ହସ୍ପିଟାଲରୁ ଶିଶୁପୁତ୍ର ଚୋରି, ଜନ୍ମ ହେବା ପରଠୁ ପିଲାଟିକୁ ପାଉନାହାନ୍ତି ପରିବାର ଲୋକେ
ନୟାଗଡ଼: ଭୀମସାର ପରେ ନୟାଗଡ଼ରେ ମେଡିକାଲରୁ ଶିଶୁପୁତ୍ର ଚୋରି । ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶିଶୁପୁତ୍ର ଚୋରି ଅଭିଯୋଗ ହୋଇଛି । ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରକୁ ପାଉନାହାନ୍ତି ପରିବାର ଲୋକ । ଫଳରେ ମୁଣ୍ଡ ପିଟି କାନ୍ଦୁଥିବା ମା’ ନିଜ ଛୁଆକୁ ଫେରାଇ…