୭ ବର୍ଷରେ ୯ଟି ପିଲା ଜନ୍ମ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ମହିଳା,ଜନ୍ମ କରିବେ ଦଶମ ସନ୍ତାନ
୭ ବର୍ଷରେ ୯ଟି ଛୁଆ । ପୁଣି ଥରେ ହୋଇଛନ୍ତି ପ୍ରେଗନାଣ୍ଟ । ଏକଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଆଜିର ସମୟରେ ଗୋଟିଏ ପିଲାକୁ ସମ୍ଭାଳିବା ମୁସ୍କିଲ ହେଉଥିବା ବେଳେ ୯ ଟି ପିଲାକୁ ସମ୍ଭାଳିବା କେତେ ଯେ କଷ୍ଟକର ବ୍ୟାପାର ତାହା କଳ୍ପନା ମଧ୍ୟ କରିହେବ ନାହିଁ । କିନ୍ତୁ ଜଣେ…