରୁ ବାଳକକୁ ଉଦ୍ଧାର କରିବାକୁ ଗୁଜରାଟରୁ ଆସିଛି ରେସ୍କ୍ୟୁ ରୋବୋଟ୍‌ ।…

୮୦ ଫୁଟ ବୋରୱେଲରେ ଫସି ରହିଛି ୧୧ ବର୍ଷର ଶିଶୁ: ୪୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ

ନୂଆଦିଲ୍ଲୀ : ନିର୍ମାଣଧୀନ ବୋରୱେଲରେ ଏକ ୧୧ ବର୍ଷର ଶିଶୁ ପଡ଼ି ଘଟିଯାଇଛି ଅଭାବନୀୟ ଘଟଣା। ଦୀର୍ଘ ୪୨ ଘଣ୍ଟାରୁ ଅଧିକ ସମୟ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିଶୁକୁ ଉଦ୍ଧାର କରାଯାଇପାରି ନାହିଁ। ୧୧ ବର୍ଷୀୟ ରାହୁଲ ସାହୁ ଚମ୍ପା ଜିଲ୍ଲାର ପିହ୍ରିଡ ଗାଁର ବୋରୱେଲରେ…

୩୦୦ ଫୁଟ୍‌ ଗଭୀର ବୋରୱେଲରେ ଗଳି ପଡ଼ିଥିବା ଶିଶୁର ମୃତ୍ୟୁ, ୮ ଘଣ୍ଟାର ରେସ୍‌କ୍ୟୁ ଅପରେସନ୍‌ ପରେ ବି ବଞ୍ଚାଇହେଲାନି…

ପଞ୍ଜାବ: ପଞ୍ଜାବର ହୁସିଆରପୁରର ଗଦରୀବାଲା ଗାଁରେ ବୋରୱେଲରେ ଗଳି ପଡ଼ିଥିବା ୬ ବର୍ଷର ରିତିକ୍‌ ଆଉ ନାହିଁ। ବୋରୱେଲରେ ଖସି ପଡ଼ି ତାର ମୃତ୍ୟୁ ଘଟିଛି। ସବୁ ପ୍ରକାର ଚେଷ୍ଟା ପରେ ବି ବଞ୍ଚିପାରିନି ରିତିକର ଜୀବନ। ପାଖାପାଖି ୮ ଘଣ୍ଟା ଯାଏଁ ଏନ୍‌ଡିଆରଏଫ୍‌, ଆର୍ମି ଓ ପୋଲିସର ରେସ୍‌କ୍ୟୁ…

ଦୀର୍ଘ ୮୦ ଘଣ୍ଟାର ସଂଘର୍ଷ ପରେ ବି ବୋରୱେଲ୍ ଭିତରୁ ଜୀବିତ ଉଦ୍ଧାର ହୋଇପାରିଲାନାହିଁ ୨ବର୍ଷର ଶିଶୁ ସୁଜିତ୍

ତାମିଲନାଡୁ: ସଂଘର୍ଷ କରି କରି ଶେଷରେ ହାରିଗଲା ସୁଜିତ୍। ୮୦ଘଣ୍ଟାରୁ ଅଧିକ ସମୟ ଧରି ବୋରୱେଲ୍ ଭିତରେ ଏକାକି ଜୀବନ ସହିତ ସଂଗ୍ରାମ କରିବା ଭିତରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛି । ତିରୁଚିରାପଲ୍ଲୀ ଜିଲ୍ଲାର ନାଡୁକଟଟୁପଟ୍ଟୀରେ ଶୁକ୍ରବାର ଏକ ୨ବର୍ଷର ଶିଶୁ ପାଖାପାଖି ୨୫ଫୁଟ୍ ବୋରୱେଲ୍…

ଖେଳୁଥିବା ବେଳେ ୧୫୦ ଫୁଟ୍ ତଳକୁ ଖସିପଡିଲା ଦୁଇ ବର୍ଷର ଶିଶୁ, ଦୀର୍ଘ ସମୟ ଧରି ଚାଲିଛି ଉଦ୍ଧାର କାର୍ଯ୍ୟ

ଚଣ୍ଡିଗଡ: ପଞ୍ଜାବ ସଙ୍ଗରପୁର ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏବେ ଚାରିଆଡେ ଆଲୋଡନ ଖେଳାଇ ଦେଇଛି ।  ଘଟଣାଟି ହେଉଛି ୧୫୦ ଫୁଟ୍ ବୋରୱେଲ୍ ତଳକୁ ଏକ ଦୁଇ ବର୍ଷର ଛୋଟ ଛୁଆଟି ଖସି ପଡ଼ିଛି । ନଳକୂଅ ବସାଇବା ପାଇଁ ଏହି ଗଭୀର ଗାତ ଖୋଳାଯାଇଥିଲା। ତେବେ ଗତକାଲି ଅପରାହ୍ନ…